21 ଇରି ମର୍ ବିତ୍ରେ କାମ୍ କଃରୁଲା ଗଟେକ୍ ବିଦି, ମୁୟ୍ଁ ଦଃକୁଲେ, ଜଃଡେବଃଳ୍ ନିକ କାମ୍ କଃରୁକେ ମଃନ୍ କଃରୁଲେ, ସେରି ନଃକେରି ଜୁୟ୍ରି କଃରାବ୍ରି ସେରି ହଃକା କଃରୁଲେ । 22 ଇସ୍ୱରାର୍ ବିଦି ମାନୁକେ ମର୍ ମଃନ୍ । 23 ମଃତର୍ ମୁୟ୍ଁ ମର୍ ଗଃଗାଳେ ଗଟେକ୍ ବିନ୍ ବିଦି ଦଃକୁଲେ, ସେରି ମର୍ ମଃନାର୍ ବିଦି ବିରୁଦେ ଜୁଜ୍ କଃରେଦ୍ ଆର୍ ମର୍ ସଃବୁ ଗଃଗାଳେ ଜୁୟି ହାହାର୍ ବିଦି ଆଚେ ମକେ ସେତି ବାନ୍ଦେଦ୍ ।
Publicidade
Publicidade