24 କଃଡେକ୍ ବାୟ୍ଗ୍ ନୟ୍ଲାର୍ ମୁୟ୍ଁ ! ମକ୍ ଇ ମଃର୍ତା ଗଃଗାଳେ ହୁଣି କେଏ ମୁକ୍ତି କଃରେଦ୍ ? 25 ଇସ୍ୱରାର୍ ଦନ୍ୟବାଦ୍, ମାପୁର୍ ଜିସୁ କ୍ରିସ୍ଟର୍ ଦଃୟି ଇରି ସେ ସାଦୁନ୍ କଃରିଆଚେ । ତଃବେ ଇରି ଅଃଉଁଲି ମର୍ ଅବୁସ୍ତା । ଇସ୍ୱରାର୍ ବିଦି ଅଃବ୍କା ମୁୟ୍ ମର୍ ମଃନେ ମାନୁ ହାରି । ମଃତର୍ ମର୍ ମାନାୟ୍ ଗୁଣ୍ ମକେ ହାହାର୍ ସେବାକାରି ଅଃଉଁକେ ବଃଳ୍ମାଡ୍ କଃରୁଲି ।