4 ଏ ମର୍ ବାୟ୍ବେଣିମଃନ୍ ତୁମିମଃନାର୍ ହେଁ ଟିକ୍ ସେହର୍ । ତୁମିମଃନ୍ ବାପ୍ତିସମ୍ ଦଃୟି କ୍ରିସ୍ଟର୍ ଗଃଗାଳ୍ ସଃଙ୍ଗ୍ ମଃର୍ନ୍ ବୟ୍ଗ୍ କଃରି, ତାର୍ ଉଟ୍ଲାତଃୟ୍ ହେଁ ଅଃଦିକାରି ଅୟି ଆଚାସ୍ ଆର୍ ଅଃବେ ତୁମିମଃନ୍ ଇସ୍ୱରାର୍ ନିକ ଦଃଙ୍ଗ୍ଳା ଅୟି, ବିଦିର୍ ଗିନେ ତୁମିମଃନ୍ ମଃରି ଆଚାସ୍ । 5 କାୟିତାକ୍ବଃଲେକ୍ ଜଃଡେବଃଳ୍ ଅଃମିମଃନ୍ ଗଃଗାଳାର୍ ତଃଳେ ରିଲୁ ସଃଡେବଃଳ୍ ବିଦି ତଃୟ୍ ହାହ୍ ଇଚା ସଃବୁ ଅଃମିମଃନାର୍ ସଃର୍ନେ ଗଃଗାଳ୍ ବିତ୍ରେ ମଃର୍ନାର୍ ଗିନେ ହଃଳ୍ ଉବ୍ଜାଉଁକ୍ କାମ୍ କଃର୍ତି ରିଲୁ । 6 ଅଃବେ ବିଦିଏ ହୁଣି ମୁକ୍ତି ହାୟ୍ଁ ଆଚୁ, ବଃଲେକ୍ ଜୁୟ୍ରି ଦିନେକ୍ ଅଃମିକ୍ ବାନ୍ଦି କଃରି ରଃକିରିଲି, ସେ ତଃୟ୍ହୁଣି ଅଃମି ଅଃବେ ମଃରି ଆଚୁ । ଅଃମି ହୁର୍ବାର୍ ହର୍ ଲେକାର୍ ବିଦିର୍ ସେବା ନଃକେରୁ, ପବିତ୍ର ଆତ୍ମା ଦଃକାୟ୍ଲା ବାଟେ ଅଃବେ ଅଃମି ଜଃଉଁଲୁ ।
Publicidade
Publicidade