28 ଇରି ଅଃମିମଃନ୍ ଜାଣୁ ଜେ, ଜୁୟି ଲକ୍ମଃନ୍ ଇସ୍ୱର୍କେ ଲାଡ୍ କଃର୍ତି, ଜୁୟି ଲକ୍ମଃନ୍ ତାର୍ ଇଚା ହଃର୍କାରେ କୁଦାଜାୟ୍ ଆଚ୍ତି, ଇସ୍ୱର୍ ଜେ ସେ ସଃବୁ କଃତାୟ୍ ସେମଃନାର୍ ନିକ କଃରେଦ୍ । 29 କାୟିତାକ୍ବଃଲେକ୍ ଜୁୟି ଲକ୍ମଃନ୍କେ ସେ ହୁର୍ବେ ହୁଣି ଜାଣି ରିଲା ସେମଃନ୍କେ ତାର୍ ହୟ୍ସିର୍ ମୁର୍ତି ହର୍ ଅଃଉଁକେ, ସେ ହୁର୍ବେ ହୁଣି ହେଁ ବାଚି ରିଲା, ଜଃନ୍କଃରି ସେ ଗାଦେକ୍ ବାୟ୍ବେଣିମଃନାର୍ ବିତ୍ରେ ସଃବ୍କେ ବଃଡ୍ ବାୟ୍ ଅୟ୍ଦ୍ ।