10 କାୟିତାକ୍ବଃଲେକ୍ ଜୁୟ୍ଲକ୍ ସଃବୁ ବିଦି ମାନେଦ୍, ମଃତର୍ ଗଟେକ୍ ବିଦି ତଃୟ୍ଁ ଜଟ୍ୟାୟ୍ ଅୟ୍ଦ୍ ତଃବେ ସେ ସଃବୁ ବିଦି ନଃମାନ୍ତା ଦସେ ଡଃଣ୍ଡ୍ ହାୟ୍ଦ୍ । 11 ବଃଲେକ୍ ଜୁୟି ଇସ୍ୱର୍ ଦାରିକାମ୍ କଃରା ନାୟ୍ ବଃଲି କୟ୍ରିଲା, ସେ ହେଁ ନଃର୍ ଅଃତ୍ୟା କଃରାନାୟ୍ ବଃଲି କୟ୍ରିଲା, ତଃବେ ତୁମି ଜଦି ଦାରିକାମ୍ ନଃକେରି ନଃର୍ ଅଃତ୍ୟା, କଃରାସ୍ ତଃବେ ତୁମି ବିଦି ନଃମାନ୍ତା ଲକ୍ ଅୟି ଆଚାସ୍ । 12 ଜୁୟି ମୁକ୍ତି ସାଦୁନ୍ କାରି ମସାର୍ ବିଦି ଦଃୟି ଜେ ତୁମିମଃନ୍ ବିଚାର୍ କଃରାୟ୍ ଅଃଉଆସ୍, ଇରି ଜାଣି ସେବାନ୍ୟା କଃତା କଃଉଆ ଆର୍ କାମ୍ କଃରା ।
Publicidade
Publicidade