9 ଇ ଜିବ୍ ସଃଙ୍ଗ୍ ଅଃମିମଃନ୍ ମାପୁର୍ ଆର୍ ଉବାକ୍ ଦନ୍ୟବାଦ୍ କଃରୁଲୁ, ଆରେକ୍ ଇ ଜିବ୍ ସଃଙ୍ଗ୍ ଇସ୍ୱରାର୍ ହର୍ ତିଆର୍ ଅୟ୍ଲା ମାନାୟ୍କେ ସାୟ୍ପ୍ ଦେଉଁଲୁ । 10 ଗଟେକ୍ ଟଣ୍ଡେ ହୁଣି ଦନ୍ୟବାଦ୍ ଆର୍ ସାୟ୍ପ୍ ବାରାଉଁଲି । ଏ ମର୍ ବାୟ୍ବେଣିମଃନ୍ ଇବାନ୍ୟା ଅଃଉତାର୍ ନିକ ନୟ୍ । 11 ଚିଉଆ କାୟି ଗଟେକ୍ ବାଟ୍ ଦଃୟି ମଃଦୁର୍ ଆର୍ ହିତା ଦୁୟ୍ ରଃକମାର୍ ହାଣି ବାର କଃରେଦ୍ ? 12 ଏ ମର୍ ବାୟ୍ବେଣିମଃନ୍, ଡୁମ୍ବୁର୍ ଗଃଚେ କାୟି ଜିତ୍ ହଃଳ୍ ହଃଳେଦ୍ ଆର୍ ଅଙ୍ଗୁର୍ ମାଳେ କାୟି ଡୁମ୍ବୁର୍ ହଃଳ୍ ହଃଳୁ ହାରେଦ୍ ? କଃରିଆ ହାଣି ବାରାଉତା ଚିଉଆ ତଃୟ୍ ହେଁ ମଃଦୁର୍ ହାଣି ନଃବାରେ ।
Publicidade