2 ବଲେକ୍ ତୁମିମଃନ୍ ଜାୟ୍ରି ହାଉଁକେ ଇଚା କଃରି ରିଆସ୍, ମଃତର୍ ସେରି ହାଉଁ ନଃହାର୍ଲେକ୍; ତୁମିମଃନ୍ ଅଃତ୍ୟା କଃରୁକେ ତିଆର୍ ଅଃଉଁଲାସ୍, ଜାୟ୍ରି ହାଉଁକେ ତୁମାର୍ ଜଃବର୍ ଇଚା ଅୟ୍ଦ୍, ସେରି ନଃହାୟ୍ଲେକ୍ ତୁମିମଃନ୍ ଲାଗାଜଳା ଆର୍ ଜୁଜ୍ କଃରାସ୍ । ତୁମିମଃନ୍ ଇଚା କଃଲା ବିସୟ୍ ନଃହାଉଆସ୍, କାୟିତାକ୍ବଃଲେକ୍ ତୁମିମଃନ୍ ଇସ୍ୱର୍କେ ମାଗି ନଃରିଆସ୍ ।
Publicidade
Publicidade