12 ମୁଳ୍କଃରି, ଏ ବାୟ୍ବେଣିମଃନ୍, ହଃର୍ମାଣ୍ କଃରା ନାୟ୍, ସଃର୍ଗାର୍ ହଃର୍ମାଣ୍ ଅଃଉଅ କି ହୁର୍ତିବିର୍ ହଃର୍ମାଣ୍ ଅଃଉଅ କି ବିନ୍ କୁୟି ହଃର୍ମାଣ୍ ଅଃଉଅ; ମଃତର୍ ତୁମାର୍ ହେଁ କଃତା ହେଁ ଅଃଉଅ, ନାୟ୍ କଃତା ନାୟ୍ ଅଃଉଅ, ତଃନ୍ଅୟ୍ଲେକ୍ ତୁମିମଃନ୍ ଇସ୍ୱରାର୍ ବିଚାର୍ ବିନ୍ ଡଃଣ୍ଡ୍ ନଃହାଉଆସ୍ ।
Publicidade
Publicidade