4 ନିଜେତ୍ ପରିବାର୍ତିଙ୍କ୍ ଅଣ୍ଡ୍ ସାୟେ ଚାଲେମ୍ ମାଡ଼େ ପାର୍ଦାନ୍ ମିନ୍ଦେ ନୁ ଅଙ୍କ୍ ସମ୍ମାନ୍ ଇସ୍ ଅନ୍ ବାଦ୍ୟ ଆଦାନ୍ ସେଙ୍ଗେ ତାନ୍ ପିଲାକି ଶିକିତ୍ ଆସ୍ମାନ୍ଦାନ୍ ମିନ୍ଦେ । 5 ବେନ୍ ନାରୁନ୍ ନିଜେତ୍ ପରିବାର୍ତିଙ୍କ୍ ଚାଲେମ୍ ମାଡ଼ାଙ୍କ୍ ପାର୍ୱଣ୍ଡ୍, ଅଣ୍ଡ୍ ଇଶ୍ୱର୍ତେ ଉପାସକ ମଣ୍ଡଲିତେ ଯତନ୍ ଆଦ୍ତନ୍ ବେଲା ?