16 ୧୦:୧୬ ମାତିଉ ୨୬:୨୬-୨୮; ମାର୍କ ୧୪:୨୨-୨୪; ଲୁକ୍ ୨୨:୧୯,୨୦ଜେଡେବେଲେ ଆମେ ମାପ୍ରୁର୍ କାଦିର୍ପାଇ ରୁଣ୍ଡ୍ବୁ, ଜନ୍ ମୁତାଇଅନି ଆମେ କାଇବୁ, ସେ ମୁତାର୍ପାଇ ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି । ସେ ମୁତାଇଅନି କାଇଲାବେଲେ ଆମେ କିରିସ୍ଟର୍ ବନିତେଇ ମିସ୍ଲୁନି । ଜନ୍ ରୁଟିଆମେ ବାଙ୍ଗାଇବୁ, ସେଟା କାଇଲାବେଲେ କିରିସ୍ଟର୍ ଗାଗ୍ଡେ ମିସ୍ଲୁନି ।
Publicidade