8 ସୁକଲ୍ ଆତ୍ମା କାକେ କାକେ ବୁଦିର୍ ବାକିଅ କଇବାକେ ଦେଇସି, ଆରି କାକେ କାକେ ଗିଆନର୍ ବାକିଅ ଦେଇସି । 9 ସେ ଗଟେକ୍ ସୁକଲ୍ ଆତ୍ମାସେ କାକେ କାକେ ବିସ୍ବାସ୍ ଦେଇସି ଆରି କାକେ କାକେ ନିକ ଅଇବା ବପୁର୍ ଦାନ୍ ଦେଇସି । 10 କାକେ କାକେ କାବାଅଇଜିବା କାମ୍ କରିପାର୍ବା ବପୁ, କାକେ କାକେ ପର୍ମେସର୍ ଜାନାଇଲା କାତା କଇବା ବପୁ, କେତେ ଲକ୍କେ ଆତ୍ମା ଦେଇରଇବା ଦାନ୍ ଚିନ୍ବା ବପୁ, ଆରି କେତେକ୍ ଲକ୍କେ ସେ ନାଜାନି ରଇବା ବିନ୍ ବିନ୍ ବାସାଇ କାତା କଇବା ବପୁ, ଆରି କେତେକ୍ ଲକ୍କେ ସେ ବାସାର୍ ଅରତ୍ ବୁଜାଇବା ବପୁ ଦେଇରଇସି ।
Publicidade
୧ମ କରନ୍ତିୟ 12
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.