କିରିସ୍ଟ ଆରିତରେକ୍ ଉଟ୍ଲାଟା
1 ଏ ବାଇବଇନିମନ୍, ମୁଇ ତମର୍ ଲଗେ ଜନ୍ ସୁବ୍କବର୍ ଜାନାଇରଇଲି ସେଟା ତମ୍କେ ଏତାଇଦେବି ବଲି ମନ୍ କଲିନି । ସେଟା ତମେ ମାନି ରଇଲାସ୍ ଆରି ତେଇସେ ତମର୍ ବିସ୍ବାସ୍ ଡାଁଟ୍ ଆଚେ । 2 ଜଦି ଏ ସୁସମାଚାର୍ ତମେ ଡାଟ୍ ସଙ୍ଗ୍ ଦାରିରଇସା, ତେବେ ଉଦାର୍ ପାଇସା, ନଇଲେ ତମେ ବେକାର୍ ବିସ୍ବାସି ଅଇ ଆଚାସ୍ ।