ବିବା ନ ଅଇରଇବା ଆରି ରାଣ୍ଡି ମାଇଜିମନର୍ ବିସଇରେ ପର୍ସନ୍
25 ଏବେ ମୁଇ ବିବା ନ ଅଇଲା ଦାଙ୍ଗ୍ଡାଦାଙ୍ଗ୍ଡି ବିସଇନେଇ ଲେକ୍ବି । ସେ ବିସଇନେଇ ମାପ୍ରୁର୍ ଲଗେଅନି କାଇ ଆଦେସ୍ ପାଇନାଇ । ମାତର୍ ପର୍ମେସର୍ ମକେ ଦୟା କରି ଗଟେକ୍ ସତ୍ଦରମ୍ ଲକ୍ ଇସାବେ ନିଜର୍ ମନର୍ କାତା କଇଲିନି ।

+581 estão orando agora.
Junte-se à corrente de oração.