2 ୩:୨ ତିତସ୍ ୧:୬-୯ତେବର୍ପାଇ ଜେନ୍ତିକି ତାର୍ ଜିବନେ ବିନ୍ ଲକ୍ମନର୍ କାଇ ନିନ୍ଦା ନ ରଇବାର୍ । ସେ ଗଟେକ୍ ମାଇଜି ସଙ୍ଗଇରଇବାର୍ ଆଚେ । ନିଜେ ଜାଗ୍ରତ୍ ରଇକରି, ନିଜର୍ ଜିବନେ ସୁସ୍ତା ରଇକରି, ସବୁଲକର୍ ସନ୍ମାନ୍ ପାଇକରି, ଆଇଲା ଲକ୍ମନ୍କେ ଡାକିନେବା ପାରା ଲକ୍ ଅଇକରି, ଲକ୍ମନ୍କେ ବୁଦିର୍ କାତା ସିକାଇବା ଲକ୍ ଅଇ,
12 ସେବାକରୁ ଗଟେକ୍ ମାଇଜି ସଙ୍ଗଇ, ତାର୍ ପିଲାଟକିମନ୍କେ, ତାର୍ କୁଟୁମର୍ ବିନ୍ ଲକ୍ମନ୍କେ, ଆରି ଗତିଦାଙ୍ଗ୍ଡାମନ୍କେ ନିକସଙ୍ଗ୍ ଜତନ୍ କର୍ବାର୍ ଆଚେ ।