ମାପ୍ରୁ ଆରିତରେକ୍ ଆଇଲାନି ତିଆର୍ ଅଇରୁଆ
1 ଏ ବାଇମନ୍, ମାପ୍ରୁ ଜିସୁର୍ ଦିନ୍ କେବେ ଆରି କେଡେବେଲେ ଗଟ୍ସି, ସେ ବିସଇ ତମ୍କେ ଆରି ଅଦିକ୍ ଲେକ୍ବାକେ ଲଡା ନାଇ, 2 ୫:୨ ମାତିଉ ୨୪:୪୩; ଲୁକ୍ ୧୨:୩୯; ୨ ୟ ପିତର୍ ୩:୧୦କାଇକେବଇଲେ ମାପ୍ରୁର୍ ଦିନ୍ ଗଟେକ୍ ଚର୍ ରାତିଆ ଗରେ ଆସି ପୁର୍ଲାପାରା କେଟ୍ସି । 3 ଜେଡେବେଲେ ଲକ୍ମନ୍ ସାନ୍ତିସଙ୍ଗ୍ ରଇକରି ଆମ୍କେ ଆରି କାଇ ବିପଦ୍ ନ ଆସେ ବଲି ବାବ୍ତେରଇବାଇ, ସେଡ୍କିବେଲେ ଅଟାତ୍ ଗାଗ୍ଡେଅଇ ରଇଲା ମାଇଜିକେ ପିଲା ଜନମ୍ ଅଇବାବେଲର୍ ଦୁକାସୁକାପାରା ବିନାସର୍ ବେଲା ଆସି କେଟ୍ସି । ଆରି ସେମନ୍ କାଇଟା କଲେମିସା ତେଇଅନି ବଁଚି ନାପାରତ୍ ।