2 ସେ ପସୁ ଚିତାବାଗ୍ ପାରା ରଇଲା । ତାର୍ପାଦ୍ ବାଲୁର୍ ପାଦ୍ପାରା, ତାର୍ ଟଣ୍ଡ୍ ସିଅଁର୍ ଟଣ୍ଡ୍ ପାରା ରଇଲା । ଆରି ସେ ଅସୁର୍ସାଁପ୍, ସେ ପସୁକେ ନିଜର୍ ବପୁ, ସିଆଁସନ୍ ଆରି ତାର୍ ବଡ୍ ଅଦିକାର୍ ଦେଲା ।
6 ସେ ପସୁ ପର୍ମେସରର୍ ନାଉଁକେ, ସେ ରଇବା ଜାଗାକେ ଆରି ସର୍ଗେ ରଇବା ସବୁକେ ସାଇପ୍ ଦେବାର୍ଦାର୍ଲା । 7 ପର୍ମେସର୍ ଲକ୍ମନର୍ ସଙ୍ଗ୍ ଜୁଇଦ୍ କରି ସେମନ୍କେ ଆରାଇବାକେ ତାକେ ଅଦିକାର୍ ଦିଆଅଇଲା । ସବୁ ବଁସର୍ ଉପ୍ରେ, ରାଇଜର୍ ଉପ୍ରେ, ବାସା ଉପ୍ରେ ଆରି ଜାତିର୍ ପାଇ ତାକେ ଅଦିକାର୍ ଦିଆଅଇଲା ।