12 ସେ ନଅରେ ଗଟେକ୍ ବେସି ଉଁଚର୍ କତି ରଇଲା । ତେଇ ବାର୍ଟା ଗେଟ୍ ରଇଲା ଆରି ବାର୍ଟା ଦୁତ୍ମନ୍ ସେ ଗେଟ୍ମନର୍ ଦେକାରକା କର୍ତେରଇଲାଇ । ଇସ୍ରାଏଲ୍ ଲକ୍ମନର୍ ବାର୍ଟା ବଁସର୍ ନାଉଁମନ୍ ସେ ଗେଟେ ଲେକାଅଇରଇଲା । 13 ସବୁ ଦିଗେ ତିନ୍ଟାଲାକା କାପାଟ୍ ରଇଲା, ଉତର୍ ଦିଗେ ତିନ୍ଟା କାପାଟ୍ ଦକିନ୍ଦିଗେ ତିନ୍ଟା କାପାଟ୍ ଆରି ପଚିମ୍ଦିଗେ ତିନ୍ଟା କାପାଟ୍ ରଇଲା । 14 ବାର୍ଟା ମୁଲ୍ ପାକ୍ନାଇ ସେ ନଗରର୍ କତି ଉଟାଇରଇଲାଇ । ଆରି ସେ ପାକ୍ନା ଉପ୍ରେ ମେଣ୍ଡାପିଲାର୍ ବାର୍ଟା ପେରିତ୍ ମନର୍ ନାଉଁ ଲେକା ଅଇରଇଲା ।
Publicidade
ପର୍କାସିତ 21
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.