5 ତାର୍ପଚେ ସେ ମେଣ୍ଡାପିଲା ତିନ୍ ଲମର୍ ସିଲ୍ ବାଙ୍ଗାଇଲା । ତିନ୍ ଲମର୍ ଜିବନ୍ ରଇବା ପସୁ ମକେ କଇଲା "ଆଉ ।" ମୁଇ ଦେକ୍ଲି ଆରି ଏଦେ ଦେକା ! ଆରି ଗଟେକ୍ କାଲିଆ ଗଡା ଡିସ୍ଲା । ସେ ଗଡା ଚାଲାଉର୍ ଆତେ ଗଟେକ୍ ତୁଲ୍ବା କେଜି ରଇଲା । 6 ଚାରିଟା ଜିବନ୍ ରଇବା ପସୁମନ୍ କଇତେରଇଲାଇ "ଦିନେକର୍ ବୁତିକେ ମାନେକ୍ ମୁଣ୍ଡିଆ ଆରି ଦିନେକର୍ ବୁତିକେ ତିନ୍ ମାନ୍ ଦାନ୍ । ମାତର୍ ଅଙ୍ଗୁର୍ ବାଡ୍ ଆରି ଜିତ୍ ଗଚ୍ ନସାଇବାର୍ନାଇ ।"
Publicidade
ପର୍କାସିତ 6
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.