13 ୧:୧୩ ମାତିଉ ୧୦:୨-୪; ମାର୍କ ୩:୧୬-୧୯; ଲୁକ୍ ୬:୧୪-୧୬ଜିରୁସାଲେମ୍ ନଅରେ ଜାଇକରି ସେମନ୍ ରଇବା ବାକ୍ରାଇ ପୁର୍ଲାଇ । ପିତର୍, ଜଅନ୍, ଜାକୁବ୍ ଆରି ତାର୍ ବାଇ ଆନ୍ଦ୍ରିୟ, ପିଲିପ୍, ତମା, ବାର୍ତଲମି, ମାତିଉ, ଆଲ୍ପିର୍ ପିଲା ଜାକୁବ୍, ଦେସ୍ ଆଲାଦ୍କର୍ବା ସିମନ୍ ଆରି ଜାକୁବର୍ ପିଲା ଜିଉଦା, ଏମନ୍ ରଇଲା ତେଇର୍ ପେରିତ୍ ସିସ୍ମନ୍ ।