ପାଉଲ୍ ଆରି ବର୍ନବା ବିନେ ଅଇଲାଇ
36 କେତେ ଦିନ୍ ପଚେ ପାଉଲ୍ ବର୍ନବାକେ କଇଲା, "ଜୁ, ଆମେ ବାଉଡି ଜୁ, ସବୁ ଗଡ୍ମନ୍କେ, ଆମର୍ ଜନ୍ ବାଇମନ୍କେ ମାପ୍ରୁର୍ ବାକିଅ ଜାନାଇ ରଇଲୁ, ସେମନ୍କେ ବେଟ୍ ଅଉଁ ଆରି ସେମନ୍ ବିସ୍ବାସେ କେନ୍ତି ଆଚତ୍ ବୁଜି ଦେକୁ ।" 41 ପାଉଲ୍ ଆରି ସିଲା, ସିରିଆ ଆରି ସିଲିସିଆଇ ବୁଲି ବୁଲି କରି ତେଇର୍ ମଣ୍ଡଲିମନ୍କେ ଡାଟ୍ କରାଇଲାଇ ।