3 ୨୨:୩ ପେରିତ୍ ୫:୩୪-୩୯ "ମୁଇ ଗଟେକ୍ ଜିଉଦି ଲକ୍, ସିଲିସିଆର୍ ତାର୍ସିସେ ମର୍ ଜନମ୍, ମାତର୍ ମୁଇ ଜିରୁସାଲାମେ କାଇପିଇ ବଡ୍ ଅଇରଇଲି ଆରି ଗମଲିଏଲର୍ ସିସ୍ ରଇଲି । ଆମର୍ ଆନିଦାଦିମନର୍ ରିତିନିତି, ମୁଇ ଟିକ୍ ଇସାବେ ସିକିରଇଲି ଆରି ତମର୍ ପାରା ପର୍ମେସର୍କେ ମାନିକରି ଜିଇତେରଇଲି ।