1 କିରିସ୍ଟର୍ ସଙ୍ଗ୍ ମରିରଇଲାର୍ ପାଇ ଆରି ତାର୍ ସଙ୍ଗ୍ ନୁଆଜିବନ୍ ପାଇ ପର୍ମେସର୍ ତମ୍କେ ଉଟାଇଲାର୍ପାଇ ସର୍ଗେ ରଇବା ବିସଇ ଦେକ୍ତେରୁଆ । ତେଇ କିରିସ୍ଟ ପର୍ମେସରର୍ ଉଜାବାଟେ ବସିଆଚେ । 2 ଏ ଜଗତର୍ ବିସଇ ନ ବାବିକରି ସରଗର୍ ବିସଇ ଚିନ୍ତାକରା ।
Publicidade