23 ତମେ ଜାଇଟା କଲେମିସା ପୁରାପୁରୁନ୍ ମନ୍, ଦିଆନ୍, ଜିବନ୍, ପରାନ୍ ଦେଇ ମାପ୍ରୁର୍ପାଇ କଲା ଇସାବେ କରା । ଲକ୍ମନର୍ ପାଇ କାମ୍ କଲାପାରା କରାନାଇ । 24 କାଇକେବଇଲେ ମାପ୍ରୁ ତମ୍କେ ପୁରୁସ୍କାର୍ ଦେଇସି ଆରି ତାର୍ ଲକ୍ମନ୍କେ ସେ ଦେବି ବଲି କାତା ଦେଇରଇବା ସବୁ ଆସିର୍ବାଦ୍ ତମେ ପାଇସା ବଲି ଜାନିଆଚାସ୍ । ତମେ ସେବା କର୍ବା ସାଉକାର୍ କିରିସ୍ଟ, ବଲି ଏତାଇରୁଆ ।
Publicidade
Publicidade