13 ତମେ ମିସା ଜେଡେବେଲେ ମୁକ୍ତି ପାଇବା,ଏ ସୁବ୍ କବରର୍ ସତ୍ କାତା ସୁନ୍ଲାସ୍, ସେ ବେଲେଅନି ପର୍ମେସରର୍ ଲକ୍ ଅଇଆଚାସ୍ । ତମେ କିରିସ୍ଟକେ ବିସ୍ବାସ୍ କଲାକେ, ପର୍ମେସର୍ ସେ ଦେଇରଇବା କାତା ଇସାବେ ସୁକଲ୍ ଆତ୍ମା ଦାନ୍ କରିଆଚେ । ଆରି ସେ ତମ୍କେ ଚିନ୍ କଲାଆଚେ । 14 ପର୍ମେସର୍ ତାର୍ ଲକ୍ମନ୍କେ ଜେତ୍କି ବିସଇ ଦାନ୍ କର୍ବାକେ କାତା ଦେଲାଆଚେ, ସେ ସବୁଜାକ ଆମେ ମିଲାଇପାରୁ । ସୁକଲ୍ଆତ୍ମା ଆମର୍ବାଟେ ଟିଆଅଇସି । ପର୍ମେସର୍ ତାର୍ ଲକ୍ମନ୍କେ ପୁରାପୁରୁନ୍ ନିଜେ ମନ୍କରି ମୁକ୍ତି ଦେଇସି । ଏଟା ସତ୍ ବଲିକରି, ଆସା ପର୍ମେସର୍କେ ମଇମା କରୁ !
Publicidade
Publicidade