ଜିସୁ ପିଲିପ୍ ଆରି ନିତନିଏଲ୍କେ ଡାକ୍ବାଟା
43 ତାର୍ ଆରକର୍ ଦିନେ ଜିସୁ ଗାଲିଲି ଦେସେ ଜିବାକେ ମନ୍ କଲା । ଆରି ସେ ଜିବା ବେଲେ ପିଲିପ୍କେ ବେଟ୍ପାଇ ତାକେ କଇଲା, "ମର୍ ସଙ୍ଗ୍ ଆଉ ।"