30 ଜିସୁ ସେ ଲକ୍ମନ୍କେ କଇଲା, "ଏ ସବଦ୍ ମର୍ ପାଇ ଅଏନାଇ, ମାତର୍ ତମର୍ ପାଇସେ ଅଇଲା । 31 ଏବେ ଏ ଦୁନିଆର୍ ବିଚାର୍ କର୍ବା ଦିନ୍ କେଟ୍ଲା ଆଚେ, ଏ ଦୁନିଆର୍ ସାସନ୍ କରୁକେ ମୁଇ ବାଇରେ ପିଙ୍ଗିଦେବି । 32 ଆରି ମକେ କୁର୍ସେ ଟେକ୍ଲେ, ସବୁ ଲକ୍ମନ୍କେ ମର୍ବାଟେ ଜିକ୍ବି " ବଲି କଇଲା ।
Publicidade
Publicidade