26 ଜିସୁ ବେସି ଆଲାଦ୍ କର୍ବା ଗଟେକ୍ ସିସ୍ ତାର୍ ମାଆର୍ ଲଗେ ଟିଆ ଅଇରଇଲାଟା ଦେକି ଜିସୁ ତାର୍ ମାକେ କଇଲା, "ଏଦେ ଦେକା ! ତର୍ ପଅ !"
27 ତାର୍ ପଚେ ସେ ସିସ୍କେ କଇଲା "ଏଦେ ଦେକା ! ତର୍ ଆୟା !" ସେଦିନେ ଅନି ସେ ସିସ୍ ଜିସୁର୍ ମାକେ ନିଜର୍ ଗରେ ଡାକିନେଲା ।