3 ସେଡ୍କି ବେଲେ ପିତର୍ ଆରି ସେ ସିସ୍, ଜିସୁକେ ସଙ୍ଗଇଲା ଜାଗାଇ ଜିବାକେ ବାରଇଲାଇ । 4 ସେମନ୍ ଦୁଇ ଲକ୍ ମିସ୍ତେ ପାଲାଇତେ ରଇଲାଇ । ଆରି ସେ ବିନ୍ ସିସ୍ ପିତର୍କେ ପଚେ କରି ଆଗ୍ତୁ ସଙ୍ଗଇ ରଇଲା ଜାଗାଇ କେଟ୍ଲା ।