40 ପର୍ମେସରର୍ ପିଲା ମୁଇ କେ କେ ମକେ ଦେକ୍ବାଇ ଆରି ବିସ୍ବାସ୍ କର୍ବାଇ, ସେମନ୍ ନ ସାର୍ବା ଜିବନ୍ ପାଇବାର୍ ଆଚେ ବଲି ପର୍ମେସର୍ ମନ୍ କଲାନି । ଆରି ମୁଇ ସେମନ୍କେ ସାରାସାରି ଦିନେ ମଲାଟାନେଅନି ଜିବନ୍ ଅଇକରି ଉଟାଇ ଦେବାର୍ ଆଚେ ବଲି ମିସା ପର୍ମେସର୍ ମନ୍ କଲାନି" ବଲି କଇଲା ।