ଗଚ୍ ଆରି ତାର୍ ପଲ୍
43 "ନିକ ଗଚେ କାରାପ୍ ପଲ୍ ନ ପଲେ, କାରାପ୍ ଗଚେ ନିକ ପଲ୍ ନ ପଲେ । 44 ୬:୪୪ ମାତିଉ ୧୨:୩୩କାଇକେବଇଲେ ଗଚ୍ମନ୍କେ ତାର୍ ପଲର୍ଲାଗି ଜାନିଅଇସି । କାଟା ଗଚେଅନି ଲକ୍ମନ୍ ଡୁମ୍ରି ପଲ୍ ନ ତଲତ୍, କି କାଟା ବୁଟାଇଅନି ଅଙ୍ଗୁର୍ ପଲ୍ ନ ତଲତ୍ । 45 ୬:୪୫ ମାତିଉ ୧୨:୩୪ନିକ ଲକ୍ ନିଜର୍ ମନ୍ ବିତ୍ରର୍ ଗରବ୍ବିତ୍ରେ ଅନି ନିକଟା ବାର୍କରାଇସି । ଆରି କାରାପ୍ ଲକ୍ମନ୍ ନିଜର୍ ମନ୍ ବିତ୍ରର୍ ଗରବ୍ଟାନେ ଅନି କାରାପ୍ଟା ବାର୍କରାଇବାଇ । କାଇକେବଇଲେ, ମନ୍ବିତ୍ରେ ଚିନ୍ତା କର୍ବାଟା, ଟଣ୍ଡ୍ କାତା କଇସି ।"