ସର୍ସୁ ମୁଞ୍ଜିର୍ କାତାନି
30 ସେ ଆରି ତରେକ୍ କଇଲା, "ଆମେ ପର୍ମେସରର୍ ରାଇଜ୍ କାଇଟା ସଙ୍ଗ୍ ସମାନ୍ କରୁ ? ନଇଲେ କାଇ ଉଦାଅରନ୍ ସଙ୍ଗ୍ ବୁଜାଇଦେଉଁ ? 32 ମାତର୍ ବୁନ୍ଲେ, ସେଟା ବଡିକରି ସବୁ ସାଗର୍ ଟାନେଅନି ବଡ୍ ଅଇସି, ଆରି ତାର୍ କେନ୍ଦି ଏନ୍ତି ବଡ୍ ବଡ୍ ଅଇଜାଇସି ଜେ, ସରଗର୍ ଚଡଇମନ୍ ତାର୍ କେନ୍ଦାଇ ବାସା ଅଇବାଇ ।"