ତପିଅଇଲା ଦନର୍ ଉଦାଅରଣ୍
44 "ଦିନେକ୍ ଗଟେକ୍ ଲକ୍ ଜମିଟାନେ କୁନି ନେଉନେଉ ତପିଅଇରଇଲା ଦନ୍ ମିଲାଇଲା । ସେଟା ସେ ଗୁଡାଇପାକାଇଲା ଆରି ସାର୍ଦା ସଙ୍ଗ୍ ନିଜର୍ ସବୁ ଦନ୍ ବିକି ଦେଇ, ସେ ଜମି ଗେନ୍ଲା । ସରଗ୍ ରାଇଜ୍ ମିସା ଏନ୍ତାରି ତପିଅଇରଇବା ଦନ୍ ପାରା ।"
ମୁକ୍ତାର୍ ଉଦାଅରଣ୍
45 ଆରି ସରଗ୍ ରାଇଜ୍ ଏନ୍ତାରି, ଗଟେକ୍ ସୁନାରି ବେସି ମୁଲିଅର୍ ମୁକ୍ତା କଜି କଜି ରଇଲା । 46 ଗଟେକ୍ ବେସି ମୁଲିଅର୍ ମୁକ୍ତା ରଇଲାଟା ସୁନି, ସେ ତାର୍ ସବୁ ଦନ୍ ସଁପତି ବିକି ସେଟା ଗେନ୍ଲା । ସରଗ୍ ରାଇଜ୍ ମିସା ସେ ମୁକ୍ତା ପାରା ।