26 ମାତର୍ ତମେ ସେନ୍ତାର୍ ଉଆନାଇ । ତମର୍ ବିତ୍ରେ ଗଟେକ୍ ଲକ୍ ବଡ୍ ଅଇବାକେ ମନ୍ କଲାନି ବଇଲେ, ସେ ସବୁଲକର୍ ସେବା କର୍ବାର୍ ଆଚେ । 27 ତମର୍ ବିତ୍ରେ ଜେ ମୁକିଅ ଅଇବାକେ ମନ୍ କଲାସ୍ନି, ସେ ବିନ୍ ଲକର୍ ଗତିଦାଙ୍ଗ୍ଡା ପାରା ଅଇ ସେମନର୍ ସେବା କର ।
Publicidade