6 ୧୨:୬ ୧ମ କରନ୍ତିୟ ୧୨:୪-୧୧ସେଟାର୍ ପାଇ ପରମେସର୍ ଆମ୍କେ ଜିବନ୍ ଦୁକାଇ ଜେତ୍କି ବିନ୍ ବିନ୍ ବପୁର୍ ଦାନ୍ ଦେଲା ଆଚେ, ସେ ସବୁ ବପୁ ଆମର୍ କାମେ ଲାଗାଇବାର୍ ଆଚେ । ଜଦି ଆମ୍କେ ପର୍ମେସରର୍ ବାକିଅ ଜାନାଇବା ବପୁ ଦେଲାଆଚେ, ସେନ୍ତାର୍ଆଲେ ଆମେ ପାଇରଇବା ବିସ୍ବାସ୍ ଇସାବେ ସେଟା କର୍ବାର୍ ଆଚେ ।