3 ୧୬:୩ ପେରିତ୍ ୧୮:୨ କିରିସ୍ଟର୍ ମର୍ ସଙ୍ଗ୍ କାମ୍କରୁମନ୍ ପିରିସ୍କିଲା ଆରି ଆକିଲାକେ ମର୍ ଜୁଆର୍ ଜାନାଆ । 4 ସେମନ୍ ମକେ ସାଇଜ କଲାର୍ପାଇ ନିଜର୍ ଜିବନ୍ ବିପଦେ ପାକାଇ ଆଚତ୍ । ଏଟାର୍ପାଇ ମୁଇ ସେମନ୍କେ ବେସି ଜୁଆର୍ କଲିନି । ଅବ୍କା ମୁଇସେ ନାଇ, ଇତି ରଇବା ସବୁ ଜିଉଦି ନଇଲା ମଣ୍ଡଲିମନ୍ ମିସା ସେମନ୍କେ ଜୁଆର୍ ଜାନାଇଲାଇନି ।
Publicidade