Agradecimento a Deus
Agradecer a Deus é louvor, adoração e reconhecimento da sua soberania. Dai graças ao Senhor porque Ele é bom — a sua misericórdia dura para sempre!
କୁୟି ବିସୟେ ହେଁ ଚିତା କଃରା ନାୟ୍, ମଃତର୍ ସଃବୁ ବିସୟେ ପାର୍ତ୍ନା ଆର୍ ଗଃଉଆରି କଃରି ଦନ୍ୟବାଦ୍ କଃରି ତୁମିମଃନାର୍ ଗଃଉଆରି ଇସ୍ୱର୍କେ ଜାଣାଉଆ ।
ମୁୟ୍ ତୁମିମଃନ୍କେ ଜଃତି ତର୍ ଏତାୟ୍ନ୍ଦ୍, ସଃତି ତର୍ ମର୍ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲେ ।
ଆର୍ କଃତାୟ୍ କି କାମେ ତୁମିମଃନ୍ ଜାଇରି କଃରା, ସେରିମଃନ୍ ମାପୁର୍ ଜିସୁର୍ ନାଉଁଏ କଃରି, ତାର୍ ତଃୟ୍ଁ ଉବା ଇସ୍ୱର୍କେ ଦନ୍ୟବାଦ୍ ଦିଆସ୍ ।
ଅଃମିମଃନ୍ ପାର୍ତ୍ନା କଃର୍ତା ବଃଳ୍ ତୁମିମଃନାର୍ ନାଉ ଦଃରି ତୁମାର୍ ସଃବୁଲକାର୍ ଗିନେ ସଃବୁବଃଳ୍ ଇସ୍ୱର୍କେ ଦନ୍ୟବାଦ୍ କଃରୁଲୁ । ଅଃମିମଃନାର୍ ଇସ୍ୱର୍ ଆର୍ ଉବାର୍ ଚଃମେ ଅଃମିମଃନ୍ ତୁମିମଃନାର୍ ବିସ୍ୱାସାର୍ କାମ୍, ଲାଡାର୍ କଃବାଳ୍ ଆର୍ ଅଃମାର୍ ମାପୁର୍ ଜିସୁ କ୍ରିସ୍ଟର୍ କଃତାକ୍ ତୁମାର୍ ବଃର୍ସା ସାସ୍ ଦଃର୍ତାର୍ କଃତା ସଃବୁବଃଳ୍ ଏତାଉଆ ।
ଜିସୁ କ୍ରିସ୍ଟର୍ ସଃଙ୍ଗ୍ ମିସ୍ଲାକେ ତୁମିମଃନ୍କେ ଦିଆ ଅୟ୍ଲାର୍ ଇସ୍ୱରାର୍ ଜୁୟି ଦଃୟା ଆୟ୍ଲି, ସେତାର୍ ଗିନେ ମୁୟ୍ଁ ସଃବୁବଃଳ୍ ତୁମିମଃନ୍କାର୍ କଃତାୟ୍ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲେ,
ମଃତର୍ ଜୁୟି ଇସ୍ୱର୍ ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟର୍ ଗିନେ ଅଃମିମଃନ୍କେ ଜିତାୟ୍ଲା ଆଚେ, ତାର୍ ଦନ୍ୟବାଦ୍ ଅଃଉଅ ।
ମଃତର୍ ଇସ୍ୱର୍କେ ଦନ୍ୟବାଦ୍, କାୟିତାକ୍ବଃଲେକ୍ ସେ ସଃବୁବଃଳ୍ ଅଃମିମଃନ୍ କ୍ରିସ୍ଟର୍ ସଃଙ୍ଗ୍ ମିସି ଆଚୁ, ସେତାର୍ ଗିନେ ଇସ୍ୱର୍ ଅଃମିକ୍ ଜିଣ୍ଲା ହଃର୍ବ୍ ମାନୁକ୍ ବାଟ୍ କାଡାୟ୍ ନେଉଁଲା, ଆର୍ ସଃବୁ ଟାଣେ କ୍ରିସ୍ଟର୍ ଗ୍ୟାନ୍ ହର୍ ବାସ୍ନା ଅଃମାର୍ ତଃୟ୍ହୁଣି ଜାଣାଉଁଲା ।
ଆର୍, ଜେ ମୁଞ୍ଜି ବୁଣ୍ତା ଲକ୍କେ ମୁଞ୍ଜି ଆର୍ କାଉଁକେ କାଦି ଜାଗାୟ୍ଦ୍, ସେ ବୁଣୁକ୍ ତୁମିମଃନାର୍ ଗିନେ ମୁଞ୍ଜି ଜାଗାୟ୍ ଦଃୟ୍ଦ୍ ଆର୍ ବାଡାୟ୍ଦ୍, ଆରେକ୍ ତୁମିମଃନାର୍ ଦଃର୍ମ୍କାମ୍ ଜାତ୍ ଅୟ୍ଦ୍ । ଇବାନ୍ୟା ତୁମିମଃନ୍କେ ସଃବୁ କଃତାୟ୍ ମାଜନ୍ ଅୟି ସଃବୁ ରଃକମାର୍ ଦାନ୍ କଃରୁ ହାରାସ୍, ଇତାର୍ ଗିନେ ସଃବୁ କଃତାୟ୍ ଇସ୍ୱର୍ ଦାନ୍କଃରେଦ୍ ଆର୍ ଗାଦେକ୍ ଲକ୍ ତାକେ ଦନ୍ୟବାଦ୍ ଦେତି ।
ବଜନ୍ ଗିତ୍, ତୁତିଗାନ୍ ଆର୍ ବକ୍ତି ଗିତ୍ କୟ୍ ସଃବ୍କେ ସଃର୍ଦା କଃରାଉଆ । ତୁମାର୍ ମଃନ୍ ବିତ୍ରେ ହୁଣି ମାପୁରାର୍ ଗିନେ ବଜନ୍ ଆର୍ ପବିତ୍ର ଗିତ୍ କଃଉଆ । ସଃବୁବଃଳ୍ ସଃବୁ ବିସୟ୍ ହାୟ୍ଁ ମାପୁର୍ ଜିସୁ କ୍ରିସ୍ଟ ନାଉଁଏ ଉବା ଇସ୍ୱର୍କେ ଦନ୍ୟବାଦ୍ ଦିଆସ୍ ।
କ୍ରିସ୍ଟକେ ମାନି ମାଇଜି ଅଃଣ୍ଡ୍ରାର୍ ତଃଳିଆ ଅଃଉଅ ଆର୍ ଅଃଣ୍ଡ୍ରା ମାୟ୍ଜିର୍ ତଃଳିଆ ଅଃଉଅ ।
ତାର୍ହଃଚେ ଜିସୁ ସେ ହାଁଚ୍ ଗଟ୍ ରୁଟି ଜଳେକ୍ ମାଚ୍ ଦଃରି ସଃର୍ଗ୍ ବାଟ୍ୟା ଦଃକି ଇସ୍ୱର୍କେ ପାର୍ତ୍ନା କଃଲା ଆର୍ ରୁଟିମଃନ୍ ଆସିର୍ବାଦ୍ କଃରି ଲକ୍ମଃନ୍କେ ବାଟାକଃରି ଦେଉଁକେ ଚେଲାମଃନ୍କେ କୟ୍ଲା, ଆର୍ ସେ ଜଳେକ୍ ମାଚ୍କ୍ ସେ ସଃବୁ ଲକ୍ମଃନ୍କେ ବାଟାକଃରି ଦେଉଁକେ ଦିଲା । ସେତିର୍ ସଃବୁଲକ୍ ହେଟ୍ ହୁର୍ନେ କାୟ୍ଲାୟ୍ । ସଃବୁଲକ୍ କାୟି ସଃର୍ଲା ହଃଚେ, ଚେଲାମଃନ୍ ଉବୁର୍ଲାର୍ ବାଙ୍ଗ୍ଲା ରୁଟି ଆର୍ ମାଚ୍ ରୁଣ୍ଡାୟ୍ ବାରଡଃଲା ବଃର୍ତି କଃଲାୟି ।