Aliança
A aliança é o modo como Deus se relaciona com seu povo. Da aliança com Noé à Nova Aliança em Cristo, Deus se compromete com amor e fidelidade irrevogáveis.
Alianças com Israel
Deus firmou aliança com Abraão, Moisés e Davi. No arco-íris, na lei, nas promessas — Ele é o Deus da aliança.
ଇସ୍ୱର୍ ନହକେ ଆର୍ ତାର୍ ସଃଙ୍ଗୁଆଳି ହୟିସି ମଃନ୍କେ କୟ୍ଲା। "ଦଃକ୍," ତର୍ ସଃଙ୍ଗ୍ ଆର୍ ତର୍ ଆସୁଲା କାଳାର୍ ବଃଉଁସ୍ ସଃଙ୍ଗ୍ ଆର୍ ତର୍ ସଃଙ୍ଗ୍ ରେତାର୍ ସଃବୁ ଜିବ୍ଜଃତୁମଃନାର୍ ସଃଙ୍ଗ୍, ବଃଲେକ୍, ଜାଜେ ହୁଣି ହଃଦାୟି ବାରାୟ୍ଲାର୍ ହସୁ ଆର୍ ଚେଳେ ସଃବୁ ହୁର୍ତିବିଏ ରେତାର୍ ସଃବୁ ଜିବ୍ ସଃଙ୍ଗ୍ ମୁଁୟ୍ ମଃର୍ ନିୟମ୍ କଃରି ଆଚି। ମୁଁୟ୍ ତୁମାର୍ ସଃଙ୍ଗ୍ ଇ ନିୟମ୍ କଃରିଆଚି, ସଃବୁ ଜିବ୍ ହାଣିୟେ ବୁଡି କଃରି ଆରେକ୍ କୁର୍ପ୍ନାସ୍ ନଃଉତି; ଆରେକ୍ ହୁର୍ତିବିକେ ନାସ୍ କଃରୁକେ ଡଙ୍ଗୁର୍ ବୁଡାଉତା ହାଣି ନଃମାରେ। ଇସ୍ୱର୍ ଆରେକ୍ କୟ୍ଲା, "ମୁଁୟ୍ ତର୍ ସଃଙ୍ଗ୍ ଆର୍ ତର୍ ସଃଙ୍ଗେ ରେତାର୍ ସଃବୁ ଜିବ୍ ଜଃତୁ ସଃଙ୍ଗ୍ ଟିକିକେ ଟିକି ଜୁଗ୍ ଜୁଗ୍ ହଃତେକ୍ ଜୁଣ୍ ନିୟମ୍ କଃରିଆଚି, ସେତିର୍ ଚିନା ଇରି;" ମୁଁୟ୍ ମେଗେ ଅଃର୍ଦାବାଲି ତାହୁନ୍ କଃରୁଲେ, ସେରି ହୁର୍ତିବି ସଃଙ୍ଗ୍ ମର୍ ନିୟମାର୍ ଚିନା ଅୟ୍ଦ୍।
ମୁଁୟ୍ ତୁମାର୍ ସଃଙ୍ଗ୍ ଇ ନିୟମ୍ କଃରିଆଚି, ସଃବୁ ଜିବ୍ ହାଣିୟେ ବୁଡି କଃରି ଆରେକ୍ କୁର୍ପ୍ନାସ୍ ନଃଉତି; ଆରେକ୍ ହୁର୍ତିବିକେ ନାସ୍ କଃରୁକେ ଡଙ୍ଗୁର୍ ବୁଡାଉତା ହାଣି ନଃମାରେ।
ମୁଁୟ୍ ମେଗେ ଅଃର୍ଦାବାଲି ତାହୁନ୍ କଃରୁଲେ, ସେରି ହୁର୍ତିବି ସଃଙ୍ଗ୍ ମର୍ ନିୟମାର୍ ଚିନା ଅୟ୍ଦ୍।
ଆରେକ୍, ସେଦିନ୍ ମାପୁର୍ ଅବ୍ରାମାର୍ ସଃଙ୍ଗ୍ ନିୟମ୍ କଃରି କୟ୍ଲା, "ମୁୟ୍ ଇ ମିସରାର୍ ଗାଡ୍ ତଃୟ୍ହୁଣି ପାରତ୍ ନାଉଁଆର୍ ବଃଡ୍ ଗାଡ୍ ହଃତେକ୍ ଇ ଦେସ୍ ତର୍ ବଃଉଁସ୍କେ ଦିଲେ, ଇତାର୍ ସଃଙ୍ଗ୍, କେନିଅ, କନଜିଅ, କଦ୍ମନିଅ, ହିତିଅ, ପିରିଜିଅ, ରପାୟ, ଇମରିଅ, କିଣାନିଅ, ଗିର୍ଗାସିୟ ଆର୍ ଜିବୁସିଅ ମଃନାର୍ ଦେସ୍ ହେଁ ଦିଲେ।"
ସେତାକ୍ ଅବ୍ରାହାମ୍ ମୁଉଁବାଟ୍ ତଃଳେ ଅଦୁର୍ଲା, ଇସ୍ୱର୍ ତାର୍ ସଃଙ୍ଗ୍ କଃତା ବାର୍ତା କଃରି କୟ୍ଲା, "ମୁୟ୍ ତର୍ ସଃଙ୍ଗ୍ ନିଜାର୍ ନିୟମ୍ କଃରୁଲେ, ତୁୟ୍ ଅଲେକାର୍ ଗସ୍ଟିର୍ ଦାଦି ଅଃଉସି। ଆରେକ୍, ତର୍ ନାଉ ଅବ୍ରାମ୍ ଆର୍ ରଃୟ୍ ନଃକେରେ, ମଃତର୍ ଅବ୍ରାହାମ୍ ଅୟ୍ଦ୍।" ଜୁୟ୍ତାର୍ ଗିନେ ମୁୟ୍ ତକେ ଅଲେକାର୍ ଗଃସ୍ଟିର୍ ମୁଳ୍ ଲକ୍ କଃଲେ। ମୁୟ୍ ତକେ ଅଃପର୍ବଳ୍ ବଃଡ୍ କଃରିନ୍ଦ୍, ତର୍ତଃୟ୍ ହୁଣି ଗାଦେକ୍ ଗସ୍ଟି ଜାତ୍ କଃରାୟ୍ନ୍ଦ୍ ଆର୍ ରଃଜାମଃନ୍ ତର୍ତଃୟ୍ ହୁଣି ଜାତ୍ ଅଃଉତି।
ମୁୟ୍ ତର୍ ସଃଙ୍ଗ୍ ଆର୍ ତର୍ ଅଃବେ ଅଃଉତା ବଃଉଁସାର୍ ସଃଙ୍ଗ୍ ଜୁଣ୍ ନିୟମ୍ କଃରି ଆଚି, ସେରି ଜୁଗ୍ ଜୁଗ୍ ହଃତେକ୍ ଅୟ୍ଦ୍। ସେତାର୍ ଗିନେ ମୁୟ୍ ତର୍ ଅଃବେ ଅଃଉତା ବଃଉଁସାର୍ ଇସ୍ୱର୍ ଅୟ୍ନ୍ଦ୍। ଆରେକ୍, ତୁୟ୍ ଅଃବେ ଜୁଣ୍ କିଣାନ୍ ଦେସେ ବାସା କଃରିଆଚ୍ସି, ସେତିର୍ ସଃବୁ ମୁୟ୍ ତକେ ଆର୍ ତର୍ ଅଃବେ ଅଃଉତା ବଃଉଁସ୍କେ ଜୁଗ୍ ଜୁଗ୍ ହଃତେକ୍ ଅଃଦିକାର୍ କଃରୁକେ ଦଃୟ୍ନ୍ଦ୍ ଆର୍ ମୁୟ୍ ସେମଃନାର୍ ଇସ୍ୱର୍ ଅୟ୍ନ୍ଦ୍। ଇସ୍ୱର୍ ଅବ୍ରାହାମ୍କେ ଆରେକ୍ କୟ୍ଲା, "ତୁୟ୍ ମର୍ ନିୟମ୍ ମାନ୍ସି; ତୁୟ୍ ଆର୍ ତର୍ ଅଃବେ ଆସ୍ତା ବଃଉଁସ୍ ଟିକିକେ ଟିକି ସେରି ସଃବୁବଃଳ୍ ମାନିଆସ୍ତି" ତର୍ ଆର୍ ତର୍ ଅଃବେ ଅଃଉତା ବଃଉଁସାର୍ ସଃଙ୍ଗ୍ ମୁୟ୍ କଃଲାର୍ ଜୁଣ୍ ନିୟମ୍ ତୁମି ମଃନ୍ ମାନି ଚାଲାସ୍ ସେରି ଅୟ୍ଲି, ତୁମିମଃନାର୍ ହଃତି ଅଃଣ୍ଡ୍ରା ହିଲା ସୁନତ୍ ଅଃଉତି। ତୁମିମଃନ୍ ନିଜାର୍ ନିଜାର୍ ସୁନତ୍ ଚିନ୍ ମାନାସ୍; ଆରେକ୍ ସେରି ତୁମିମଃନାର୍ ସଃଙ୍ଗ୍ ମଃର୍ ନିୟମ୍ଚିନା ଅୟ୍ଦ୍।
ଜୁୟ୍ତାର୍ ଗିନେ ଚଃଉଦ ବଃର୍ସ୍ କଦର୍ଲାୟମର୍ ରଃଜା ଆର୍ ତାର୍ ଉହ୍କାର୍ କାରି ରଃଜାମନ୍ ଆସି ଅସ୍ତରତ କର୍ନିୟମେ ରପାୟ୍ର୍ ଲକ୍ ମଃନ୍କେ ଆର୍ ହମର୍ ଦେସେ ସୁସିୟ ଲକ୍ ମଃନ୍କେ ଆର୍ ସାବି କିରିୟାତମ ତଃୟ୍ ଏମିୟ ଲକ୍ମଃନ୍କେ,
ଅଃବେ ତୁମିମଃନ୍ ଜଦି ମର୍ କଃତାୟ୍ ମଃନ୍ଦିଆସ୍ ଆର୍ ମର୍ ନିୟମ୍ ମାନାସ୍, ତଃବେ ତୁମିମଃନ୍ ସଃବୁ ଲକ୍ମଃନାର୍ ତଃୟ୍ହୁଣି ମର୍ ନିଜାର୍ ଦଃନ୍ ଅଃଉଆସ୍; କାୟିତାକ୍ବଃଲେକ୍ ସଃବୁ ହୁର୍ତିବି ମର୍।
ଆରେକ୍ ମୁୟ୍ ସୁପ୍ ସଃମ୍ନ୍ଦେ ହୁଣି ନଃୟ୍କଃରି ପଲେସ୍ଟିୟ୍ମଃନାର୍ ସଃମ୍ନ୍ଦ୍ ହଃତେକ୍ ଆର୍ ମଃରୁବଃଟାୟ୍ ହୁଣି ପରାତ୍ ଗାଡ୍ ହଃତେକ୍ ତୁମାର୍ ସଃନ୍ଦି ଟିକ୍ କଃରିନ୍ଦ୍; ମୁୟ୍ ସେ ଦେସେ ବାସ୍କଃର୍ତା ଲକ୍ମଃନ୍କେ ତୁମାର୍ ଆତେ ସଃହ୍ରି ଦଃୟ୍ନ୍ଦ୍; ତଃବେ ତୁମି ତୁମାର୍ ମୁଁୟେ ହୁଣି ସେମଃନ୍କେ ବାର୍କଃରି ଦିଆସ୍।
ତୁମି ସେମଃନାର୍ ସଃଙ୍ଗ୍ କି ସେମଃନାର୍ ଦେଉତାମଃନାର୍ ସଃଙ୍ଗ୍ କାୟିହେଁ ରାଜିନାମା ତିର୍ କଃରା ନାୟ୍।
ତଃବେ ମାପୁର୍ କୟ୍ଲା, "ଦଃକ୍ ମୁଁୟ୍ ଗଟେକ୍ ନିୟମ୍ କଃରିନ୍ଦ୍; ହୁର୍ତି ସଃରା କି କୁୟି ଜାତି ବିତ୍ରେ ଜୁୟ୍ରି କଃବେ କଃରାଅୟ୍ ନଃରେୟ୍ ଇ ରଃକମ୍ କାବା ଅଃଉତା କାମ୍ ମୁଁୟ୍ ତୁମାର୍ ସଃବୁ ଲକାର୍ ଆଗେ କଃରିନ୍ଦ୍; ସେତାକ୍ ଜୁୟି ସଃବୁ ଲକ୍ମଃନାର୍ ବିତ୍ରେ ଆଚାସ୍, ସେମଃନ୍ ମାପୁରାର୍ ସେ କାମ୍ ଦଃକ୍ତି, ବଃଲେକ୍ ମୁଁୟ୍ ତୁମାର୍ ତଃୟ୍ ଜାୟ୍ରି କଃରିନ୍ଦ୍, ସେରି ବଃଡେ ବୟଙ୍କାର୍ କାମ୍।"
ସଃଡେବଃଳ୍ ମସା ମାପୁରାର୍ ସଃଙ୍ଗ୍ ସେ ଟାଣେ ଚାଳିସ୍ ଦିନ୍ ଚାଳିସ୍ ରାତି ରିଲା; ସେ ଅଃର୍ନ୍ କି ହାଣି ନଃକାୟ୍ଲା। ସେ ଜୁଳେକ୍ ଟେଳା ହାଟାୟ୍ ନିୟମ୍, ବଃଲେକ୍ ଦଃସ୍ ଗଟ୍ ଆଦେସ୍ ଲେକ୍ଲା।
ସଃଡେବଃଳ୍ ମସା ମାପୁରାର୍ ସଃଙ୍ଗ୍ ସେ ଟାଣେ ଚାଳିସ୍ ଦିନ୍ ଚାଳିସ୍ ରାତି ରିଲା; ସେ ଅଃର୍ନ୍ କି ହାଣି ନଃକାୟ୍ଲା। ସେ ଜୁଳେକ୍ ଟେଳା ହାଟାୟ୍ ନିୟମ୍, ବଃଲେକ୍ ଦଃସ୍ ଗଟ୍ ଆଦେସ୍ ଲେକ୍ଲା।
Alianças renovadas
O povo renovava a aliança diante do Senhor. A fidelidade de Deus permanece mesmo quando o povo falha.
Nova Aliança
Eis que dias vêm em que farei nova aliança. Jesus é mediador de uma aliança superior, fundamentada em melhores promessas.
ଇତାର୍ ଗିନେ କ୍ରିସ୍ଟ ନଃଉଆଁ ନିୟମାର୍ ମଃଜିର୍ ଲକ୍ ଅୟିଆଚେ, ଜଃନ୍କଃରି ହଃର୍ତୁ ନିଅମ୍ ଦଃସ୍ କେମା କଃରୁକେ ସକ୍ତି ରିଲାକେ ଲକ୍ ମଃନ୍ ଜୁୟି ହାହ୍ କଃରିରିଲାୟ୍ ସେତି ହୁଣି ସେମଃନ୍ ମୁକ୍ତି ଲାବ୍ କଃର୍ତି ।
ଇତାର୍ ଗିନେ କ୍ରିସ୍ଟ ନଃଉଆଁ ନିୟମାର୍ ମଃଜିର୍ ଲକ୍ ଅୟିଆଚେ, ଜଃନ୍କଃରି ହଃର୍ତୁ ନିଅମ୍ ଦଃସ୍ କେମା କଃରୁକେ ସକ୍ତି ରିଲାକେ ଲକ୍ ମଃନ୍ ଜୁୟି ହାହ୍ କଃରିରିଲାୟ୍ ସେତି ହୁଣି ସେମଃନ୍ ମୁକ୍ତି ଲାବ୍ କଃର୍ତି ।
ମଃତର୍ ଅଃବେ ଜିସୁକେ ଜୁୟି ଜାଜକ୍ କାମ୍ ଦିଆ ଜାୟ୍ଆଚେ ସେରି ଅଃମିମଃନାର୍ ଜାଜକ୍ କାମେହୁଣି ଅଃଦିକ୍ ନଃକେରି । ସେହର୍ ଇସ୍ୱର୍ ଆର୍ ମାନାୟ୍ ବିତ୍ରେ ସେ ଜୁୟି ନିଅମ୍ କଃରିଆଚେ ସେରି ଅଃଦିକ୍ ନିକ, କାୟିତାକ୍ବଃଲେକ୍ ନିଅମ୍ ଇସାବେ ବେସି ନିକ ବିସୟ୍ମଃନ୍ ଦେଉଁକେ ଜଃବାଉ କଃରାଜାୟ୍ ଆଚେ ।
ଜୁୟି ସୁସ୍ତା ଦେତା ଇସ୍ୱର୍ ସଃବୁଦିନ୍ ରେତା ନିଅମାର୍ ବଃନିର୍ ଗିନେ ମୁଳ୍ ମେଣ୍ଡା ଗଃଉଳିଆ, ବଃଲେକ୍ ଅଃମିମଃନାର୍ ମାପୁର୍ ଜିସୁକେ ମଃଲା ଲକ୍ମଃନାର୍ ବିତ୍ରେ ଲେଉଟାୟ୍ ଆଣ୍ଲା ।
ସୁସ୍ତାକାରି ଇସ୍ୱର୍ ତାର୍ ଆକାୟ୍ ଜାୟ୍ରି ସଃର୍ଦା ଲାଗେଦ୍, ସେରି ସେ ଅଃମିମଃନାର୍ ମଃନ୍ବିତ୍ରେ ଜିସୁ କ୍ରିସ୍ଟର୍ ଗିନେ ହୁରା କଃରି ତାର୍ ଇଚା ହୁରୁଣ୍ କଃରୁକେ ତୁମିମଃନ୍କେ ସଃବୁ ସଃତ୍ କାମେ ସିଦ୍ କଃର । ଜୁଗେଜୁଗେ ଜଃଜ୍ମାନ୍ ତାର୍ ଅଃଉଅ । ଆରେକ୍ ।
ନଃଉଆଁ ନିଅମ୍କେ ବିନ୍ ଲକାର୍ ତଃୟ୍ ପର୍ଚାର୍ କଃରୁକେ ସେ ଅଃମିକ୍ ବଃଣ୍ଡାର୍ଗଃରିଆ କଃରିଆଚେ, ଇତି ଲେକ୍ଲା ନିଅମ୍ ନୟ୍, ମଃତର୍ ଆତ୍ମାର୍ । କାୟିତାକ୍ବଃଲେକ୍ ଲେକ୍ଲା ନିୟମ୍ ଦେତାର୍, ମଃତର୍ ଆତ୍ମା ଜିବନ୍ ଦେତାର୍ ।
ଇ ସଃବୁ କଃତାର୍ ବାବ୍ ଆଚେ, କାୟିତାକ୍ବଃଲେକ୍ ଇ ମାଇଜି ମଃନ୍ ଜଃଳେକ୍ ବିଦି ହର୍ ଗଟେକ୍ ବିଦି ସିନୟ୍ ହଃର୍ବାତେ ହୁଣି ଆୟ୍ଲାର୍, ସେରି ଗତିଦଃଙ୍ଗ୍ଳା ହିଲା ଜଃଲମ୍ଦିଲି, ହାଗାର୍ ସେ ହର୍ । ହାଗାର୍, ଇରି ଆରବ୍ ଦେସେ ସିନୟ୍ ହଃର୍ବାତ୍କେ ବୁଜାୟ୍ଦ୍, ଆରେକ୍ ସେରି ଅଃବେ ଆଚ୍ତା ଜିରୁସାଲମାର୍ ସଃମାନ୍, କାୟିତାକ୍ବଃଲେକ୍ ଇରି ଅଃହ୍ଣାର୍ ହିଲାମଃନ୍କାର୍ ସଃଙ୍ଗ୍ ଗତିଦଃଙ୍ଗ୍ଳା ତଃଳେ ରଃୟ୍ ଆଚେ । ମଃତର୍ ସଃର୍ଗାର୍ ଜିରୁସାଲମ୍ ମୁକୁଳ୍ଲାର୍, ସେ ଅଃମିମଃନାର୍ ଆୟା ।
Fidelidade da aliança
A aliança de Deus é eterna. Ele não quebra seu pacto nem altera o que saiu dos seus lábios.
ନିଜାର୍ ବିସୟେ ଇସ୍ୱର୍ କୟ୍ଆଚେ ସେମଃନାର୍ ସଃଙ୍ଗ୍ ମର୍ ସଃୟ୍ତାର୍ ଇରି, ମର୍ ଜୁୟି ଆତ୍ମା ତୁମାର୍ ଉହ୍ରେ ବଃସେଦ୍ ମର୍ ସଃବୁ ବାକ୍ୟ ତୁମାର୍ ଟଣ୍ଡେ ରଃକିଆଚି, ସେରି ତୁମାର୍ ଟଣ୍ଡେ ହୁଣି ତୁମାର୍ ତଃୟ୍ ହୁଣି ଜାତ୍ ଅୟ୍ଲା ବଂସ୍ମଃନାର୍ ଟଣ୍ଡେ ହୁଣି ଆଜି ହୁଣି ଜୁଗ୍ଜୁଗ୍ ହଃତେକ୍ ଦୁରି କଃରାନୟ୍, ଇରି ଇସ୍ୱର୍ କଃଉଁଲା।
ଆରେକ୍, ସେ ସାସନ୍କାରି ଗଟେ ସପ୍ତା ହଃତେକ୍ ଗାଦେକ୍ ଲକ୍ମଃନାର୍ ସଃଙ୍ଗ୍ ଅଃଟୁଉଆ କଃରି ନିୟମ୍ କଃରେଦ୍ ଆର୍ ସପ୍ତାର୍ ଅଦାକାଳ୍ ହୁଜା ଆର୍ ହମ୍କଃରୁକେ ନଃଦେୟ୍; ଆରେକ୍, ଗିଣ୍ କାରି ଜିନିସ୍ ଆଣ୍ତା ଲକ୍ ଆସେଦ୍ ମନ୍ଦିରାର୍ ବେଦି ଉହ୍ରେ ତାହୁନ୍ ଅୟ୍ଦ୍ ; ଆରେକ୍, ଜଃଜନା ହୁର୍ନ୍ ଅଃଉତା ହଃତେକ୍ ନାସ୍ କାରିର୍ ଉହ୍ରେ ରିସା ଡାଳା ଅୟ୍ଦ୍।
ଆରେକ୍, ଉତୁର୍ ଦେସ୍ ବଃଲେକ୍ ମିସରାର୍ ରଃଜା ସଃକ୍ତିର୍ ରଃଜା ଅୟ୍ଦ୍ ମଃତର୍ ତାର୍ ମୁଳିକାମଃନ୍କାର୍ ବିତ୍ରେ ଗଟ୍ ଲକ୍ ଅଃଦିକ୍ ବଃଳ୍କାରି ଅୟି ସାସନ୍ କଃରେଦ୍; ତାର୍ ରାୟ୍ଜ୍ ଗଟେକ୍ ବଃଡ୍ ରାୟ୍ଜ୍ ଅୟ୍ଦ୍। ମଃତର୍ କଃତି ବଃର୍ସାର୍ ହଃଚେ ସେମଃନ୍ ବେଟ୍ଗାଟ୍ ଅଃଉତି ଆର୍ ଉତୁର୍ ଦେସାର୍ ରଃଜାର୍ କଃନ୍ୟା ଦିଆନିଆଁ ନିୟମ୍ ତାହୁନ୍ କଃରୁକେ ଉତୁର୍ ଦିଗାର୍ ରଃଜା ହାକ୍ ଆସେଦ୍; ମଃତର୍ ସେ ରଃଜାର୍ ଜିସି ଆର୍ ସୁସ୍ତାୟ୍ ରେଉଁ ନଃହାରେ ତାର୍ ଡଃକ୍ରାସି ଦୁର୍ବଳ୍ ଅୟିଦ୍; ସେ ଆର୍ ତାର୍ ଡଃକ୍ରାସି, ସେମଃନାର୍ ହିଲାମଃନ୍କେ ଆର୍ ତାକାର୍ ସେବାକାରି ମଃନ୍ ବିନ୍ ଲକାର୍ ଆତେ ସଃହ୍ରି ଅଃଉତି।
ମଃତର୍ ଉତୁର୍ ଦେସାର୍ ରଃଜା ନିଜାର୍ ଇଚା ହଃର୍କାରେ ସେମଃନ୍କାର୍ ବିରୁଦେ କାମ୍ କଃରେଦ୍ ଆର୍ ତାର୍ ବିରୁଦେ କେଏ ଜଃଉଁକ୍ ନଃହାର୍ତି; ଆରେକ୍, ସେ ଇସ୍ରାଏଲ୍ ଦେସ୍ ବିତ୍ରେ ଟିଆ ଅୟ୍ଦ୍ ଆର୍ ତାର୍ ଆତେ ବିନାସାର୍ ସଃକ୍ତି ରଃୟ୍ଦ୍। ଆରେକ୍, ଉତୁର୍ ଦେସାର୍ ରଃଜା ତାର୍ ସଃବୁ ସଃକ୍ତି ଦଃକିଣ୍ ଦେସ୍ ବିରୁଦେ ଲାଗାୟ୍ଦ୍, ସେ ଦଃକିଣ୍ ଦେସାର୍ ରଃଜା ସଃଙ୍ଗ୍ ଗଟେକ୍ ସାନ୍ତି ବୁଜାମାନା ଲେକ୍ତି। ସେ ନଃସ୍ଟ୍ କଃରୁକ୍, ନିଜାର୍ ଜିସିମଃନ୍କାର୍ ବିତ୍ରେ ଗଟେକ୍ ଜିସିକେ ଦଃକିଣାର୍ ରଃଜାକ୍ ଦଃୟ୍ଦ୍; ମଃତର୍ କଃନ୍ୟା ତିର୍ ଅୟି ରେଉଁ ନଃହାରେ, କି ତାର୍ ହାଇଁ ନୟ୍।
ଆରେକ୍, ଜୁୟି ବିନ୍ଲକାର୍ ଡକୁର୍ସି ଚିକ୍ଣିଆଁ କଃତା କୟିଦ୍, ଜେ ନିଜାର୍ ଦଃଙ୍ଗ୍ଳି ବଃଳ୍ ବିବା ଅୟିଲା ଡକ୍ରାସିକେ ଚାଡିକଃରି ନିଜାର୍ ମାପୁରାର୍ ନିୟମ୍ କେ ହାସ୍ରେଦ୍। ଜେ ତାର୍ ନିଜାର୍ ଡକ୍ରାସିକେ ମିଚ୍ କୟିଦ୍ ଆର୍ ତାର୍ ନିଜାର୍ ସଃୟିତ୍ ହାସ୍ରେଦ୍। ଜାର୍