Amizade
A amizade é um dos dons mais preciosos da vida. A Bíblia celebra amizades profundas — Davi e Jônatas, Rute e Noemi, Paulo e Timóteo — modelos de lealdade, fé e amor.
Valor da amizade
Há amigo mais chegado do que um irmão. Em todo tempo ama o amigo. A amizade verdadeira permanece nas tempestades.
ଜେ ଅଃନେକ୍ ମିତ୍ର କଃରେଦ୍ ସେ ନିଜାର୍ ନାସ୍ କଃରୁକେ ସେରି କଃରେଦ୍; ମଃତର୍ ଗଟେକ୍ ଲାଡ୍କାରି ଆଚେ ଜେ ବାଇ ତଃୟିହୁଣି ଅଃଦିକ୍ ଲଃଗେ ଲାଗିକଃରି ରଃୟିଦ୍।
ଜେ ଅଃନେକ୍ ମିତ୍ର କଃରେଦ୍ ସେ ନିଜାର୍ ନାସ୍ କଃରୁକେ ସେରି କଃରେଦ୍; ମଃତର୍ ଗଟେକ୍ ଲାଡ୍କାରି ଆଚେ ଜେ ବାଇ ତଃୟିହୁଣି ଅଃଦିକ୍ ଲଃଗେ ଲାଗିକଃରି ରଃୟିଦ୍।
ସଃଙ୍ଗାର୍ ଲକ୍ ସଃବୁବଃଳ୍ ଲାଡ୍ କଃରେଦ୍ , ଆର୍ ବାୟି ବିବ୍ତି କାଳାର୍ ଗିନେ ଜାତ୍।
ସଃଙ୍ଗାର୍ ଲକ୍ ସଃବୁବଃଳ୍ ଲାଡ୍ କଃରେଦ୍ , ଆର୍ ବାୟି ବିବ୍ତି କାଳାର୍ ଗିନେ ଜାତ୍।
ଜେ ଅଃଦଃର୍ମ୍ କେମା କଃରେଦ୍ , ସେ ଲାଡ୍ କଜେଦ୍ ; ମଃତର୍ ଜେ ବାରମ୍ବାର୍ ଗଟେ କଃତାକେ ବାର୍କଃରେଦ୍ ସେ ସଃଙ୍ଗାର୍ଲକେ ବିନ୍ କଃରେଦ୍।
ଜଃନ୍କଃରି ଲଃଉଆ ଲଃଉଆକେ ଦାର୍ କଃରେଦ୍, ସେନ୍ ମାନାୟ୍ ଏକ୍ ଆରେକାର୍ ହଃର୍ଚାଳ୍ କଃରାୟିଦ୍।
ଜଃନ୍କଃରି ଲଃଉଆ ଲଃଉଆକେ ଦାର୍ କଃରେଦ୍, ସେନ୍ ମାନାୟ୍ ଏକ୍ ଆରେକାର୍ ହଃର୍ଚାଳ୍ କଃରାୟିଦ୍।
ଚିକଣ୍ ଆର୍ ବାସ୍ନା ଦୁହ୍ନି ମଃନେ ସଃଲ୍ମତ୍ କଃରାୟିଦ୍, ମିତ୍ରର୍ ହୁର୍ଦୟେହୁଣି ବାରାଉତା ବଃଲ୍ ସିକ୍ୟା ସୁଆଦ୍ ଲାଗେଦ୍।
ଚିକଣ୍ ଆର୍ ବାସ୍ନା ଦୁହ୍ନି ମଃନେ ସଃଲ୍ମତ୍ କଃରାୟିଦ୍, ମିତ୍ରର୍ ହୁର୍ଦୟେହୁଣି ବାରାଉତା ବଃଲ୍ ସିକ୍ୟା ସୁଆଦ୍ ଲାଗେଦ୍।
ନିଜାର୍ ମିତ୍ର ଆର୍ ବାପାର୍ ମିତ୍ରକେ ଚାଡାନାୟି ; ଆର୍ ତୁମାର୍ ବିବ୍ତି ଦିନେ ନିଜାର୍ ବାଇର୍ ଗଃରେ ଜଃହାନାୟି; ଦୁରିରିଲା ବାଇତଃୟିହୁଣି ଲଃଗେ ରିଲା ହଃଳ୍ସା ଲକ୍ ନିକ।
ନିଜାର୍ ମିତ୍ର ଆର୍ ବାପାର୍ ମିତ୍ରକେ ଚାଡାନାୟି ; ଆର୍ ତୁମାର୍ ବିବ୍ତି ଦିନେ ନିଜାର୍ ବାଇର୍ ଗଃରେ ଜଃହାନାୟି; ଦୁରିରିଲା ବାଇତଃୟିହୁଣି ଲଃଗେ ରିଲା ହଃଳ୍ସା ଲକ୍ ନିକ।
ଗୁପ୍ତବାବେ ଲାଡ୍ନଃକେରି ବଃଲାର୍ଗିନେ ଉଳ୍ତାର୍ ନିକ।
ଉହ୍କାର୍କାରିର୍ ମାଡ୍ ଲାଡ୍କଃରେଦ୍; ମଃତର୍ ସଃତ୍ରୁର୍ ଚୁମ୍ତାର୍ ନିକନାୟି।
ଗିଆନିମଃନ୍କାର୍ ସଃଙ୍ଗ୍ ମିସାବିଳା କଃରା, ତଃବେ ତୁମି ଗିଆନି ଅଃଉଆସ୍ ; ମଃତର୍ ମୁର୍କ୍ ମଃନ୍କାର୍ ସଃଙ୍ଗ୍ ଦୁକ୍ ହାଉଆସ୍।
ରେଳ୍ୟା କଃତା କଃଉତା ମାନାୟ୍ ମାଡ୍ଗଳ୍ କଃରାୟିଦ୍, ଆର୍ ମିସିରିଲା ଲକାର୍ କଃତା ଚଣ୍ଡିକୟ୍ ବେଗଳ୍ କଃରେଦ୍।
ମୁର୍କିଆ ଲକାର୍ ସଃଙ୍ଗ୍ ଅଃଉଆ ନାୟି, ଆର୍ କଃର୍ନିଆ ସଃଙ୍ଗ୍ ଜଃହା ନାୟି। ଗଃଲେକ୍ ତୁମି କାୟି ତାର୍ ବାଟ୍ ସିକ୍ୟାକଃରି ନିଜାର୍ ଜିବନ୍ ଗିନେ ତିଆର୍ କଃରାସ୍।
Amizade cristã
Vós sois meus amigos se fazeis o que eu mando. Jesus nos chama de amigos — que honra imensa e responsabilidade!
ଅଃହ୍ଣାର୍ ନିଜାର୍ ଲକାର୍ ଗିନେ ନିଜାର୍ ଜିବନ୍ ଦେତାର୍ ଚାଡି କାର୍ ଆରେକ୍ ଅଃଦିକ୍ ବଃଡ୍ ଲାଡ୍ ନାୟ୍ ।
ଅଃହ୍ଣାର୍ ନିଜାର୍ ଲକାର୍ ଗିନେ ନିଜାର୍ ଜିବନ୍ ଦେତାର୍ ଚାଡି କାର୍ ଆରେକ୍ ଅଃଦିକ୍ ବଃଡ୍ ଲାଡ୍ ନାୟ୍ ।
ମୁୟ୍ ତୁମିମଃନ୍କେ ଆରେକ୍ ଗତିଦଃଙ୍ଗ୍ଳା ବଃଲି ନଃକୟ୍ଁ, ବଃଲେକ୍ ସାଉକାର୍ କାୟିରି କଃରୁଲା, ଦଃଙ୍ଗ୍ଳା ସେରି ନଃଜାଣେ, ମଃତର୍ ମୁୟ୍ ତୁମିକେ ନିଜାର୍ ସଃଙ୍ଗ୍ ବଃଲି କୟ୍ଆଚି, ବଃଲେକ୍ ମୁୟ୍ ମର୍ ଉବାର୍ ତଃୟ୍ହୁଣି ଜାୟ୍ ଜାୟ୍ରି ସୁଣିଆଚି, ସେରି ସଃବୁ ତୁମିମଃନ୍କେ ଜାଣାୟି ଦିଲେଆଚି ।
ମୁୟ୍ ଜଃନ୍କଃରି ତୁମିମଃନ୍କେ ଲାଡ୍ କଃରିଆଚି, ତୁମିମଃନ୍ ହେଁ ସେନ୍କଃରି ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା, ଇରି ମର୍ ଆଦେସ୍,
କ୍ରିସ୍ଟ ବିସ୍ୱାସି ବାୟ୍ବେଣି ହର୍ ଏକ୍ଆରେକ୍କେ ଲାଡ୍ କଃରା ଆର୍ ଏକ୍ଆରେକ୍କେ ମାୟ୍ନ୍ କଃରୁକେ ଇଚା କଃରା ।
ତୁମିମଃନାର୍ ହାକ୍ ଆସି, ମୁୟ୍ଁ ହାୟ୍ରିଲା ଆତ୍ମିକ୍ ଦାନ୍ ବିସୟ୍ ତୁମିମଃନ୍କେ ଜାଣାୟି କଃରି ତୁମିମଃନାର୍ ବିସ୍ୱାସ୍କେ ଅଃଟୁଆ କଃରିନ୍ଦ୍, ଇରି ମର୍ ବଃଡେ ମଃନ୍ । ଇତାର୍ ଗିନେ ଅଃମି ଏକ୍ଆରେକାର୍ ବିସ୍ୱାସ୍କେ ଅଃଟୁଆ କଃରୁ ହାରୁଆଁ ।
ଏ ଲାଡାର୍ ବାୟ୍ବେଣିମଃନ୍ ଆସା ଅଃମିମଃନ୍ ଏକ୍ଆରେକ୍ ଲାଡ୍ କଃରୁଆଁ, ବଃଲେକ୍ ଲାଡ୍ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍, ଆର୍ ଜୁୟ୍ଲକ୍ ଲାଡ୍ କଃରେଦ୍, ସେ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍ ଆର୍ ସେ ଇସ୍ୱର୍କେ ଜାଣେଦ୍ ।
ଏ ଲାଡାର୍ ବାୟ୍ବେଣିମଃନ୍, ଇସ୍ୱର୍ ଜଦି ଅଃମିକ୍ ଇରଃକମ୍ ଲାଡ୍ କଃଲା, ତଃବେ ଅଃମି ହେଁ ଏକ୍ଆରେକ୍କେ ଲାଡ୍ କଃର୍ତା ଲଳା ଆଚେ । କେଏ ହେଁ କଃବେ ଇସ୍ୱର୍କେ ନଃଦେକେ; ଅଃମିମଃନ୍ ଜଦି ଏକ୍ଆରେକ୍କେ ଲାଡ୍ କଃରୁନ୍ଦ୍ ତଃନ୍ଅୟ୍ଲେକ୍ ଇସ୍ୱର୍ ଅଃମାର୍ ତଃୟ୍ ଆଚେ ଆର୍ ତାର୍ ଲାଡ୍ ଅଃମାର୍ ଟାଣେ ହୁରୁଣ୍ ଅୟିଆଚେ ।
ଜେ ଇସ୍ୱର୍କେ ଲାଡ୍ କଃରେଦ୍ ସେ ଅଃହ୍ଣାର୍ ବାୟ୍ବେଣିକେ ହେଁ ଲାଡ୍ କଃର ଇ ବିଦି ଅଃମିମଃନ୍ ତାର୍ ତଃୟ୍ହୁଣି ହାୟ୍ଁ ଆଚୁ ।
Exemplos bíblicos
Davi e Jônatas fizeram aliança de amizade. Rute se apegou a Noemi. Abraão foi chamado amigo de Deus.
ସେତାକ୍ ସାସ୍ତରାର୍ ଇ କଃତା ହୁରୁଣ୍ ଅୟ୍ଲି, "ଅବ୍ରାହାମ୍ ଇସ୍ୱର୍ ତଃୟ୍ ବିସ୍ୱାସ୍ କଃଲା, ଆର୍ ତାର୍ ବିସ୍ୱାସ୍ ଗିନେ ଇସ୍ୱର୍ ତଃୟ୍ ସେରି ଦଃର୍ମି ବଃଲି ଗଃଣିତା ଅୟ୍ଲା;" ଆରେକ୍ ସେ ଇସ୍ୱରାର୍ ମିତ୍ର ବଃଲି ଡାକେହୁଟ୍ଲା ।
ଏ ଦାରିଆ ଲକ୍ମଃନ୍, ଜଃଗତ୍ ସଃଙ୍ଗ୍ ମିତ୍ର ଅୟିଲେକ୍, ଇସ୍ୱରାର୍ ସଃତ୍ରୁ ଅଃଉଁକେ ଅୟ୍ଦ୍, ଇରି କାୟି ନଃଜାଣାସ୍ ? ବଃଲେକ୍ ଜୁୟି ଲକ୍ ଜଃଗତାର୍ ମିତ୍ର ଅଃଉଁକେ ମଃନ୍ କଃରେଦ୍; ସେ ଅଃହ୍ଣାକ୍ ଇସ୍ୱରାର୍ ସଃତ୍ରୁ ବଃଲି ଜାଣାୟି ଅୟ୍ଦ୍ ।
Companheirismo
Dois são melhores do que um. Quão bom e suave é que os irmãos vivam em união! A amizade fortalece e edifica.
ଏକ୍ଲା ଟାଣୁ ଦୁୟ୍ଲକ୍, ନିକା କାୟତାକ୍ବଃଲେକ୍ ସେମଃନ୍ ନିଜାର୍ କଃସ୍ଟାର୍ ବଃଲ୍ ହଃଳ୍ ହାଉତି। ସେମଃନ୍ ଅଦୁର୍ଲେକ୍, ଗଟେଲକ୍ ତାର୍ ସଃଙ୍ଗୁଆଡ଼ିକେ ଉଟାୟିଦ୍; ମଃତର୍ ଜେ ଅଦୁର୍ତାବଃଳ୍ ଗଟେଲକ୍ ହଃକା ରଃୟିଦ୍ ଆର୍ ତାକେ ଉଟାଉଁକ୍ କେଏ ନରେତି, ସେ ଦଃଣ୍ଡାର୍ ଜୟିଗ୍।
ସେମଃନ୍ ଅଦୁର୍ଲେକ୍, ଗଟେଲକ୍ ତାର୍ ସଃଙ୍ଗୁଆଡ଼ିକେ ଉଟାୟିଦ୍; ମଃତର୍ ଜେ ଅଦୁର୍ତାବଃଳ୍ ଗଟେଲକ୍ ହଃକା ରଃୟିଦ୍ ଆର୍ ତାକେ ଉଟାଉଁକ୍ କେଏ ନରେତି, ସେ ଦଃଣ୍ଡାର୍ ଜୟିଗ୍।
ଜଃବେ କେଏ ଏକ୍ଲା ରେତାଲକେ ଆରାୟିଦ୍, ତଃବେ ଦୁୟ୍ ଲକ୍ ତାକେ ବିରଦ୍ କଃର୍ତି; ଆରେକ୍, ତିନିଗୁଣ୍ ଡର୍ ବେଗି ଚିଡି ନଃକେରେ।
ଏକ୍ଲା ଟାଣୁ ଦୁୟ୍ଲକ୍, ନିକା କାୟତାକ୍ବଃଲେକ୍ ସେମଃନ୍ ନିଜାର୍ କଃସ୍ଟାର୍ ବଃଲ୍ ହଃଳ୍ ହାଉତି।
ଆୟା ଉବାକ୍ ମାନ୍ତି କଃରା, ଆରେକ୍ ତୁମାର୍ ହାକିହଃଳ୍ସାକେ ଅଃହ୍ଣାକ୍ ଲାଡ୍ କଃଲା ହର୍ ଲାଡ୍ କଃରା ।’"
ମଃତର୍ ତୁମିମଃନ୍ ବୁଲ୍କା ନାୟ୍, ନିକ ଚାଲାଚାଲ୍ତି କଃରାପ୍ ଚାଲ୍ଚାଲ୍ତି ନଃସ୍ଟ୍ କଃରେଦ୍ ।
ମଃତର୍ ତୁମିମଃନ୍ ବୁଲ୍କା ନାୟ୍, ନିକ ଚାଲାଚାଲ୍ତି କଃରାପ୍ ଚାଲ୍ଚାଲ୍ତି ନଃସ୍ଟ୍ କଃରେଦ୍ ।