Amor ao próximo
O amor ao próximo não é opcional — é mandamento. Amarás o teu próximo como a ti mesmo. A lei inteira se cumpre nesta palavra. O amor ao próximo é prova do amor a Deus.
"ତୁମିମଃନ୍ ସୁଣି ଆଚାସ୍, ଲେକା ଆଚେ, ‘ତୁମାର୍ ନିଜାର୍ ଲକ୍କେ ଲାଡ୍ କଃରା ଆର୍ ତୁମାର୍ ସଃତ୍ରୁକେ ଲାଡ୍ କଃରା ନାୟ୍ ।’ ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ତୁମିମଃନାର୍ ସଃତ୍ରୁମଃନ୍କେ ଲାଡ୍ କଃରା, ଆର୍ ଜୁୟି ଲକ୍ମଃନ୍ ତୁମିକେ କଃସ୍ଟ ଦେତି, ସେମଃନାର୍ ଗିନେ ପାର୍ତ୍ନା କଃରା,
ମୁୟ୍ ଜଃନ୍କଃରି ତୁମିମଃନ୍କେ ଲାଡ୍ କଃରିଆଚି, ତୁମିମଃନ୍ ହେଁ ସେନ୍କଃରି ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା, ଇରି ମର୍ ଆଦେସ୍,
ସଃବ୍କେ ଲାଡ୍ କଃର୍ତା ରିଣେ ରିଣ୍ୟା ଅଃଉଆ ଆର୍ ବିନ୍ ବିସୟେ କାର୍ ତଃୟ୍ ହେଁ ରିଣ୍ୟା ଅଃଉଆ ନାୟ୍; ବଃଲେକ୍ ଜେ ସଃବ୍କେ ଲାଡ୍ କଃରେଦ୍ ସେ ବିଦି ମାନି ଆଚେ ।
ମଃତର୍ ବିନ୍ ଲକ୍ମଃନାର୍ ନିକ ଗିନେ ଆର୍ ସେମଃନାର୍ ବିସ୍ୱାସ୍କେ ଅଃଟୁଆ କଃର୍ତା ହାୟ୍ଁ ସେମଃନ୍କେ ସଃର୍ଦା କଃରାଉତାର୍ ଅଃମାର୍ କାମ୍ ।
ସଃବୁ କାମ୍ ଲାଡେ କଃରା ଅଃଉଅ ।
ଆର୍ ତୁମିମଃନାର୍ ଗିନେ ଅଃମାର୍ ଲାଡ୍ ଜଃନ୍କଃରି ଜଃବର୍, ସେବାନ୍ୟା ନିଜାର୍ ନିଜାର୍ ବିତ୍ରେ ଆର୍ ବିନ୍ ସଃବୁ ଲକାର୍ ଗିନେ ମାପୁର୍ ତୁମିମଃନାର୍ ଲାଡ୍କେ ଅଃଦିକ୍ ବାଡାଅ ।
କ୍ରିସ୍ଟ ବିସ୍ୱାସି ବାୟ୍ବେଣି ହର୍ ନିଜାର୍ ନିଜାର୍ ବିତ୍ରେ ଲାଡ୍ କଃର୍ତି ରିଆ । ଆୟ୍ଲା ଗତ୍କେ ସେବା କଃର୍ତାର୍ ହାସ୍ରା ନାୟ୍, ସେତାର୍ ଗିନେ କୁୟି କୁୟି ଲଃକ୍ମଃନ୍ ଲୁକ୍ଣେ ଦୁତ୍ମଃନ୍କେ ଗଃରେ ସେବାକଃରି ଆଚ୍ତି । ନିଜ୍କେ କୟ୍ଦିମଃନାର୍ ସଃଙ୍ଗୁଆଳି ହର୍ ବାବି, ଆରେକ୍ ନିଜେ ଗଃଗାଳ୍ ଦଃରି ଆଚାସ୍ ବଃଲି ଜାଣି ଦୁକ୍ ବୟଃଗ୍ କଃର୍ତା ଲକ୍ମଃନାର୍ ସଃଙ୍ଗ୍ ସଃମାନ୍ ଦୁକ୍ବଗ୍କଃରି ସେମଃନ୍କେ ଏତାଉଆ ।
"ତୁମିମଃନ୍ ଅଃହ୍ଣାର୍ ହାକିହଃଳ୍ସାକେ ଅଃହ୍ଣାର୍ ହର୍ ଲାଡ୍ କଃରା," ଦଃର୍ମ୍ ସାସ୍ତରାର୍ ଇ ଇସ୍ୱର୍ ରାଇଜାର୍ ବିଦିକ୍ ଜଦି ସଃତ୍କଃରି ମାନୁଲାସ୍, ତଃବେ ବଃଲ୍ କଃରୁଲାସ୍ ।
ମୁଳ୍କଃରି ତୁମିମଃନ୍ ମଃନ୍ହଃରାଣ୍ ସଃଙ୍ଗ୍ ଲାଡ୍ କଃରାକଃରି ଅଃଉତି ରିଆ, ବଃଲେକ୍ ଲାଡ୍ ବୁତେକ୍ ହାହ୍ ଡାହେଦ୍ ।
ତୁମି ଇସ୍ୱରାର୍ ଲକ୍, ସେ ତୁମିକେ ଲାଡ୍ କଃରି ସେ ନିଜାର୍ ଗିନେ ବାଚ୍ଲା, ସେତାର୍ ଗିନେ, କଃଉଁଣା ମଃନ୍, ଦଃୟା, ସୁସ୍ତା, ଦିର୍, ସଃମ୍ବାଳ୍ତାର୍ ହୁଙ୍ଗ୍ରା । ଏକ୍ଲା ଆରେକ୍ ଏକ୍ଲାକେ ସଃମ୍ବାଳ, ଆରେକ୍ ଜଦି କାର୍ ବିରୁଦେ କଃତା ରିଲେକ୍, ଏକ୍ଲା ଆରେକ୍ ଏକ୍ଲାକେ କେମା କଃର; ମାପୁର୍ ଜଃନ୍କଃରି ତୁମିମଃନ୍କେ କେମା କଃରି ଆଚେ, ତୁମିମଃନ୍ ହେଁ ସେ ରଃକମ୍ କେମା କଃରା । ଆର୍ ଇ ଗୁଣ୍ ଉହ୍ରେ ଲାଡ୍କେ ହୁଙ୍ଗ୍ରା, ଇରି ସଃବୁ ସିଦ୍ କଃରି ଗଟେକ୍ କଃରେଦ୍ । ଆର୍, କ୍ରିସ୍ଟର୍ ଦିଲା ଜୁୟି ସୁସ୍ତା ବଗ୍ କଃରୁକେ ତୁମିମଃନ୍କେ ଗଟେକ୍ ଗଃଗାଳ୍ ହର୍ କୁଦାୟ୍ ଅୟି ଆଚାସ୍, ସେରି ତୁମିମଃନାର୍ ମଃନେ ରାୟ୍ଜ୍କଃର; ଆରେକ୍ ତୁମିମଃନ୍ ସଃବୁବଃଳ୍ ଦନ୍ୟବାଦ୍ ଦିଆସ୍ ।
ବଃଲେକ୍ ଅଃମିମଃନ୍ ଜେ ଏକ୍ ଆରେକ୍କେ ଲାଡ୍କଃରା ଆର୍ ଏକ୍ ଆରେକ୍କେ ଲାଡ୍କଃର୍ତା ଦଃର୍କାର୍, ଇ କଃତା ତୁମିମଃନ୍ ମୁଳେହୁଣି ସୁଣି ଆଚାସ୍ ।
ଜେ ଅଃହ୍ଣାର୍ ବାୟ୍ବେଣିକେ ଲାଡ୍ ନଃକେରେ ସେ ନଃର୍ମାରୁ; ଆର୍ ନଃର୍ମାରୁ ତଃୟ୍ ଜେ ଅଃମ୍ବର୍ ଜିବନ୍ ନାୟ୍ ଇରି ତୁମିମଃନ୍ ଜାଣା ଜିସୁକ୍ରିସ୍ଟ ଅଃମାର୍ ଗିନେ ଜିବନ୍ ଦିଲାକ୍, ଅଃମିମଃନ୍ ଲାଡ୍ କାୟିରି ଜାଣି ଆଚୁ; ଆରେକ୍ ବାୟ୍ ବେଣିମଃନାର୍ ଗିନେ ହେଁ ଅଃମାର୍ ଜିବନ୍ ଦେତାର୍ ଲଳା ।
ଜିସୁକ୍ରିସ୍ଟ ଅଃମାର୍ ଗିନେ ଜିବନ୍ ଦିଲାକ୍, ଅଃମିମଃନ୍ ଲାଡ୍ କାୟିରି ଜାଣି ଆଚୁ; ଆରେକ୍ ବାୟ୍ ବେଣିମଃନାର୍ ଗିନେ ହେଁ ଅଃମାର୍ ଜିବନ୍ ଦେତାର୍ ଲଳା ।
ଏ ଲାଡାର୍ ବାୟ୍ବେଣିମଃନ୍ ଆସା ଅଃମିମଃନ୍ ଏକ୍ଆରେକ୍ ଲାଡ୍ କଃରୁଆଁ, ବଃଲେକ୍ ଲାଡ୍ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍, ଆର୍ ଜୁୟ୍ଲକ୍ ଲାଡ୍ କଃରେଦ୍, ସେ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍ ଆର୍ ସେ ଇସ୍ୱର୍କେ ଜାଣେଦ୍ । ଜେ ଏକ୍ଆରେକ୍କେ ଲାଡ୍ ନଃକେରେ, ସେ ଇସ୍ୱର୍କେ ନଃଜାଣେ, କାୟଃତାକ୍ବଃଲେକ୍ ଇସ୍ୱର୍ ତ ଲାଡ୍କାରି