Ano novo
O Ano Novo é oportunidade de renovação e consagração. A Bíblia convida a esquecer o que ficou para trás e avançar em fé, confiança e esperança em Deus.
ଏ ବାୟ୍ମଃନ୍ ହଃଚାର୍ କଃତା ସଃବୁ ମଃନେହୁଣି ଦୁର୍ କଃରି ଆଗ୍ବାଟାର୍ ବିସୟ୍ମଃନ୍ ମଃନେ ଦଃରି କ୍ରିସ୍ଟ ଜିସୁର୍ତଃୟ୍ ଇସ୍ୱରାର୍ ସଃର୍ଗେ କୁଦ୍ଲାର୍ ହାଣ୍ ହାଉଁକ୍ ସଃରାସଃରି ହଃତେକ୍ ଦଃବ୍ଳୁଲେ ମୁୟ୍ଁ ସଃଳ୍କେ ସଃନ୍ଦିଏ ହଚୁକେ ଦଃବ୍ଳୁଲେ ପୁରିସ୍କାର୍ ହାୟ୍ନ୍ଦ୍ ବଃଲି ଜୁୟ୍ତାର୍ ଗିନେ ମକେ ଇସ୍ୱର୍ ଜିସୁ କ୍ରିସ୍ଟର୍ ଦଃୟି ଜିବନେ କଃରି ଆଚେ ।
ଟିକ୍ ଟାଣେ ହଚ୍ତା ହଃତେକ୍ ଦଃବୁଳ୍ତାର୍
ମୁୟ୍ଁ ଜେ ଅଃବେ ସେ ସଃବୁ ହାୟ୍ଆଚି କି ସିଦ୍ ଅୟି ଆଚି, ସେରି ନାୟ୍, ମଃତର୍ କ୍ରିସ୍ଟ ଜିସୁ ମକ୍ କୁଦି ରିଲାକେ ସେତାର୍ ଇନାମ୍ ହାଉଁକେ ଦଃବ୍ଳୁଲେ । ଏ ବାୟ୍ମଃନ୍ ହଃଚାର୍ କଃତା ସଃବୁ ମଃନେହୁଣି ଦୁର୍ କଃରି ଆଗ୍ବାଟାର୍ ବିସୟ୍ମଃନ୍ ମଃନେ ଦଃରି କ୍ରିସ୍ଟ ଜିସୁର୍ତଃୟ୍ ଇସ୍ୱରାର୍ ସଃର୍ଗେ କୁଦ୍ଲାର୍ ହାଣ୍ ହାଉଁକ୍ ସଃରାସଃରି ହଃତେକ୍ ଦଃବ୍ଳୁଲେ ମୁୟ୍ଁ ସଃଳ୍କେ ସଃନ୍ଦିଏ ହଚୁକେ ଦଃବ୍ଳୁଲେ ପୁରିସ୍କାର୍ ହାୟ୍ନ୍ଦ୍ ବଃଲି ଜୁୟ୍ତାର୍ ଗିନେ ମକେ ଇସ୍ୱର୍ ଜିସୁ କ୍ରିସ୍ଟର୍ ଦଃୟି ଜିବନେ କଃରି ଆଚେ ।
ତଃବେ, ଆସା, ଅଃମିମଃନ୍ ଜଃତିଲକ୍ ସିଦ୍, ଇହଃର୍କାର୍ ମଃନ୍ବାବ୍ ଦଃରୁଆଁ, ଆର୍ ଜଦି କାୟି ବିସୟେ ତୁମିମଃନାର୍ ମଃନ୍ବାବ୍ ବିନ୍ ରଃକମ୍ ରିଲେକ୍, ତଃବେ ଇରି ହେଁ ଇସ୍ୱର୍ ତୁମିମଃନାର୍ ତଃୟ୍ ଜାଣାୟ୍ଦ୍ ।
ଇତାର୍ ଗିନେ ଜେ କ୍ରିସ୍ଟର୍ ତଃୟ୍ ଆଚେ, ତଃବେ ସେ ନଃଉଆଁ କଃରି ଜଃଲମ୍ ଅୟିଆଚେ; ହଃର୍ନା କଃତା ସଃବୁ ନଃସ୍ଟ୍ ଅୟିଆଚେ, ଦଃକ୍, ସଃବୁ କଃତା ନଃଉଆଁ ଅୟିଆଚେ ।
ଗଟେକ୍ ଜିବନାର୍ ବଃର୍ସା
ଅଃମିମଃନାର୍ ମାପୁର୍ ଜିସୁକ୍ରିସ୍ଟାର୍ ଇସ୍ୱର୍ ଆର୍ ଉବା ଇସ୍ୱରାର୍ ଜୁଆର୍; ବଃଲେକ୍ ସେ ତାର୍ ଅଲେକାର୍ ଦଃୟାୟ୍ ଜିସୁ କ୍ରିସ୍ଟକେ ମଃର୍ନେ ହୁଣି ଉଟାୟ୍ କଃରି ଅଃମିକ୍ ନଃଉଆଁ ଜିବନ୍ ଦଃୟ୍ଆଚେ । ଇରି ଅଃମିମଃନ୍କେ ଜିବନ୍ ବଃର୍ସାୟ୍ ହୁର୍ନ୍ କଃରିଆଚେ ।
ମଃତର୍ ଜୁୟ୍ମଃନ୍ ଇସ୍ୱର୍କେ କଜ୍ତି ସେମଃନ୍ ନଃଉଆ ନଃଉଆ ବଃଳ୍ହାଉତି; ସେମଃନ୍ ବିରା ଚେଳେ ହର୍ ଡେଣାୟ୍ ଉହ୍ରେ ଉଟ୍ତି; ସେମଃନ୍ ତାକି ନଃକେରି ଦଃବୁଳ୍ତି, ସେମଃନ୍ ତାକିନଃକେରି ଇଣ୍ଡ୍ତି।
ଆର୍ ଇ ଗୁଣ୍ ଉହ୍ରେ ଲାଡ୍କେ ହୁଙ୍ଗ୍ରା, ଇରି ସଃବୁ ସିଦ୍ କଃରି ଗଟେକ୍ କଃରେଦ୍ । ଆର୍, କ୍ରିସ୍ଟର୍ ଦିଲା ଜୁୟି ସୁସ୍ତା ବଗ୍ କଃରୁକେ ତୁମିମଃନ୍କେ ଗଟେକ୍ ଗଃଗାଳ୍ ହର୍ କୁଦାୟ୍ ଅୟି ଆଚାସ୍, ସେରି ତୁମିମଃନାର୍ ମଃନେ ରାୟ୍ଜ୍କଃର; ଆରେକ୍ ତୁମିମଃନ୍ ସଃବୁବଃଳ୍ ଦନ୍ୟବାଦ୍ ଦିଆସ୍ ।
ସେ ହଃତି ବିସୟ୍କେ ତାର୍ ସଃମୟେ ସୁନ୍ଦୁର୍ କଃରିଆଚେ; ସେ ସେମଃନ୍କାର୍ ହୁର୍ଦେ କାଳ୍ ହଃତେକ୍ ରଃକିଆଚେ; ତଃବେହେଁ ମାପୁର୍ ହଃର୍ତୁମ୍ ଟାଣୁ ସେସ୍ ହଃତେକ୍ ଜୁଣ୍ କାମ୍ କଃରିଆଚେ, ମାନାୟ୍ ସେତିର୍ ଅଃର୍ତ୍ ବୁଜୁ ନଃହାରେ।
ଅଃମିମଃନାର୍ ଜଃଗତାର୍ ଉବାମଃନାର୍ ଆକାୟ୍ ଜାୟ୍ରି ନିକ ସେ ହଃର୍କାରେ ସେମଃନ୍ ଅଃଳକ୍ ଦିନାର୍ ଗିନେ ଅଃମିମଃନ୍କେ ସାସନ୍ କଃଲାୟି; ମଃତର୍ ଅଃମିମଃନ୍ ଜଃନ୍କଃରି ତାର୍ ପବିତ୍ର ତଃୟ୍ ବାଗିଦାରି ଅଃଉଁନ୍ଦ୍, ଇତାର୍ ଗିନେ ସେ ଅଃମିମଃନାର୍ ବଃଲାର୍ ଗିନେ ସାସନ୍ କଃରେଦ୍ । ସାସନ୍ ଅଃବେ ସଃର୍ଦାର୍ ବଃଲି ଜାଣା ନଃହେଳି ଦୁକାର୍ ବଃଲି ଜାଣା ଅୟ୍ଦ୍; ଅୟିଲେକ୍ ଜୁୟି ଲକ୍ମଃନ୍ ସେତାର୍ ତଃୟ୍ ସିକ୍ୟା ହାୟ୍ଁ ଆଚ୍ତି, ସେରି ହଃଚେ ସେମଃନ୍କେ ସୁସ୍ତାର୍ ହଃଳ୍ ହର୍ ଦଃର୍ମି ଦଃନ୍ ଦଃୟ୍ଦ୍ ।
ବଃଡ୍ହାଣ୍ ଅଃଉଆ ନାୟ୍
ଅଃବେ ଦଃକା, ଜୁୟ୍ମଃନ୍ କଃଉଁଲାସ୍, ଆଜି ନୟ୍ଲେକ୍ କାଲି ଅଃମିମଃନ୍ ଅମ୍କ ଗଃଳେ ଜଃଉଁନ୍ଦ୍ ଆର୍ ସେତି ଗଟେକ୍ ବଃର୍ସ୍ ହଃତେକ୍ ରଃୟ୍ ବେପାର୍ ବାଟ୍ କଃରି ଲାବ୍ କଃରୁନ୍ଦ୍ । ମଃତର୍ କାଲି କାୟିରି ଗଃଟେଦ୍, ସେରି ତୁମିମଃନ୍ ନଃଜାଆସ୍ । ତୁମାର୍ ଜିବନ୍ କୁଳି ଦୁଆଁ ହର୍, ଚଃନେକ୍ସେ ରଃୟ୍ଦ୍ ଆର୍ ତାର୍ ହଃଚେ କେଣେକି ମଃୟାଅୟ୍ଦ୍ । ଇତାର୍ ଗିନେ ମାପୁରାର୍ ଇଚା ଅୟିଲେକ୍ ଅଃମିମଃନ୍ ଜିବନ୍ ରଃୟ୍ ଇରି କଃରୁଆଁ କି ସେରି କଃରୁଆଁ, ଇବାନ୍ୟା କଃଉତାର୍ ତୁମାର୍ ଦଃର୍କାର୍ । ମଃତର୍ ଅଃବେ ତୁମିମଃନ୍ ବଃଡ୍ହାଣ୍ ଅୟି ଗଃର୍ବ୍ କଃରୁଲାସ୍; ଇରଃକମ୍ ଗଃର୍ବ୍ କଃର୍ତାର୍ କଃରାପ୍ ଅୟ୍ଦ୍ ।
ମଃନେ ରଃକା, ଜେ ସଃତ୍ କାମ୍ କଃରୁକେ ଜାଣି ସେରି ନଃକେରେ, ତାର୍ ହାହ୍ ଅୟ୍ଦ୍ ।