Bom ânimo
Tende bom ânimo! Jesus repetiu estas palavras aos seus discípulos em meio às tempestades. No mundo tereis aflições, mas Ele já venceu o mundo — e nos dá coragem para enfrentar tudo.
ତୁମିମଃନ୍ ଜଃନ୍କଃରି ମର୍ ଲଃଗେ ରଃୟ୍ ସୁସ୍ତା ହାଉଆସ୍, ଇତାର୍ ଗିନେ ମୁୟ୍ ତୁମିମଃନ୍କେ ଇ ସଃବୁ କଃତା କଃଉଁଲେ । ଜଃଗତେ ତୁମାର୍ ଗିନେ ଦୁକ୍ କଃସ୍ଟ ଆଚେ, ମଃତର୍ ସାସ୍ ଦଃରା, ମୁୟ୍ ଜଃଗତ୍କେ ଜିଣି ଆଚି ।"
ତୁୟ୍ ଡିର୍ନାୟ୍, କାୟିତାକ୍ ବଃଲେକ୍ ମୁୟ୍ ତର୍ସଃଙ୍ଗ୍ ଆଚି; ନିରାସ୍ ନଃଉ, ମୁୟ୍ ତର୍ ଇସ୍ୱର୍; ମୁୟ୍ ତକେ ବଃଳ୍ ଜାଗାୟିନ୍ଦ୍; ହେଁ ମୁୟ୍ ତକେ ଉହ୍କାର୍ କଃରିନ୍ଦ୍; ହେଁ ମୁୟ୍ ନିଜାର୍ ଦଃର୍ମ୍ ଗଃଳ୍ହର୍ କାତା ଆତେ ଦଃରି ରଃକିନ୍ଦ୍।
କାୟିତାକ୍ବଃଲେକ୍ ଇସ୍ୱର୍ ଅଃମିକ୍ ଡିର୍ତା ଆତ୍ମା ନଃଦ୍ୟ୍, ମଃତର୍ ସଃକ୍ତି, ଲାଡ୍ ଆର୍ ନିକ ବୁଦିର୍ ଆତ୍ମା ଦଃୟି ଆଚେ ।
ମର୍ ବଃଳ୍କାରିର୍ କ୍ରିସ୍ଟର୍ ଉହ୍କାରେ ମୁୟ୍ଁ ସଃବୁ କଃରୁହାରି ।
ମଃତର୍ ଜିସୁ ସେଦାହ୍ରେ ସେମଃନାର୍ ସଃଙ୍ଗ୍ ଟଣ୍ଡ୍ଅୟ୍ କୟ୍ଲା, "ସାସ୍ ଦଃରା, ଇରି ତ ମୁଁୟ୍, ଡିରି ଜାହାନାୟ୍ ।"
କାୟିତାକ୍ବଃଲେକ୍ ସଃବୁଲକ୍ ତାକ୍ ଦଃକି ଡିରି ଗଃଲାୟି ।
ମଃତର୍ ଜିସୁ ତଃତ୍କାଣ୍ ତାକାର୍ ସଃଙ୍ଗ୍ କଃତାଅୟ୍ କୟ୍ଲା, "ଡିରା ନାୟ୍ ସାସ୍ ଦଃରା, ଇରି ତ ମୁଁୟ୍ ।"
ସେତାକ୍ ଜିସୁ ତାକେ କୟ୍ଲା, "ଜିଇ, ତର୍ ବିସ୍ୱାସ୍ ତକେ ଉଜ୍ କଃଲି ଆଚେ, ସୁସ୍ତା ଅୟି ଜାଆ ।"
ତଃବେ ଅଃମିମଃନ୍ ସଃବୁବଃଳ୍ ସାସ୍ ଦଃରି ଆଚୁ, ଆର୍ ଇ ଗଃଗାଳାର୍ ଗଃରେ ଜୁୟି ହଃତେକ୍ ବାସା କଃରୁଲୁ, ସେ ହଃତେକ୍ ଜେ ଅଃମିମଃନ୍ ମାପୁରାର୍ ଗଃରେହୁଣି ଦୁରିକ୍ ବାସା କଃରୁଲୁ, ଇତି ଜାଣିଆଚୁ ।
ବିପଦ୍ ଦିନେ ତୁମି ସାସ୍ ଆରାଉଆସ୍ , ତୁମାର୍ ସଃକ୍ତି ଅଃଳକ୍ ଅୟିଦ୍।
ତଃବେ ବାୟ୍ମଃନ୍ ସାସ୍ଦଃରା କାୟିତାକ୍ ବଃଲେକ୍ ଇସ୍ୱର୍ ତଃୟ୍ ମର୍ ବିସ୍ୱାସ୍ ଆଚେ ଜେ, ମକ୍ ଜଃନ୍କଃରି କଃଉଆ ଅୟିଆଚେ, ସେବାନ୍ୟା ଗଃଟେଦ୍ ।
କାୟିତାକ୍ବଃଲେକ୍ ଜେ ତୁମିମଃନାର୍ ମଃନ୍ବିତ୍ରେ ନିକ କାମ୍ କଃରି ଆଚ୍ତି, ସେ କ୍ରିସ୍ଟ ଜିସୁର୍ ଆସ୍ତା ଦିନ୍ ହଃତେକ୍ ସେରି ସାଦୁନ୍ କଃରି ସିଦ୍ କଃରେଦ୍, ଇରି ତ ମୁୟ୍ ଅଃଟୁଆ ବାବେ ବିସ୍ୱାସ୍ କଃରୁଲେ;
ଇତାର୍ ଗିନେ ତୁମିମଃନ୍ ସଃର୍ଦା କଃରା, ଅଃୟ୍ଲେକ୍ହେଁ ଅଃବେ ଅଃଳକ୍ ଦିନାର୍ ଗିନେ ତୁମିମଃନ୍କେ ଗାଦା ପରିକ୍ୟାୟ୍ ଦୁକ୍ବୟ୍ଗ୍ କଃରୁକେ ଅୟ୍ଦ୍ ।
ତୁମିମଃନାର୍ ହାକ୍ ଆସି, ମୁୟ୍ଁ ହାୟ୍ରିଲା ଆତ୍ମିକ୍ ଦାନ୍ ବିସୟ୍ ତୁମିମଃନ୍କେ ଜାଣାୟି କଃରି ତୁମିମଃନାର୍ ବିସ୍ୱାସ୍କେ ଅଃଟୁଆ କଃରିନ୍ଦ୍, ଇରି ମର୍ ବଃଡେ ମଃନ୍ । ଇତାର୍ ଗିନେ ଅଃମି ଏକ୍ଆରେକାର୍ ବିସ୍ୱାସ୍କେ ଅଃଟୁଆ କଃରୁ ହାରୁଆଁ ।
ସେତାର୍ ଗିନେ ଅଃମିମଃନ୍ କାନିକଃର୍ମ୍ ନଃଉଁ, ମଃତର୍ ଅଃମାର୍ ହଃଦାର୍ ମାନାୟ୍ ନଃସ୍ଟ୍ ଅୟିଲେକ୍ ହେଁ ଅଃମିମଃନାର୍ ମଃନ୍ ବିତ୍ରାର୍ ମାନାୟ୍ ଦିନ୍କେ ଦିନ୍ ନଃଉଆଁ ଅଃଉଁଲି ।
ଇତାର୍ ଗିନେ ଅଃବେ ଜଃନ୍କଃରି କଃରୁଲାସ୍, ସେବାନ୍ୟା ଗଟ୍ ଲକ୍ ଆରେକ୍ ଗଟ୍ ଲକ୍କେ ଦୁକ୍ ହାସ୍ରାଉଆ ଆର୍ ଉହ୍କାର୍ କଃର୍ତି ରିଆ ।
ଇତାର୍ ଗିନେ ଏ ବାୟ୍ବେଣିମଃନ୍, ଅଃମିମଃନାର୍ ସଃବୁ ବିପ୍ତି ଆର୍ ଦୁକ୍ବୟ୍ଗ୍ ବଃଳ୍ ତୁମାର୍ କଃତାୟ୍ ଦୁକ୍ ହାସ୍ରି ଆଚି । ତୁମିମଃନାର୍ ଅଃଟୁଆ ବିସ୍ୱାସ୍ ହଃକା ଅଃମିମଃନ୍କେ ବାଚାୟ୍ ଆଚେ ।