Casamento
O casamento é aliança sagrada instituída por Deus. Ele une marido e mulher em uma só carne — pacto de amor, fidelidade e companheirismo que reflete o amor de Cristo pela Igreja.
Fundamento divino
Não é bom que o homem esteja só. Deus criou o casamento como aliança de companheirismo, amor e fecundidade.
ଇସ୍ୱର୍ କୟ୍ଲା, "ମାନାୟ୍ ଅଃବ୍କା ଗଟେକ୍ ଲକ୍ ରେତାର୍ ନିକ ନାୟ୍, ମୁୟ୍ ତାର୍ ଗିନେ ତାର୍ ରୁହ୍ ହର୍ ସଃଙ୍ଗ୍ଉଆଳି ମାୟ୍ଜି ହାଜିନ୍ଦ୍।"
ମାପୁର୍ ଆଦମ୍କେ ନିଦ୍କଃରାୟ୍ ନିଦ୍ କଃଲାବଃଳ୍ ତାର୍ ଗଟେକ୍ ହଃଞ୍ଜ୍ରା ଆଡ୍ ନଃୟ୍ ମାସ୍ ସଃଙ୍ଗ୍ ସେ ଜଃଗା ହୁରୁଣ୍ କଃଲା। ଆର୍ ଇସ୍ୱର୍ ଆଦମ୍ ତଃୟ୍ ହୁଣି ଜୁୟି ହଃଞ୍ଜ୍ରା ଆଡ୍ ନିଲା, ସେ ଆଡ୍ ସଃଙ୍ଗ୍ ଗଃଟେକ୍ ମାୟ୍ଜିଟକି ହାଜିକଃରି ଆଦମାର୍ ଚଃମେ ଆଣ୍ଲା। ସେତାକ୍ ଆଦମ୍ କୟ୍ଲା, "ଅଃବେ ଅୟ୍ଲି; ଇରି ମର୍ ଆଡାର୍ ଆଡ୍ ଆର୍ ମାସାର୍ ମାସ୍; ଇତାର୍ ନାଉ ଅୟ୍ଲି ମାୟ୍ଜି,କାୟିତାକ୍ ବଃଲେକ୍ ଅଃଣ୍ଡ୍ରା ମାନାୟ୍ ତଃୟ୍ ହୁଣି ଇରି ଆସି ଆଚେ।" ଇତାର୍ ଗିନେ ମାନାୟ୍ ନିଜାର୍ ଆୟା ଉବାକେ ଚାଡି ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜତାୟ୍ ରଃୟ୍ଦ୍, ଆର୍ ସେମଃନ୍ ଗଟେ ଗଃଗାଳ୍ ଅଃଉତି।
ଇତାର୍ ଗିନେ ମାନାୟ୍ ନିଜାର୍ ଆୟା ଉବାକେ ଚାଡି ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜତାୟ୍ ରଃୟ୍ଦ୍, ଆର୍ ସେମଃନ୍ ଗଟେ ଗଃଗାଳ୍ ଅଃଉତି। ଆଦମ୍ ଆର୍ ତାର୍ ଡକୁର୍ସି,ଦୁଇଲକ୍ ନଃଗ୍ଳା ରିଲେକ୍ ହେଁ ସେମଃନ୍ ଲାଜ୍ ବଃଲି ଜାଣି ନଃରିଲାୟ୍।
ଇତାର୍ ଗିନେ ମାନାୟ୍ ନିଜାର୍ ଆୟା ଉବାକେ ଚାଡି ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜତାୟ୍ ରଃୟ୍ଦ୍, ଆର୍ ସେମଃନ୍ ଗଟେ ଗଃଗାଳ୍ ଅଃଉତି।
ଆର୍ ଇସ୍ୱର୍ ଆଦମ୍ ତଃୟ୍ ହୁଣି ଜୁୟି ହଃଞ୍ଜ୍ରା ଆଡ୍ ନିଲା, ସେ ଆଡ୍ ସଃଙ୍ଗ୍ ଗଃଟେକ୍ ମାୟ୍ଜିଟକି ହାଜିକଃରି ଆଦମାର୍ ଚଃମେ ଆଣ୍ଲା। ସେତାକ୍ ଆଦମ୍ କୟ୍ଲା, "ଅଃବେ ଅୟ୍ଲି; ଇରି ମର୍ ଆଡାର୍ ଆଡ୍ ଆର୍ ମାସାର୍ ମାସ୍; ଇତାର୍ ନାଉ ଅୟ୍ଲି ମାୟ୍ଜି,କାୟିତାକ୍ ବଃଲେକ୍ ଅଃଣ୍ଡ୍ରା ମାନାୟ୍ ତଃୟ୍ ହୁଣି ଇରି ଆସି ଆଚେ।" ଇତାର୍ ଗିନେ ମାନାୟ୍ ନିଜାର୍ ଆୟା ଉବାକେ ଚାଡି ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜତାୟ୍ ରଃୟ୍ଦ୍, ଆର୍ ସେମଃନ୍ ଗଟେ ଗଃଗାଳ୍ ଅଃଉତି।
ଇତାର୍ ହଃଚେ ଇସ୍ୱର୍ କୟ୍ଲା, "ମୁୟି ମର୍ ନିଜାର୍ ରୁହେ ଆର୍ ନିଜାର୍ ମୁର୍ତିୟେ ମାନାୟ୍ ତିଆର୍ କଃରିନ୍ଦ୍। ସେମଃନ୍ ହାଣିୟେ ରେତା ମାଚ୍ମଃନ୍ ଆର୍ ଉହ୍ରେ ଉଡ୍ତା ଚେଳେମଃନ୍କେ ଆର୍ ହସୁ ମଃନ୍କେ ଆର୍ ହୁର୍ତିବିର୍ ବୁୟେଁ ବୁଲ୍ତା ସଃବୁ ଜିବ୍ଜଃତୁ ଉହ୍ରେ ଅଃଦିକାର୍ କଃର୍ତି" ଇତାର୍ ହଃଚେ ଇସ୍ୱର୍ ଅଃହ୍ଣାର୍ ମୁର୍ତିୟେ ମାନାୟ୍କେ ଉବ୍ଜାଣ୍ କଃଲା; ଇସ୍ୱର୍ ନିଜାର୍ ମୁର୍ତିୟେ ସେ ମାନାୟ୍ ତିଆର୍ କଃଲା; ଅଃଣ୍ଡ୍ରା ଆର୍ ମାୟିଜି କଃରି ସେ ସେମଃନ୍କେ ତିଆର୍ କଃଲା। ଆରେକ୍ ଇସ୍ୱର୍ ସେମଃନ୍କେ ଆସିର୍ବାଦ୍ କଃଲା; ଆର୍ ସେମଃନ୍କେ କୟ୍ଲା, "ହଅ ହିଲା ଜାତ୍ କଃରା ଆର୍ ବୁତେକ୍ ବଃଉଁସ୍ ଅଃଉଆ, ଆର୍ ହୁର୍ତିବିକେ ହୁର୍ନ୍କଃରି ନିଜାର୍ ତଃଳ୍ୟା କଃରା ଆର୍ ହାଣିୟେ ବାଚ୍ତା ମାଚ୍ମଃନ୍ ଆର୍ ଉହ୍ରେ ଉଡ୍ତା ଚେଳେମଃନ୍ ଆର୍ ବୁୟେଁ ରାଙ୍ଗ୍ତା ଜଃତୁମଃନାର୍ ଉହ୍ରେ ଅଃଦିକାର୍ କଃରା।"
ଆଦମ୍ ତାର୍ ଡକୁର୍ସି ହବା ସଃଙ୍ଗ୍ ସଃଉଆବଃସା କଃଲାକେ,ଗଃର୍ବ୍ବାସ୍ ଅୟି କୟିନ୍ ନାଉଁଆର୍ ଗଃଟେକ୍ ହୟ୍ସିକେ ଜଲମ୍ କଃରି କୟ୍ଲି, "ଜେହବା ଉହ୍କାରେ ମର୍ ଗଟେକ୍ ହଅ ଜଃଲମ୍ ଅୟିଆଚେ।"
ଇତାର୍ ହଃଚେ ଆଦମ୍ ଆରେକ୍ ନିଜାର୍ ଡକୁର୍ସି ସଃଙ୍ଗ୍ ସଃଉଆବଃସା କଃଲା, ସେ ଗଟେକ୍ ହୟିସି ଜଃଲମ୍କଃରି ତାର୍ ନାଉ ସେତ ଦିଲା ଜୁଣ୍ତାର୍ ଗିନେ ସେ କୟ୍ଲା, ମାପୁର୍ "ହେବଲାର୍ ବାଦୁଲେ ଆରେକ୍ ଗଟେକ୍ ହଅ ମକେ ଦଃୟ୍ଆଚେ। କାୟିତାକ୍ ବଃଲେକ୍ କୟିନ ତାକେ ମଃର୍ନେ ମାରିଆଚେ।"
Fidelidade conjugal
O que Deus ajuntou não separe o homem. O casamento deve ser honrado e o leito matrimonial preservado sem impureza.
ଇତାକ୍ ସେମଃନ୍ ଆର୍ ବିନ୍ ନଃଉତି, ମଃତର୍ ଗଟେକ୍ ଅଃଉତି; ବଃଲେକ୍ ଜାୟ୍ରି ଇସ୍ୱର୍ ମିସାୟ୍ ଆଚେ, ମାନାୟ୍ ସେରି ଅଃଲ୍ଗା ଅଃଲ୍ଗା ନଃକେର ।"
ଜିସୁ କୟ୍ଲା, "ତୁମିମଃନ୍ କାୟିରି ଦଃର୍ମ୍ ସାସ୍ତର୍ ନଃହଳାସ୍ ? ରାଜି ଉବ୍ଜାୟ୍ଲା ମାପୁର୍ ଆଗେହୁଣି ସେମଃନ୍କେ ଅଃଣ୍ଡ୍ରା ଆର୍ ଟକି କଃରି ତିଆର୍ କଃରିଆଚେ । ଆର୍ କୟ୍ଲା, ‘ଇତାର୍ ଗିନେ ମାନାୟ୍ ଆୟାଉବାକ୍ ଚାଡେଦ୍ ଆର୍ ଅଃହ୍ଣାର୍ ମାୟ୍ଜି ଟାଣେ ମଃନ୍ ଦଃୟଃଦ୍ ଆର୍ ଦୁୟ୍ ଲକ୍ ଗଟେକ୍ ଅଃଉତି ।’ ଇତାକ୍ ସେମଃନ୍ ଆର୍ ବିନ୍ ନଃଉତି, ମଃତର୍ ଗଟେକ୍ ଅଃଉତି; ବଃଲେକ୍ ଜାୟ୍ରି ଇସ୍ୱର୍ ମିସାୟ୍ ଆଚେ, ମାନାୟ୍ ସେରି ଅଃଲ୍ଗା ଅଃଲ୍ଗା ନଃକେର ।"
ଆର୍ କୟ୍ଲା, ‘ଇତାର୍ ଗିନେ ମାନାୟ୍ ଆୟାଉବାକ୍ ଚାଡେଦ୍ ଆର୍ ଅଃହ୍ଣାର୍ ମାୟ୍ଜି ଟାଣେ ମଃନ୍ ଦଃୟଃଦ୍ ଆର୍ ଦୁୟ୍ ଲକ୍ ଗଟେକ୍ ଅଃଉତି ।’ ଇତାକ୍ ସେମଃନ୍ ଆର୍ ବିନ୍ ନଃଉତି, ମଃତର୍ ଗଟେକ୍ ଅଃଉତି; ବଃଲେକ୍ ଜାୟ୍ରି ଇସ୍ୱର୍ ମିସାୟ୍ ଆଚେ, ମାନାୟ୍ ସେରି ଅଃଲ୍ଗା ଅଃଲ୍ଗା ନଃକେର ।"
"ଆରେକ୍ ଲେକା ଆଚେ, ‘ଜୁୟ୍ଲକ୍ ଅଃହ୍ଣାର୍ ମାୟ୍ଜିକେ ଚାଡେଦ୍, ସେ ତାକ୍ ଚାଡ୍ହଃତାର୍ ଲେକି ଦେଉଅ ।’ ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ଲକ୍ ଅଃହ୍ଣାର୍ ମାୟ୍ଜିକେ ଦାରିକାମାର୍ ଦଃସ୍ ଚାଡି ବିନ୍ କାମାର୍ ଗିନେ ଚାଡେଦ୍, ତଃବେ ସେ ତାକ୍ ଦାରିଆଣି କଃରାୟ୍ଦ୍, ଆର୍ ଜୁୟି ଲକ୍ ସେ ଚାଡ୍ଲା ମାୟ୍ଜିକେ ସଃଙ୍ଗାୟ୍ଦ୍, ସେ ହେଁ ଦାରିକାମ୍ କଃରେଦ୍ ।"
"ତୁମିମଃନ୍ ସୁଣି ଆଚାସ୍, ଲେକାଆଚେ, ‘ଦାରିକାମ୍ କଃରା ନାୟ୍ ।’ ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ଲକ୍ ଜୁୟି ମାୟ୍ଜିକେ କଃରାପ୍ ଆକାୟ୍ ଦଃକେଦ୍, ସେ ତାର୍ ସଃଙ୍ଗ୍ ମଃନ୍ ବିତ୍ରେ ଦାରିକାମ୍ କଃରି ସଃର୍ଲାନି ।
ସେମଃନ୍ କୟ୍ଲାୟ୍, "ଚାଡ୍ହଃତାର୍ ଲେକି ଦଃୟି ମାୟ୍ଜି ଚାଡୁକ୍ ମସା ବିଦି ଦିଲାଆଚେ ।"
ଜିସୁ ସେମଃନ୍କେ କୟ୍ଲା, "ତୁମିମଃନାର୍ ଅଃଟୁଆ ମଃନ୍ ଦଃକି ମସା ତୁମାର୍ ଗିନେ ଇ ସଃବୁ ଆଦେସ୍ ଲେକି ଆଚେ । ମଃତର୍ ହୁର୍ତିବିର୍ ଉବ୍ଜାଣାର୍ ତଃୟ୍ହୁଣି ଇସ୍ୱର୍ ସେମଃନ୍କେ ଅଃଣ୍ଡ୍ରା ଆର୍ ଟକିକଃରି ହାଜ୍ଲା ଆଚେ । ଇତାର୍ ଗିନେ ଗଟ୍ ମାନାୟ୍ ଆୟ୍ସି ଉବାସିକ୍ ଚାଡି ଦୁୟ୍ଲକ୍ ଗଟେକ୍ ଗଃଗାଳ୍ ଅଃଉତି । ଇତାକ୍ ସେମଃନ୍ ଆର୍ ଜଳେକ୍ ଗଃଗାଳ୍ ନୟ୍, ମଃତର୍ ଗଟେକ୍ ଗଃଗାଳ୍ ଅଃଉତି । ଇସ୍ୱର୍ ଜାୟ୍ରି ମିସାୟ୍ ଆଚେ, ମାନାୟ୍ ସେରି ବିନ୍ବିନ୍ ନଃକେର ।"
ଆର୍ ଜଦି ଗଟ୍ ଲକାର୍ ଡକୁର୍ସି, ନିଜାର୍ ଅଃଣ୍ଡ୍ରାକେ ଚାଡି ବିନ୍ ଅଃଣ୍ଡ୍ରାକେ ଗଃର୍ କଃରେଦ୍ ତଃବେ ସେ ଦାରିକାମ୍ କଃରେଦ୍ ।"
ବିବା ସଃବୁ ଲକାର୍ ବିତ୍ରେ ମାନ୍ତିର୍ ଅଃଉଅ ଆର୍ ମାୟ୍ଜିଅଃଣ୍ଡ୍ରା ସଃଉତାର୍ ନିର୍ମୁଳ୍ ଅଃଉଅ, କାୟିତାକ୍ବଃଲେକ୍ ଇସ୍ୱର୍ ଗଃଗାଳାର୍ ସୁକ୍ ଲଳ୍ତା ଲକାର୍ ଆର୍ ଦାରିମଃନାର୍ ବିଚାର୍ କଃରେଦ୍ ।
ବିବା ସଃବୁ ଲକାର୍ ବିତ୍ରେ ମାନ୍ତିର୍ ଅଃଉଅ ଆର୍ ମାୟ୍ଜିଅଃଣ୍ଡ୍ରା ସଃଉତାର୍ ନିର୍ମୁଳ୍ ଅଃଉଅ, କାୟିତାକ୍ବଃଲେକ୍ ଇସ୍ୱର୍ ଗଃଗାଳାର୍ ସୁକ୍ ଲଳ୍ତା ଲକାର୍ ଆର୍ ଦାରିମଃନାର୍ ବିଚାର୍ କଃରେଦ୍ ।
ବିବା ସଃବୁ ଲକାର୍ ବିତ୍ରେ ମାନ୍ତିର୍ ଅଃଉଅ ଆର୍ ମାୟ୍ଜିଅଃଣ୍ଡ୍ରା ସଃଉତାର୍ ନିର୍ମୁଳ୍ ଅଃଉଅ, କାୟିତାକ୍ବଃଲେକ୍ ଇସ୍ୱର୍ ଗଃଗାଳାର୍ ସୁକ୍ ଲଳ୍ତା ଲକାର୍ ଆର୍ ଦାରିମଃନାର୍ ବିଚାର୍ କଃରେଦ୍ ।
Amor como Cristo
Maridos, amai vossas mulheres como Cristo amou a igreja. O amor conjugal reflete o evangelho em ação.
ଏ ଅଃଣ୍ଡ୍ରାମଃନ୍, କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିକେ ଲାଡ୍ କଃରି, ତାର୍ ଗିନେ ନିଜାର୍ ଜିବନ୍ ଦିଲା, ତୁମିମଃନ୍ ହେଁ ଟିକ୍ ସେନ୍କଃରି ନିଜାର୍ ନିଜାର୍ ମାୟ୍ଜିମଃନ୍କେ ଲାଡ୍ କଃରା । କ୍ରିସ୍ଟ ମଣ୍ଡ୍ଳିକେ ବାକ୍ୟ ଆର୍ ଜାଣାୟି ଦୟ୍ ନିର୍ମୁଳ୍କଃରି ଇସ୍ୱର୍କେ ଦିଲା,
ଏ ଅଃଣ୍ଡ୍ରାମଃନ୍, କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିକେ ଲାଡ୍ କଃରି, ତାର୍ ଗିନେ ନିଜାର୍ ଜିବନ୍ ଦିଲା, ତୁମିମଃନ୍ ହେଁ ଟିକ୍ ସେନ୍କଃରି ନିଜାର୍ ନିଜାର୍ ମାୟ୍ଜିମଃନ୍କେ ଲାଡ୍ କଃରା । କ୍ରିସ୍ଟ ମଣ୍ଡ୍ଳିକେ ବାକ୍ୟ ଆର୍ ଜାଣାୟି ଦୟ୍ ନିର୍ମୁଳ୍କଃରି ଇସ୍ୱର୍କେ ଦିଲା, ଆରେକ୍ ମଣ୍ଡ୍ଳିକେ ଜଃଜ୍ମାନ୍ ସଃଙ୍ଗ୍ ପବିତ୍ର, ନିର୍ଦସି ଦାଗ୍ ନାୟ୍ ଆର୍ ସୁନ୍ଦୁର୍କଃରି ନିଜାର୍ କଃଲା ।
ଏ ଅଃଣ୍ଡ୍ରାମଃନ୍, କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିକେ ଲାଡ୍ କଃରି, ତାର୍ ଗିନେ ନିଜାର୍ ଜିବନ୍ ଦିଲା, ତୁମିମଃନ୍ ହେଁ ଟିକ୍ ସେନ୍କଃରି ନିଜାର୍ ନିଜାର୍ ମାୟ୍ଜିମଃନ୍କେ ଲାଡ୍ କଃରା । କ୍ରିସ୍ଟ ମଣ୍ଡ୍ଳିକେ ବାକ୍ୟ ଆର୍ ଜାଣାୟି ଦୟ୍ ନିର୍ମୁଳ୍କଃରି ଇସ୍ୱର୍କେ ଦିଲା, ଆରେକ୍ ମଣ୍ଡ୍ଳିକେ ଜଃଜ୍ମାନ୍ ସଃଙ୍ଗ୍ ପବିତ୍ର, ନିର୍ଦସି ଦାଗ୍ ନାୟ୍ ଆର୍ ସୁନ୍ଦୁର୍କଃରି ନିଜାର୍ କଃଲା । ଅଃଣ୍ଡ୍ରାମଃନ୍ ହେଁ ନିଜାର୍ ନିଜାର୍ ମାୟ୍ଜିମଃନ୍କେ ନିଜାର୍ ନିଜାର୍ ଗଃଗାଳ୍ ହର୍ ଲାଡ୍ କଃର୍ତା ଦଃର୍କାର୍, ଜେ ନିଜାର୍ ମାୟ୍ଜିକ୍ ଲାଡ୍ କଃରେଦ୍, ସେ ନିଜ୍କେ ଲାଡ୍ କଃରେଦ୍ । କେଏ ହେଁ ନିଜାର୍ ଗଃଗାଳ୍କେ ଗିଣ୍ ନଃକେର୍ ମଃତର୍ ଗଃଗାଳାର୍ ହସ୍ହାଳ୍ କଃରେଦ୍ ଆର୍ ତାର୍ ଜଃତୁନ୍ କଃରେଦ୍, ସେନ୍କଃରି କ୍ରିସ୍ଟ ମଣ୍ଡ୍ଳିର୍ ଜଃତୁନ୍ ନେଉଁଲା । କାୟିତାକ୍ବଃଲେକ୍ ଅଃମିମଃନ୍ ତାର୍ ଗଃଗାଳାର୍ ଅଃଙ୍ଗ୍ମଃନ୍ ।
ଅଃଣ୍ଡ୍ରାମଃନ୍ ହେଁ ନିଜାର୍ ନିଜାର୍ ମାୟ୍ଜିମଃନ୍କେ ନିଜାର୍ ନିଜାର୍ ଗଃଗାଳ୍ ହର୍ ଲାଡ୍ କଃର୍ତା ଦଃର୍କାର୍, ଜେ ନିଜାର୍ ମାୟ୍ଜିକ୍ ଲାଡ୍ କଃରେଦ୍, ସେ ନିଜ୍କେ ଲାଡ୍ କଃରେଦ୍ ।
ଅଃଣ୍ଡ୍ରାମଃନ୍ ହେଁ ନିଜାର୍ ନିଜାର୍ ମାୟ୍ଜିମଃନ୍କେ ନିଜାର୍ ନିଜାର୍ ଗଃଗାଳ୍ ହର୍ ଲାଡ୍ କଃର୍ତା ଦଃର୍କାର୍, ଜେ ନିଜାର୍ ମାୟ୍ଜିକ୍ ଲାଡ୍ କଃରେଦ୍, ସେ ନିଜ୍କେ ଲାଡ୍ କଃରେଦ୍ । କେଏ ହେଁ ନିଜାର୍ ଗଃଗାଳ୍କେ ଗିଣ୍ ନଃକେର୍ ମଃତର୍ ଗଃଗାଳାର୍ ହସ୍ହାଳ୍ କଃରେଦ୍ ଆର୍ ତାର୍ ଜଃତୁନ୍ କଃରେଦ୍, ସେନ୍କଃରି କ୍ରିସ୍ଟ ମଣ୍ଡ୍ଳିର୍ ଜଃତୁନ୍ ନେଉଁଲା । କାୟିତାକ୍ବଃଲେକ୍ ଅଃମିମଃନ୍ ତାର୍ ଗଃଗାଳାର୍ ଅଃଙ୍ଗ୍ମଃନ୍ ।
ଏ ମାୟ୍ଜିମଃନ୍ ତୁମିମଃନ୍ ଜଃନ୍କଃରି ମାପୁରାର୍ ତଃଳିଆ, ସେନ୍କଃରି ନିଜାର୍ ନିଜାର୍ ଅଃଣ୍ଡ୍ରାର୍ ତଃଳିଆ ଅଃଉଆ । ବଃଲେକ୍ କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିର୍ ମୁଣ୍ଡ୍ ହର୍, ଅଃଣ୍ଡ୍ରା ହେଁ ମାୟ୍ଜିର୍ ମୁଣ୍ଡ୍ ହର୍, ଆରେକ୍ କ୍ରିସ୍ଟ ଅଃହ୍ଣାର୍ ଗଃଗାଳ୍ହର୍ ମଣ୍ଡ୍ଳିର୍ ମୁକ୍ତିକାରି । ହେଁ ମଣ୍ଡ୍ଳି ଜଃନ୍କଃରି କ୍ରିସ୍ଟର୍ ତଃଳିଆ, ସେନ୍କଃରି ମାୟ୍ଜିମଃନ୍ ହେଁ ସଃବୁ ବିସୟେ ଅଃହ୍ଣା ଅଃହ୍ଣାର୍ ଅଃଣ୍ଡ୍ରାର୍ ତଃଳିଆ ଅଃଉଅତ୍ ।
ଏ ମାୟ୍ଜିମଃନ୍ ତୁମିମଃନ୍ ଜଃନ୍କଃରି ମାପୁରାର୍ ତଃଳିଆ, ସେନ୍କଃରି ନିଜାର୍ ନିଜାର୍ ଅଃଣ୍ଡ୍ରାର୍ ତଃଳିଆ ଅଃଉଆ । ବଃଲେକ୍ କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିର୍ ମୁଣ୍ଡ୍ ହର୍, ଅଃଣ୍ଡ୍ରା ହେଁ ମାୟ୍ଜିର୍ ମୁଣ୍ଡ୍ ହର୍, ଆରେକ୍ କ୍ରିସ୍ଟ ଅଃହ୍ଣାର୍ ଗଃଗାଳ୍ହର୍ ମଣ୍ଡ୍ଳିର୍ ମୁକ୍ତିକାରି ।
ଏ ମାୟ୍ଜିମଃନ୍ ତୁମିମଃନ୍ ଜଃନ୍କଃରି ମାପୁରାର୍ ତଃଳିଆ, ସେନ୍କଃରି ନିଜାର୍ ନିଜାର୍ ଅଃଣ୍ଡ୍ରାର୍ ତଃଳିଆ ଅଃଉଆ । ବଃଲେକ୍ କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିର୍ ମୁଣ୍ଡ୍ ହର୍, ଅଃଣ୍ଡ୍ରା ହେଁ ମାୟ୍ଜିର୍ ମୁଣ୍ଡ୍ ହର୍, ଆରେକ୍ କ୍ରିସ୍ଟ ଅଃହ୍ଣାର୍ ଗଃଗାଳ୍ହର୍ ମଣ୍ଡ୍ଳିର୍ ମୁକ୍ତିକାରି । ହେଁ ମଣ୍ଡ୍ଳି ଜଃନ୍କଃରି କ୍ରିସ୍ଟର୍ ତଃଳିଆ, ସେନ୍କଃରି ମାୟ୍ଜିମଃନ୍ ହେଁ ସଃବୁ ବିସୟେ ଅଃହ୍ଣା ଅଃହ୍ଣାର୍ ଅଃଣ୍ଡ୍ରାର୍ ତଃଳିଆ ଅଃଉଅତ୍ ।
ଏ ଅଃଣ୍ଡ୍ରାମଃନ୍, କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିକେ ଲାଡ୍ କଃରି, ତାର୍ ଗିନେ ନିଜାର୍ ଜିବନ୍ ଦିଲା, ତୁମିମଃନ୍ ହେଁ ଟିକ୍ ସେନ୍କଃରି ନିଜାର୍ ନିଜାର୍ ମାୟ୍ଜିମଃନ୍କେ ଲାଡ୍ କଃରା । କ୍ରିସ୍ଟ ମଣ୍ଡ୍ଳିକେ ବାକ୍ୟ ଆର୍ ଜାଣାୟି ଦୟ୍ ନିର୍ମୁଳ୍କଃରି ଇସ୍ୱର୍କେ ଦିଲା, ଆରେକ୍ ମଣ୍ଡ୍ଳିକେ ଜଃଜ୍ମାନ୍ ସଃଙ୍ଗ୍ ପବିତ୍ର, ନିର୍ଦସି ଦାଗ୍ ନାୟ୍ ଆର୍ ସୁନ୍ଦୁର୍କଃରି ନିଜାର୍ କଃଲା । ଅଃଣ୍ଡ୍ରାମଃନ୍ ହେଁ ନିଜାର୍ ନିଜାର୍ ମାୟ୍ଜିମଃନ୍କେ ନିଜାର୍ ନିଜାର୍ ଗଃଗାଳ୍ ହର୍ ଲାଡ୍ କଃର୍ତା ଦଃର୍କାର୍, ଜେ ନିଜାର୍ ମାୟ୍ଜିକ୍ ଲାଡ୍ କଃରେଦ୍, ସେ ନିଜ୍କେ ଲାଡ୍ କଃରେଦ୍ । କେଏ ହେଁ ନିଜାର୍ ଗଃଗାଳ୍କେ ଗିଣ୍ ନଃକେର୍ ମଃତର୍ ଗଃଗାଳାର୍ ହସ୍ହାଳ୍ କଃରେଦ୍ ଆର୍ ତାର୍ ଜଃତୁନ୍ କଃରେଦ୍, ସେନ୍କଃରି କ୍ରିସ୍ଟ ମଣ୍ଡ୍ଳିର୍ ଜଃତୁନ୍ ନେଉଁଲା । କାୟିତାକ୍ବଃଲେକ୍ ଅଃମିମଃନ୍ ତାର୍ ଗଃଗାଳାର୍ ଅଃଙ୍ଗ୍ମଃନ୍ । ସାସ୍ତରେ ଲେକା ଆଚେ- ଅଃଣ୍ଡ୍ରା ଆୟା ଉବାକେ ଚାଡି ନିଜାର୍ ମାୟ୍ଜି ସଃଙ୍ଗ୍ ଗଟେକ୍ ଅଃଉତି, ଆର୍ ସେ ଦୁୟ୍ଲକ୍ ମିସି ଗଟେ ଗଃଗାଳ୍ ଅଃଉତି । ଇରି ଗଟେକ୍ ବିତ୍ରିକଃତା, ମଃତର୍ ମୁୟ୍ଁ କ୍ରିସ୍ଟ ଆର୍ ମଣ୍ଡ୍ଳି ବିସୟେ ଇରି କଃଉଁଲେ । ମଃତର୍ ଇରି ତୁମିମଃନାର୍ ଗିନେ ହେଁ ଦଃର୍କାର୍, ସଃବୁ ଅଃଣ୍ଡ୍ରା ନିଜାର୍ ମାୟ୍ଜିକ୍ ଜିବନ୍ ହର୍ ଲାଡ୍ କଃର, ଆର୍ ସଃବୁ ମାୟ୍ଜିମଃନ୍ ନିଜାର୍ ଅଃଣ୍ଡ୍ରାକେ ମାନ୍ତି କଃର ।
ସାସ୍ତରେ ଲେକା ଆଚେ- ଅଃଣ୍ଡ୍ରା ଆୟା ଉବାକେ ଚାଡି ନିଜାର୍ ମାୟ୍ଜି ସଃଙ୍ଗ୍ ଗଟେକ୍ ଅଃଉତି, ଆର୍ ସେ ଦୁୟ୍ଲକ୍ ମିସି ଗଟେ ଗଃଗାଳ୍ ଅଃଉତି ।
ମଃତର୍ ଇରି ତୁମିମଃନାର୍ ଗିନେ ହେଁ ଦଃର୍କାର୍, ସଃବୁ ଅଃଣ୍ଡ୍ରା ନିଜାର୍ ମାୟ୍ଜିକ୍ ଜିବନ୍ ହର୍ ଲାଡ୍ କଃର, ଆର୍ ସଃବୁ ମାୟ୍ଜିମଃନ୍ ନିଜାର୍ ଅଃଣ୍ଡ୍ରାକେ ମାନ୍ତି କଃର ।
ମଃତର୍ ଇରି ତୁମିମଃନାର୍ ଗିନେ ହେଁ ଦଃର୍କାର୍, ସଃବୁ ଅଃଣ୍ଡ୍ରା ନିଜାର୍ ମାୟ୍ଜିକ୍ ଜିବନ୍ ହର୍ ଲାଡ୍ କଃର, ଆର୍ ସଃବୁ ମାୟ୍ଜିମଃନ୍ ନିଜାର୍ ଅଃଣ୍ଡ୍ରାକେ ମାନ୍ତି କଃର ।
ତୁମିମଃନ୍ ଇସ୍ୱରାର୍ ଲକ୍ ସେତାର୍ ଗିନେ ତୁମାର୍ ବିତ୍ରେ ଦାରିକାମ୍ ସଃବୁ ରଃକମ୍ ବିଟାଳ୍ କି ଲଃବ୍ ଅଃଳକ୍ ହେଁ ନଃରେଅ ।
Submissão e respeito
Mulheres, sujeitem-se aos próprios maridos. Maridos, convivam com as esposas com conhecimento e honra.
ଏ ମାୟ୍ଜିମଃନ୍, ଜିସୁ ମାପୁରାର୍ ମିଳାମିସାୟ୍ ଟିକ୍ ଚାଲ୍ଚାଲ୍ତି ହଃର୍କାରେ ନିଜାର୍ ନିଜାର୍ ଅଃଣ୍ଡ୍ରାର୍ କଃତାମାନି ଚାଲା ।
ଏ ଅଃଣ୍ଡ୍ରାମଃନ୍ ନିଜାର୍ ନିଜାର୍ ମାୟ୍ଜିମଃନ୍କେ ଲାଡ୍ କଃରା, ସେମଃନ୍କେ ସାଦା ନାୟ୍ ।
ଆର୍ ଇ ଗୁଣ୍ ଉହ୍ରେ ଲାଡ୍କେ ହୁଙ୍ଗ୍ରା, ଇରି ସଃବୁ ସିଦ୍ କଃରି ଗଟେକ୍ କଃରେଦ୍ । ଆର୍, କ୍ରିସ୍ଟର୍ ଦିଲା ଜୁୟି ସୁସ୍ତା ବଗ୍ କଃରୁକେ ତୁମିମଃନ୍କେ ଗଟେକ୍ ଗଃଗାଳ୍ ହର୍ କୁଦାୟ୍ ଅୟି ଆଚାସ୍, ସେରି ତୁମିମଃନାର୍ ମଃନେ ରାୟ୍ଜ୍କଃର; ଆରେକ୍ ତୁମିମଃନ୍ ସଃବୁବଃଳ୍ ଦନ୍ୟବାଦ୍ ଦିଆସ୍ । କ୍ରିସ୍ଟର୍ କଃତା ତୁମିମଃନାର୍ ମଃନେ ଜଃବର୍ ବାସାକଃର; ତୁମିମଃନ୍ ହଃତିଲକ୍ ହୁର୍ନ୍ ବୁଦିର୍ ସଃଙ୍ଗ୍ ସିକାଉଆ ଆର୍ ଚେତାଉଆ, ଆରେକ୍ ଇସ୍ୱରାର୍ ଗିନେ ଗିତ୍ ପ୍ରସଂସା, ଦଃର୍ମ୍ ଗିଆନେ ମଃନ୍ସଃହ୍ରି ଗିତ୍ କଃଉଆ । ଆର୍ କଃତାୟ୍ କି କାମେ ତୁମିମଃନ୍ ଜାଇରି କଃରା, ସେରିମଃନ୍ ମାପୁର୍ ଜିସୁର୍ ନାଉଁଏ କଃରି, ତାର୍ ତଃୟ୍ଁ ଉବା ଇସ୍ୱର୍କେ ଦନ୍ୟବାଦ୍ ଦିଆସ୍ ।
ଆର୍ ଇ ଗୁଣ୍ ଉହ୍ରେ ଲାଡ୍କେ ହୁଙ୍ଗ୍ରା, ଇରି ସଃବୁ ସିଦ୍ କଃରି ଗଟେକ୍ କଃରେଦ୍ ।
ତୁମିମଃନାର୍ ହୁର୍ତିବିର୍ ଇଚାୟ୍, ବଃଲେକ୍ ଦାରିମଃନ୍ବାବ୍, ବିଟାଳ୍, କଃରାପ୍ ମଃନ୍ବାବ୍, ଚଃକ୍ତହାଣ୍, ମୁର୍ତିହୁଜା ହର୍ ଲଃବ୍, ଇ ସଃବୁ ବିସୟେ ହୁଣି ଦୁରି ରିଆ ।
ଏ ଅଃଣ୍ଡ୍ରାମଃନ୍, ସେନ୍କଃରି ତୁମାର୍ ମାୟ୍ଜିମଃନ୍କେ ଦୁର୍ବଳ୍ ବଃଲି ଜାଣି ସେମଃନ୍କେ ସଃମ୍ବାଳି କଃରି ବାସା କଃରା । ସେମଃନ୍କେ ମାୟ୍ନ୍ କଃରା । ସେମଃନ୍ ହେଁ ତୁମିମଃନାର୍ ସଃଙ୍ଗ୍ ଇସ୍ୱରାର୍ ତଃୟ୍ ଜିବନ୍ ହର୍ ଦାନ୍ ହାଉତି । ତୁମିମଃନ୍ ସେମଃନ୍କେ ଟିକ୍ ବେବାର୍ କଃଲେକ୍, ତୁମିମଃନାର୍ ପାର୍ତନାୟ୍ ବାଦା ନାସେ ।
ଏ ଅଃଣ୍ଡ୍ରାମଃନ୍, ସେନ୍କଃରି ତୁମାର୍ ମାୟ୍ଜିମଃନ୍କେ ଦୁର୍ବଳ୍ ବଃଲି ଜାଣି ସେମଃନ୍କେ ସଃମ୍ବାଳି କଃରି ବାସା କଃରା । ସେମଃନ୍କେ ମାୟ୍ନ୍ କଃରା । ସେମଃନ୍ ହେଁ ତୁମିମଃନାର୍ ସଃଙ୍ଗ୍ ଇସ୍ୱରାର୍ ତଃୟ୍ ଜିବନ୍ ହର୍ ଦାନ୍ ହାଉତି । ତୁମିମଃନ୍ ସେମଃନ୍କେ ଟିକ୍ ବେବାର୍ କଃଲେକ୍, ତୁମିମଃନାର୍ ପାର୍ତନାୟ୍ ବାଦା ନାସେ ।
Pureza no casamento
Não adulterarás. A impureza sexual destrói alianças e famílias. Deus chama à santidade no matrimônio.
ତୁମି ଦାରି କଃରା ନାୟ୍।
ତୁମି ବିନ୍ ଲକାର୍ ଗଃର୍କେ ଲଃବ୍ କଃରା ନାୟ୍, ତୁମି କାର୍ ଡକୁର୍ସି, କି ଦଃଙ୍ଗ୍ଳା, କି ଦଃଙ୍ଗ୍ଳି, କି ତାର୍ ଗରୁ, କି ଗଃଦ, ନିଜାର୍ ହଃଳ୍ସା ଲକାର୍ କାୟି ହେଁ ଆସ୍ତିକେ ଲଃବ୍ କଃରା ନାୟ୍।
ମଃତର୍ ଦାରିକାମ୍ ଡିରାର୍ ଗିନେ ହଃତି ଅଃଣ୍ଡ୍ରାର୍ ନିଜାର୍ ମାୟ୍ଜି ଦଃର୍କାର୍, ଆର୍ ହଃତି ମାୟ୍ଜିର୍ ଗଟେକ୍ ଗଟେକ୍ ଅଃଣ୍ଡ୍ରା ରେଅତ୍ ।
ଅଃଣ୍ଡ୍ରା ନିଜାର୍ ମାୟଜିକେ ତାର୍ ହାଉତାର୍ ହୁରୁଣ୍ କଃର, ଆରେକ୍ ହେଁ ସେରଃକମ୍ ମାୟ୍ଜି ତାର୍ ଅଃଣ୍ଡ୍ରା ହାଉତାର୍ ହୁରୁଣ୍ କଃର । ମାୟ୍ଜିର୍ ନିଜାର୍ ଗଃଗାଳ୍ ଉହ୍ରେ ଅଃଦିକାର୍ ନାୟ୍, ମଃତର୍ ଅଃଣ୍ଡ୍ରାର୍ ଆଚେ; ସେରଃକମ୍ ଡକ୍ରାସିର୍ ହେଁ ନିଜାର୍ ଅଃହ୍ଣାର୍ ଗଃଗାଳ୍ ଉହ୍ରେ ଅଃଦିକାର୍ ନାୟ୍ ମଃତର୍ ମାୟ୍ଜିର୍ ଆଚେ ।
ଅଃଣ୍ଡ୍ରା ନିଜାର୍ ମାୟଜିକେ ତାର୍ ହାଉତାର୍ ହୁରୁଣ୍ କଃର, ଆରେକ୍ ହେଁ ସେରଃକମ୍ ମାୟ୍ଜି ତାର୍ ଅଃଣ୍ଡ୍ରା ହାଉତାର୍ ହୁରୁଣ୍ କଃର । ମାୟ୍ଜିର୍ ନିଜାର୍ ଗଃଗାଳ୍ ଉହ୍ରେ ଅଃଦିକାର୍ ନାୟ୍, ମଃତର୍ ଅଃଣ୍ଡ୍ରାର୍ ଆଚେ; ସେରଃକମ୍ ଡକ୍ରାସିର୍ ହେଁ ନିଜାର୍ ଅଃହ୍ଣାର୍ ଗଃଗାଳ୍ ଉହ୍ରେ ଅଃଦିକାର୍ ନାୟ୍ ମଃତର୍ ମାୟ୍ଜିର୍ ଆଚେ । ଦୁୟ୍ଲକ୍ ହେଁ ନାୟ୍ ନଃବେଲା; କେଜାଣ୍ ପାର୍ତ୍ନା ଗିନେ ବେଳା ହାଉଁକେ ଦୁୟ୍ଲକ୍ ହେଁ ମାନାମାନିଅୟ୍ ଚଃନେକାର୍ ଗିନେ ବିନେ ଅୟି ରେଉଁ ହାରାସ୍; ଆର୍ ତୁମିମଃନ୍କାର୍ ଗଃଗାଳ୍ ଉଟ୍ତାର୍ ତେବାଉଁକେ ନାହାର୍ତାର୍ ଗିନେ ସୟ୍ତାନ୍ ଜଃନ୍କ୍ରି ତୁମିମଃନ୍କେ କଃଟ୍ହାଳ୍ ନଃବୁଜେ, ଇତାର୍ ଗିନେ ଆରେକ୍ ମିସା ।
ଅଃଣ୍ଡ୍ରା ନିଜାର୍ ମାୟଜିକେ ତାର୍ ହାଉତାର୍ ହୁରୁଣ୍ କଃର, ଆରେକ୍ ହେଁ ସେରଃକମ୍ ମାୟ୍ଜି ତାର୍ ଅଃଣ୍ଡ୍ରା ହାଉତାର୍ ହୁରୁଣ୍ କଃର । ମାୟ୍ଜିର୍ ନିଜାର୍ ଗଃଗାଳ୍ ଉହ୍ରେ ଅଃଦିକାର୍ ନାୟ୍, ମଃତର୍ ଅଃଣ୍ଡ୍ରାର୍ ଆଚେ; ସେରଃକମ୍ ଡକ୍ରାସିର୍ ହେଁ ନିଜାର୍ ଅଃହ୍ଣାର୍ ଗଃଗାଳ୍ ଉହ୍ରେ ଅଃଦିକାର୍ ନାୟ୍ ମଃତର୍ ମାୟ୍ଜିର୍ ଆଚେ । ଦୁୟ୍ଲକ୍ ହେଁ ନାୟ୍ ନଃବେଲା; କେଜାଣ୍ ପାର୍ତ୍ନା ଗିନେ ବେଳା ହାଉଁକେ ଦୁୟ୍ଲକ୍ ହେଁ ମାନାମାନିଅୟ୍ ଚଃନେକାର୍ ଗିନେ ବିନେ ଅୟି ରେଉଁ ହାରାସ୍; ଆର୍ ତୁମିମଃନ୍କାର୍ ଗଃଗାଳ୍ ଉଟ୍ତାର୍ ତେବାଉଁକେ ନାହାର୍ତାର୍ ଗିନେ ସୟ୍ତାନ୍ ଜଃନ୍କ୍ରି ତୁମିମଃନ୍କେ କଃଟ୍ହାଳ୍ ନଃବୁଜେ, ଇତାର୍ ଗିନେ ଆରେକ୍ ମିସା ।
ମଃତର୍ ମୁୟ୍ଁ ବିବା ନଃଉତା ଆର୍ ରାଣ୍ଡିମଃନ୍କେ କଃଉଁଲେ, ସେମଃନ୍ ମର୍ ହର୍ ଏକ୍ଲା ରିଲେକ୍ ସେମଃନାର୍ ହାଁୟ୍ ନିକ ଅୟ୍ଦ୍ । ମଃତର୍ ଜଦି ସେମଃନ୍ ଗଃଗାଳାର୍ ଇଚା ସଃମ୍ବାଳୁ ନଃହାର୍ତି, ତଃବେ ବିବା ଅଃଉଅତ୍; କାୟିତାକ୍ବଃଲେକ୍ ଗଃଗାଳ୍ ସଃମ୍ବାଳୁ ନଃହାର୍ତା ବାଦୁଲେ ବିବା ଅଃଉତାର୍ ନିକ ।
ମଃତର୍ ବିବା ଅୟ୍ଲାର୍ ମଃନ୍କେ ମୁଁୟ୍ ଜଃବର୍ କଃଉଁଲେ, ମୁୟ୍ଁ ନୟ୍ ମଃତର୍ ମାପୁର୍ କଃଉଁଲା ମାୟ୍ଜି ନିଜାର୍ ଅଣ୍ଡ୍ରାତଃୟ୍ ହୁଣି ବିନେ ନଃଉଅ ମଃତର୍ ଜଦି ସେ ବିନ୍ ଅୟ୍ଦ୍, ତଃବେ ସେ ଆରେକ୍ ବିବା ନଃକେର, ଆର୍ ନିଜାର୍ ଅଣ୍ଡ୍ରାସଃଙ୍ଗ୍ ମିସ ଆର୍ ଅଃଣ୍ଡ୍ରା ନିଜାର୍ ମାୟ୍ଜିକେ ନଃଚାଡ ।
କାୟିତାକ୍ବଃଲେକ୍ ଅବିସ୍ୱାସି ଅଃଣ୍ଡ୍ରା ମାୟ୍ଜିର୍ ଗିନେ ନିର୍ମୁଳ୍ କଃରାଜାୟ୍ ଆଚେ, ଆର୍ ବିସ୍ୱାସ୍ ନୟ୍ଲା ମାୟ୍ଜି ଅଃଣ୍ଡ୍ରାର୍ ଗିନେ ନିର୍ମୁଳ୍ କଃରାଜାୟ୍ ଆଚେ, ତଃନ୍ ଅଲେ ତୁମିମଃନାର୍ ହିଲାମଃନ୍ ନିର୍ମୁଳ୍ ନାୟ୍ ।
ତୁମିମଃନ୍କେ ଜଃନ୍କଃରି ଚିତାକଃରା ନାୟ୍, ଇରି ମର୍ ମଃନ୍ । ଜେ ବିବା ନୟ୍ଆଚେ ସେ କଃନ୍କଃରି ମାପୁରାର୍ ଗଟେକ୍ ଲାଡାର୍ ଅୟ୍ଦ୍, ଇତାର୍ ଗିନେ ମାପୁରାର୍ କଃତା ନଃୟ୍ ଚିତା କଃରେଦ୍ । ମଃତର୍ ଜେ ବିବା ଅୟିଆଚେ, ସେ କଃନ୍କଃରି ନିଜାର୍ ମାୟ୍ଜିର୍ ଲାଡାର୍ ଅୟ୍ଦ୍, ସେତାର୍ ଗିନେ ସେ ଜଃଗତାର୍ କଃତାକ୍ ନଃୟ୍ ଚିତା କଃରେଦ୍ । ତାର୍ ମଃନ୍ ଦୁୟ୍ ବାଗ୍ ଅୟ୍ଦ୍ । ବିବା ନଃଉତା ମାୟ୍ଜି ଆର୍ ଦଃଙ୍ଗ୍ଳି ମାପୁର୍ କାମେ ସେ ମଃନ୍ ଦଃୟ୍ଦ୍, ବଃଲେକ୍ ଗଃଗାଳେ ଆର୍ ଆତ୍ମାୟ୍ ମଃନେ ପବିତ୍ର ଅଃଉଁକେ ମାପୁରାର୍ କଃତା ନଃୟ୍ ଚିତା କଃର୍ତି; ମଃତର୍ ଜେ ବିବା ଅୟିଆଚେ ସେ କଃନ୍କଃରି ନିଜାର୍ ଅଃଣ୍ଡ୍ରାର୍ ଲାଡାର୍ ଅଃଉଁକେ ଦଃନ୍ଦା ରଃୟ୍ଦ୍, ସେତାର୍ ଗିନେ ଜଃଗତାର୍ କଃତାୟ୍ ଚିତା କଃରେଦ୍ ।
ଅଃଣ୍ଡ୍ରା ଜିବନ୍ ରେତାହଃତେକ୍ ମାୟ୍ଜି ତାର୍ ବାନ୍ଦୁଣେ ରଃୟ୍ଦ୍; ମଃତର୍ ଜଦି ଅଃଣ୍ଡ୍ରା ମଃରେଦ୍, ତଃବେ ମାୟ୍ଜି ଆରେକ୍ ବିବା ଅଃଉଁ ହାରେ, ମଃତର୍ ମାପୁରାର୍ ବିସ୍ୱାସିକ୍ ବିବା କଃରୁକେ ହାରେ ।
ତୁମିମଃନ୍ ଜୁୟ୍ସଃବୁ କଃତା ଲେକି ଆଚାସ୍, ସେ ସଃବୁର୍ ଉତୁର୍ ଇରି, ବିବା ନଃଉତାର୍ ଅଃଣ୍ଡ୍ରାର୍ ଗିନେ ନିକ; ମଃତର୍ ଦାରିକାମ୍ ଡିରାର୍ ଗିନେ ହଃତି ଅଃଣ୍ଡ୍ରାର୍ ନିଜାର୍ ମାୟ୍ଜି ଦଃର୍କାର୍, ଆର୍ ହଃତି ମାୟ୍ଜିର୍ ଗଟେକ୍ ଗଟେକ୍ ଅଃଣ୍ଡ୍ରା ରେଅତ୍ ।
ବେସୁଆ କାମ୍ ଚାଡି ଦିଆସ୍ । ମାନାୟ୍ ଜୁୟି ହାହ୍ ହେଁ କଃରେଦ୍, ସେରି ଗଃଗାଳାର୍ ବିଟାଳ୍ ନଃକେରେ; ମଃତର୍ ଜେ ବେସୁଆ ଅୟ୍ଦ୍, ସେ ନିଜାର୍ ଗଃଗାଳାର୍ ବିରୁଦେ ହାହ୍ କଃରେଦ୍ । ତୁମିମଃନ୍କାର୍ ଗଃଗାଳ୍ ଜେ ଇସ୍ୱରାର୍ ତଃୟ୍ ହୁଣି ହାୟ୍ଲା ତୁମିମଃନ୍କାର୍ ବିତ୍ରେ ବାସାକଃର୍ତା ପବିତ୍ର ଆତ୍ମାର୍ ମନ୍ଦିର୍, ଇରି କାୟି ନଃଜାଣାସ୍ ? ଆର୍ ତୁମିମଃନ୍ ନିଜେ ନିଜାର୍ ନାୟ୍, ମଃତର୍ ଇସ୍ୱରାର୍ । କାୟିତାକ୍ବଃଲେକ୍ ତୁମିମଃନ୍ ବଃଡେ ମଲେ ଗେନ୍ଲାର୍; ଇତାର୍ ଗିନେ ତୁମିମଃନ୍କାର୍ ଗଃଗାଳ୍ ଇସ୍ୱରାର୍ ଜଃଜ୍ମାନ୍ ଗିନେ ବେବାର୍ କଃରା ।
ଆରେକ୍ କେଏ କଃଉଁ ହାରେ, "କାଦି ହେଟାର୍ଗିନେ, ଆର୍ ହେଟ୍ କାଦିର୍ ଗିନେ; ମଃତର୍ ଇସ୍ୱର୍ ଜଳେକ୍କେ ହେଁ ନସ୍ଟ୍ କଃରେଦ୍ ।" ଗଃଗାଳ୍ ବେସୁଆ କାମ୍ ଗିନେ ନାୟ୍, ମଃତର୍ ମାପୁରାର୍ ସେବାର୍ ଗିନେ, ଆର୍ ମାପୁର୍ ଗଃଗାଳାର୍ ଗିନେ ସଃବୁ ଜାଗାୟ୍ଦ୍ । ଇସ୍ୱର୍ ଜିସୁ ମାପୁର୍କେ ମଃର୍ନେହୁଣି ଉଟାୟ୍ଲା, ଆରେକ୍ ନିଜାର୍ ସଃକ୍ତିଏ ଅଃମିମଃନ୍କେ ହେଁ ଉଟାୟିଦ୍ ।
ତଃବେ ସଃତ୍ ନଃକେର୍ତା ଲକ୍ ତ ଇସ୍ୱରାର୍ ରାଇଜେ ଅଃଦିକାରି ନଃଉତି, ଇରି କାୟି ତୁମିମଃନ୍ ନଃଜାଣାସ୍ ? ବୁଲ୍କି ନଃଜାହା, ଦାରିଆ କି ହୁଜେରି କି ଅଃଣ୍ଡ୍ରାଅଃଣ୍ଡ୍ରା ଟକିଟକି ଦାରି କଃର୍ତାର୍ କି ଟକି ହର୍ ଚାଲ୍ଚାଲ୍ତି କି ବେସୁଆ, କି ଚର୍ କି ଦଃନ୍ଲଃବି ମାତୁଆଳି କି ଲିନ୍ଦାକଃରୁ କି ବିନ୍ ଲକାର୍ ଆସ୍ତିମଃନ୍ ଚର୍, ଇମଃନ୍ ଇସ୍ୱରାର୍ ରାଇଜାର୍ ଅଃଦିକାରି ନଃଉତି ।
ଲାଡ୍ ଦୁକ୍ ସଃମ୍ବାଳ୍ତାର୍, ଲାଡ୍ ଉହ୍କାର୍ କଃର୍ତାର୍ । ଡାରା ନଃକେରେ, ଗଃର୍ବ୍ ନଃକେରେ, ଅଃକାର୍ ନଃକେରେ ମଃନେ ଲାଡ୍ ରିଲାର୍ ଗିନେ ରିସା ଜାତ୍ ନୟ୍, ନିଜେ ଲାବ୍ ହାଉଁକେ ଉପାୟ୍ ନଃକଜେ କାକ୍ରି ନୟ୍, ଉହ୍କାର୍ ହାୟ୍ଁ ନଃରିଲେକ୍ ହେଁ ମଃନେ ବେର୍ ନଃଦେରେ । ଅଃଦଃର୍ମେ ସଃର୍ଦା ନଃକେରେ ମଃତର୍ ସଃତ୍ ତଃୟ୍ ସଃର୍ଦା କଃରେଦ୍, ଲବଦ୍ ସଃବୁ ସଃମ୍ବାଳେଦ୍, ସଃବୁ ସଃତ୍ କଃରେଦ୍, ସଃବୁ ଆସା କଃରେଦ୍, ସଃବୁ କଃତାୟ୍ ସାସ୍ଦଃରି ରଃୟ୍ଦ୍ ।
କ୍ରିସ୍ଟ କାୟି ବାଗ୍ ଅୟିଆଚେ ? ତୁମାର୍ ଗିନେ କାୟି ପାଉଲ କ୍ରୁସେ ମଃରି ରିଲା ? ଆର୍ ତୁମିମଃନ୍କେ କାୟି ପାଉଲାର୍ ନାଉଁଏ ବାପ୍ତିସମ୍ ଅୟ୍ରିଲାସ୍ ?
କ୍ରିସ୍ପ ଆର୍ ଗାୟକ୍ ଚାଡି ତୁମିମଃନ୍କାର୍ ବିତ୍ରେ ଆର୍ କାକେହେଁ ବାପ୍ତିସମ୍ ନଃଦେୟ୍ଁ ବଃଲି ମୁଁୟ୍ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲେ, ଇତାର୍ ଗିନେ କେଏ ତୁମିମଃନ୍କେ ମର୍ ନାଉଁଏ ବାପ୍ତିସମ୍ ଅୟି ଆଚାସ୍ ବଃଲି କେଏ ନଃକଃଉଅତ୍ । ହେଁ ସ୍ତିପାନାର୍ କୁଟୁମ୍କେ ହେଁ ବାପ୍ତିସମ୍ ଦଃୟ୍ଆଚି; ଇରି ଚାଡି ମୁୟ୍ଁ ଆର୍ କାକେ ବାପ୍ତିସମ୍ ଦଃୟ୍ଆଚି ବଃଲି ମୁୟ୍ଁ ଏତୁ କଃରୁଲେ । କାୟିତାକ୍ବଃଲେକ୍ କ୍ରିସ୍ଟ ମକେ ବାପ୍ତିସମ୍ ଦେଉଁକେ ହଃଟାୟ୍ ନଃକେରେ, ନିକ କବୁର୍ ପର୍ଚାର୍ କଃରୁକେ ହଃଟାୟ୍ଲା, ସେରି ହେଁ କଃତାର୍ ବଃଡ୍ହାଣ୍ ଗିଆନେ ନାୟ୍, ଚଃନେମଃନେ କ୍ରୁସ୍ ଉହ୍ରେ କ୍ରିସ୍ଟର୍ ମଃର୍ନ୍ ହଲ୍ୟା ଅୟ୍ଦ୍ ।
ସଃତ୍କଃରି ସୁଣାଜଃଉଁଲି ଜେ, ତୁମାର୍ ବିତ୍ରେ ଦାରିକାମ୍ ଆଚେ, ଆର୍ ଇ ରଃକମ୍ ଦାରିକାମ୍, ଜୁୟ୍ରିକି ଅଜିଉଦି ଲକ୍ମଃନାର୍ ତଃୟ୍ ହେଁ ନାୟ୍, ଇ ରଃକମ୍ ଗଟ୍ଲକ୍ କୁଡ୍ ଆୟ୍ସିକ୍ ସଃଙ୍ଗାୟ୍ ଆଚେ । ଆରେକ୍ ଜେ ଇ କାମ୍ କଃରିଆଚେ, ସେ ଜଃନ୍କଃରି ତୁମିମଃନ୍କାର୍ ତଃୟ୍ ହୁଣି ବିନେ କଃରା ଅୟ୍ଦ୍, ଇତାର୍ ଗିନେ କାନ୍ଦି ନଃକେରି ଗଃର୍ବ୍ କଃରୁଲାସ୍ ।
Sabedoria conjugal
Acha esposa, acha o bem. Bebe água da tua própria cisterna. A fidelidade conjugal é fonte de bênção permanente.
ଜୁୟି ଲକ୍ ମାୟିଜି ହାୟିଦ୍ ସେ ନିକ ଜିନିସ୍ ହାୟିଦ୍, ସେ ଇସ୍ୱରାର୍ ତଃୟିହୁଣି ଦଃୟା ଅୟିଦ୍।
ଜୁୟି ଲକ୍ ମାୟିଜି ହାୟିଦ୍ ସେ ନିକ ଜିନିସ୍ ହାୟିଦ୍, ସେ ଇସ୍ୱରାର୍ ତଃୟିହୁଣି ଦଃୟା ଅୟିଦ୍।
ଜୁୟି ଲକ୍ ମାୟିଜି ହାୟିଦ୍ ସେ ନିକ ଜିନିସ୍ ହାୟିଦ୍, ସେ ଇସ୍ୱରାର୍ ତଃୟିହୁଣି ଦଃୟା ଅୟିଦ୍।
ଗଃର୍ ଆର୍ ଦଃନ୍ ଆୟା ଉବାର୍ ତଃୟି ହୁଣି ହାଉତା ଅଃଦିକାର୍ ;ମଃତର୍ ବୁଦିମତି ମାୟିଜି ଇସ୍ୱରାର୍ ତଃୟି ହୁଣି ମିଳେଦ୍।
ତୁମାର୍ ଜଃର୍ନିୟା ଦନ୍ୟ ଅଃଉଅ; ଆର୍ ତୁମି ନିଜାର୍ ଦଃଙ୍ଗ୍ଡା ବଃଳାର୍ ଡକୁର୍ଦି ମଃନ୍କାର୍ ସଃଙ୍ଗ୍ ସଃର୍ଦା କଃରା। ସେ ଲାଡାର୍ ଚିତାଳ୍ ହର୍, ଆର୍ ସୁନ୍ଦୁର୍ ସଃମ୍ୱର୍, ତାର୍ ଉର୍ବୁକ୍ ସଃବୁବଃଳ୍ ମଃନ୍ହୁର୍ତ୍ କଃରେଦ୍।
ତଃବେ ଦାରିୟାଣି ମାୟିଜିର୍ ଅଟିୟେ ହୁଣି ଟପାଟପା ମଃଉ ଚିକଣ୍ ଜରେଦ୍, ତାର୍ ଟଣ୍ଡ୍ ଚିକଣ୍ତଃୟି ହୁଣି ଅଃଦିକ୍ ଚିକ୍ଣିଆଁ ରଃୟିଦ୍। ତଃବେ ତାର୍ ସେସ୍ ଦଃସା, ହିତାଗଃଚ୍ ତାର୍ ରଃସ୍ ହର୍ ହିତା ଆର୍ ଦୁଇଦାର୍ କଃଣ୍ଡା ହର୍ ଲାଗୁଣ୍। ତାର୍ ହାଦ୍ ମଃର୍ତା ବାଟ୍କେ ଉତ୍ରି ଜାୟ୍ଦ୍, ତାର୍ ହାଦ୍ ସିଦା ମଃସୁଣ୍କାଲେ ହଃଳେଦ୍; ସେତାର୍ ଗିନେ ଜିବନାର୍ ସଃମାନ୍ ରଃସ୍ତା ହାଉଁ ନଃହାରେ; ତାର୍ ବାଟ୍ ଚଃଚଲ୍,ଆରେକ୍ ସେ ସେରି ଜାଣୁ ନଃହାରେ।
ଇତାର୍ ଗିନେ ଏ ମର୍ ହମଃନ୍ ମର୍ କଃତା ସୁଣା ଆର୍ ମର୍ ଟଣ୍ଡାର୍ ବାକ୍ୟତଃୟ୍ ହୁଣି ବିନ୍ବାଟ୍ ଜାହାନାୟ୍। ସେ ମାୟିଜି ତଃୟ୍ହୁଣି ତୁମାର୍ ରଃସ୍ତା ଦୁରେ ରଃକା ଆର୍ ତାର୍ ଗଃରାର୍ ଦୁଆର୍ ଲଃଗେ ଜାହାନାୟ୍। କେଜାଣ୍ ବିନ୍ଲକ୍ ତୁମାର୍ ନିଜାର୍ ଇଜତ୍ ନେତି ଆର୍ କଃର୍ନିଆ ଲକ୍ମଃନାର୍ ଆତେ ବେଣ୍ଡିଆବଃଳ୍ ତୁମାର୍ ମଃର୍ନ୍ ଗଃଟେଦ୍।
ତଃବେ ଦାରିୟାଣି ମାୟିଜିର୍ ଅଟିୟେ ହୁଣି ଟପାଟପା ମଃଉ ଚିକଣ୍ ଜରେଦ୍, ତାର୍ ଟଣ୍ଡ୍ ଚିକଣ୍ତଃୟି ହୁଣି ଅଃଦିକ୍ ଚିକ୍ଣିଆଁ ରଃୟିଦ୍। ତଃବେ ତାର୍ ସେସ୍ ଦଃସା, ହିତାଗଃଚ୍ ତାର୍ ରଃସ୍ ହର୍ ହିତା ଆର୍ ଦୁଇଦାର୍ କଃଣ୍ଡା ହର୍ ଲାଗୁଣ୍। ତାର୍ ହାଦ୍ ମଃର୍ତା ବାଟ୍କେ ଉତ୍ରି ଜାୟ୍ଦ୍, ତାର୍ ହାଦ୍ ସିଦା ମଃସୁଣ୍କାଲେ ହଃଳେଦ୍; ସେତାର୍ ଗିନେ ଜିବନାର୍ ସଃମାନ୍ ରଃସ୍ତା ହାଉଁ ନଃହାରେ; ତାର୍ ବାଟ୍ ଚଃଚଲ୍,ଆରେକ୍ ସେ ସେରି ଜାଣୁ ନଃହାରେ।
ସେ ମାୟିଜି ତଃୟ୍ହୁଣି ତୁମାର୍ ରଃସ୍ତା ଦୁରେ ରଃକା ଆର୍ ତାର୍ ଗଃରାର୍ ଦୁଆର୍ ଲଃଗେ ଜାହାନାୟ୍। କେଜାଣ୍ ବିନ୍ଲକ୍ ତୁମାର୍ ନିଜାର୍ ଇଜତ୍ ନେତି ଆର୍ କଃର୍ନିଆ ଲକ୍ମଃନାର୍ ଆତେ ବେଣ୍ଡିଆବଃଳ୍ ତୁମାର୍ ମଃର୍ନ୍ ଗଃଟେଦ୍। କେଜାଣ୍ ଅଚିନା ଲକ୍ମଃନ୍ ତର୍ ବଃଳେ ହୁର୍ନ୍ ଅଃଉତି, ଆର୍ ତର୍ କାମାର୍ ହଃଳ୍ ବିଦେସି ଗଃରେ ରଃକାଜାୟିଦ୍; ଆର୍ ତୁମାର୍ ସେସ୍ ଅଃବୁସ୍ତା ବଃଳ୍ ଜଃଡେବଃଳ୍ ମାସ୍ ଆର୍ ଗଃଗାଳ୍ ଦୁର୍ବଳ୍ ଅୟିଦ୍, ତୁମି କେଜାଣ୍ କାନ୍ଦାସ୍। ଆରେକ୍ କଃଉଆସ୍ ମୁୟ୍ ବଃଲ୍ସିକ୍ୟା କାୟିତାକେ ନଃହାୟିଲେ, ମୁଁୟି ବଃଲ୍ ସିକ୍ୟାକେ କାୟ୍କଃରୁକ୍ ନିଚ୍ କଃଲେ! ମୁୟ୍ ନିଜାର୍ ଗୁରୁ ମଃନ୍କାର୍ କଃତା ମାନି ନଃକେଲେ ଆର୍ ଜେମଃନ୍ ମକେ ସିକ୍ୟା ଦିଲାୟ୍ ସେମଃନ୍କାର୍ ବାକ୍ୟକେ ମୁୟ୍ ସୁଣିନଃକେଲେ, ମୁୟ୍ ସମାଜ୍ ଆର୍ ମଣ୍ଡଳି ଲଃଗେ ସଃବୁ ହଃର୍କାର୍ ବିପଦେ ହଃଳ୍ଲେ।
ସେ ଲାଡାର୍ ଚିତାଳ୍ ହର୍, ଆର୍ ସୁନ୍ଦୁର୍ ସଃମ୍ୱର୍, ତାର୍ ଉର୍ବୁକ୍ ସଃବୁବଃଳ୍ ମଃନ୍ହୁର୍ତ୍ କଃରେଦ୍। ଏ ମର୍ ହଅ,ବିନ୍ଲକାର୍ ଡକୁର୍ସି ସଃଙ୍ଗ୍ ତୁମି କାୟିତାକ୍ ଟାଣିଅଃଉଁଲିସ୍ ? ଅଃଲ୍ଗା ଲକାର୍ ଜଃଙ୍ଗ୍ କାୟିତାକ୍ ହଃଟଳୁଲାସ୍।
ନିଜାର୍ ହଃଳ୍ସା ଗଃରାର୍ ଡକୁର୍ସି ତଃୟି ଜୁୟି ଲକ୍ ଜାୟିଦ୍, ସେ କଃରାପ୍ ଲକ୍; ଜେ ତାକେ ଚୁୟିଦ୍ ସେ ଡଃଣ୍ଡ୍ ତଃୟିହୁଣି ବାଚିନଃକେରେ।
କେ ଜଦି ଲକାର୍ ଡକୁର୍ସି ସଃଙ୍ଗ୍ ଜଃଉଁଲା ବଃଲେକ୍ ସେ ନିର୍ବୁଦି ; ସେ ନିଜାର୍ ଜିବନ୍କେ ନଃସ୍ଟ୍ କଃରେଦ୍।
କେ ଜଦି ଲକାର୍ ଡକୁର୍ସି ସଃଙ୍ଗ୍ ଜଃଉଁଲା ବଃଲେକ୍ ସେ ନିର୍ବୁଦି ; ସେ ନିଜାର୍ ଜିବନ୍କେ ନଃସ୍ଟ୍ କଃରେଦ୍। ସେ ମାଡ୍ ଆର୍ ଲାଜ୍ ହାୟିଦ୍; ଆରେକ୍ ତାର୍ ଦସ୍କଃଲାର୍ କଃବେ ହେଁ ଲୁକିନଃକେରେ। କାୟିତାକ୍ବଃଲେକ୍ ମାଇଜି ବିସୟାର୍ ରିସା, ମାନାୟ୍କେ ବେସି ରିସା କଃରାୟିଦ୍ ; ଜଃବେ ତାର୍ ବିରୁଦେ ଉଟ୍ଲେକ୍ ମୁଳ୍କେ କେମା ନଃକେରେ। ସେ କାୟ୍ ମଲ୍ ଦିଲେକ୍ ହେଁ ତାର୍ ରିସାକେ ସାନ୍ତି କଃରୁ ନଃହାରେ;କି ତୁମି ବେସି ଲାଞ୍ଚ୍ ଦିଲେକ୍ ହେଁ ମାନି ନଃକେରେ।
ଗୁଣ୍କାରି ମାୟ୍ଜି ନିଜାର୍ ଡକ୍ରାସିର୍ ମୁକୁଟ୍ ହର୍; ମଃତର୍ ଜେ ଲାଜାର୍ କାମ୍ କଃରେଦ୍ ସେ ଡକ୍ରାସିର୍ ଆଡ୍ ନଃସ୍ଟ୍କାରି ଗାଉ ହର୍।
ମାନାୟିର୍ ମଃନ୍ ନିଜାର୍ ରଃସ୍ତା ବାଚେଦ୍; ମଃତର୍ ଇସ୍ୱର୍ ତାକେ ଜାତାବାଟ୍ ଦଃକାୟିଦ୍।
ଗଣ୍ଡ୍ଗଳିଆଣି ମାୟିଜି ସଃଙ୍ଗ୍ ବାସ୍ କଃର୍ତା ବାଦୁଲେ ଚାନିର୍ ଗଟେକ୍ କନେ ବାସ୍କଃର୍ତାର୍ ବଃଲ୍।
ଗୁଣ୍କାରି ମାୟିଜି କାକେ ମିଳିଆଚେ ? ମୁକ୍ତାତଃୟିହୁଣି ସେରି ବେସି ମଲ୍।
Bíblia e casamento
Deus abomina o divórcio. A aliança matrimonial é reflexo da aliança de Deus com seu povo — sagrada e eterna.
ଅବିସ୍ୱାସିମଃନାର୍ ସଃଙ୍ଗ୍ ସଃମାନ୍ ବାବେ ନିଜ୍କେ ଗଃଣାୟ୍ ଅଃଉଆ ନାୟ୍, କାୟିତାକ୍ବଃଲେକ୍ ଦଃର୍ମ୍ ଆର୍ ଅଃଦଃର୍ମ୍ ବିତ୍ରେ କାୟି ମିଳାମିସା ? କି ଅଃନ୍ଦାର୍ ସଃଙ୍ଗ୍ ଉଜାଳାର୍ କାୟି ମିଳାମିସା ?
କାୟିତାକ୍ବଃଲେକ୍ ତୁମିମଃନ୍ ଜଃନ୍କଃରି ପବିତ୍ର ଅଃଉଆସ୍, ଇତି ହଃକା ଇସ୍ୱରାର୍ ମଃନ୍, ବଃଲେକ୍ ତୁମିମଃନ୍ ଜଃନ୍କଃରି ବେସ୍ୟା ହାହେ ହୁଣି ଦୁରିକ୍ ରିଆସ୍, ଆର୍ ତୁମିମଃନ୍ ଇସ୍ୱର୍କେ ନଃଜାଣ୍ତା ଜଃଗତାର୍ ଲକ୍ମଃନାର୍ ହର୍ ବେସ୍ୟା ନୟ୍କଃରି ପବିତ୍ର ଅଃଉଆ । ସଃବୁଲକ୍ ଇସ୍ୱର୍କେ ନଃଜାଣ୍ଲା ଲକ୍ମଃନାର୍ ହର୍ ନୟ୍କଃରି କଃନ୍କଃରି ପବିତ୍ର ଆର୍ ମାନ୍ତି ବାବେ ଅଃହ୍ଣା ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜିବନ୍ କାଟୁକ୍ ଅୟ୍ଦ୍, ସେରି ଜାଣା ।
ଜଃଗ୍ରାତ୍, କୁୟି ଲକ୍ କାର୍ ନଃସ୍ଟ୍ ବାଦୁଲେ ନଃସ୍ଟ୍ ନଃକେର, ମଃତର୍ ତୁମିମଃନ୍କେ ସଃବୁବଃଳ୍ ନିଜାର୍ ନିଜାର୍ ବିତ୍ରେ ଆର୍ ସଃବୁ ଲକାର୍ ଉହ୍କାର୍ କଃରା ।
ବେସୁଆ, ଅଃଣ୍ଡ୍ରାଅଃଣ୍ଡ୍ରା ମିସ୍ତାର୍, ମାନାୟ୍ ଚର୍, ବିସ୍ୱାସେ ବିସ୍ ଦେଉ, ଆରେକ୍ ଜୁୟ୍ମଃନ୍ ସବୁ ସଃତ୍ ସିକ୍ୟାୟ୍ ବିରଦ୍ କଃର୍ତି ସେମଃନାର୍ ହାୟ୍ଁ ବିଦି ଅୟିଆଚେ ।
ବଃଲେକ୍ ଗଟ୍ ମଣ୍ଡ୍ଳିର୍ ମୁଳିକାର୍ ନିର୍ଦସି ଗୁଣ୍, ସେ ଗଟେକ୍ ମାୟ୍ଜିର୍ ଡକ୍ରାସି ଅୟ୍ବାର୍ ଆଚେ, ନିକ ଗୁଣାର୍, ନିକ ବୁଦି, ନିକ ଚାଲାଚାଲ୍ତି, ଲକ୍ସସି ଆର୍ ସିକ୍ୟା ଦେଉଁକ୍ ପିଆସ୍ ଲକ୍ ଅୟି ରଃୟ୍ଦ୍ ।
ସେବାକାରିମଃନ୍ ଗଟେକ୍ ମାୟ୍ଜିର୍ ଅଃଣ୍ଡ୍ରା ଅଃଉଅତ୍ ଆର୍ ଅଃହ୍ଣା ମଃନ୍କାର୍ ହିଲାମଃନ୍କେ ଆର୍ ଗଃର୍ କୁଟୁମ୍କେ ନିକ କଃରି ଚାଲାଅତ୍ ।
ଜୁୟ୍ଲକ୍ ନିର୍ଦସି ଆର୍ ଗଟେକ୍ ମାୟ୍ଜିର୍ ଅଃଣ୍ଡ୍ରା ଅୟି ରିବାର୍ଆଚେ, ତାର୍ ହିଲାମଃନ୍ ମାପୁରାର୍ ବିସ୍ୱାସି ଅୟି ରିବାର୍ଆଚେ । ଆର୍ କଃରାପ୍ କାମେ ଲିନ୍ଦା ହାୟ୍ଁ ନଃରେବାର୍ ଆଚେ କି ଅମାନ୍ୟାର୍ ଅୟି ନଃରେବାର୍ ଆଚେ, ତାକେ ବାଚା ।
Exemplos bíblicos
O Cântico dos Cânticos celebra o amor conjugal. A Bíblia honra o casamento em toda a sua beleza e profundidade.
ବେଳ୍ ତଃଳେ ମାପୁର୍ ତୁମିକେ କଃରାପ୍ ଜିବନ୍କାଳ୍ ଜଃତେକ୍ ଦିନ୍ ଦଃୟ୍ଆଚେ, ତୁମାର୍ ସେ କଃରାପ୍ ଜିବନ୍କାଳାର୍ ସଃବୁ ଦିନ୍ ତୁମାର୍ ଲାଡାର୍ ଡକୁର୍ଦି ସଃଙ୍ଗ୍ ସଃର୍ଦାୟ୍ ରିଆ; କାୟତାକ୍ବଃଲେକ୍ ଜିବନ୍ ବିତ୍ରେ ଆର୍ ବେଳ୍ ତଃଳେ ତୁମି ଜୁଣ୍ କଃସ୍ଟ କଃରିଆଚାସ୍, ସେ କଃସ୍ଟ ବିତ୍ରେ ଇରି ହଃକା ତୁମାର୍ ବାଗ୍।
ବେଳ୍ ତଃଳେ ମାପୁର୍ ତୁମିକେ କଃରାପ୍ ଜିବନ୍କାଳ୍ ଜଃତେକ୍ ଦିନ୍ ଦଃୟ୍ଆଚେ, ତୁମାର୍ ସେ କଃରାପ୍ ଜିବନ୍କାଳାର୍ ସଃବୁ ଦିନ୍ ତୁମାର୍ ଲାଡାର୍ ଡକୁର୍ଦି ସଃଙ୍ଗ୍ ସଃର୍ଦାୟ୍ ରିଆ; କାୟତାକ୍ବଃଲେକ୍ ଜିବନ୍ ବିତ୍ରେ ଆର୍ ବେଳ୍ ତଃଳେ ତୁମି ଜୁଣ୍ କଃସ୍ଟ କଃରିଆଚାସ୍, ସେ କଃସ୍ଟ ବିତ୍ରେ ଇରି ହଃକା ତୁମାର୍ ବାଗ୍।
ଏକ୍ଲା ଟାଣୁ ଦୁୟ୍ଲକ୍, ନିକା କାୟତାକ୍ବଃଲେକ୍ ସେମଃନ୍ ନିଜାର୍ କଃସ୍ଟାର୍ ବଃଲ୍ ହଃଳ୍ ହାଉତି। ସେମଃନ୍ ଅଦୁର୍ଲେକ୍, ଗଟେଲକ୍ ତାର୍ ସଃଙ୍ଗୁଆଡ଼ିକେ ଉଟାୟିଦ୍; ମଃତର୍ ଜେ ଅଦୁର୍ତାବଃଳ୍ ଗଟେଲକ୍ ହଃକା ରଃୟିଦ୍ ଆର୍ ତାକେ ଉଟାଉଁକ୍ କେଏ ନରେତି, ସେ ଦଃଣ୍ଡାର୍ ଜୟିଗ୍। ଆରେକ୍ ଦୁୟ୍ଲକ୍ ଗଟେ ଟାଣେ ସୟିଲେକ୍ ଉସୁମ୍ ଅଃଉତି; ମଃତର୍ ଏକ୍ଲାଲକ୍ କଃନ୍କଃରି ଉସୁମ୍ ଅଃଉଁହାରେ? ଜଃବେ କେଏ ଏକ୍ଲା ରେତାଲକେ ଆରାୟିଦ୍, ତଃବେ ଦୁୟ୍ ଲକ୍ ତାକେ ବିରଦ୍ କଃର୍ତି; ଆରେକ୍, ତିନିଗୁଣ୍ ଡର୍ ବେଗି ଚିଡି ନଃକେରେ।
Juízo e restauração
O Senhor é testemunha do pacto conjugal. Casamentos quebrados podem ser restaurados pelo poder e graça de Deus.
ମଃତର୍ ଅବ୍ରାମାର୍ ଡକୁର୍ସି ସାରିର୍ ଗିନେ ମାପୁର୍ ପାର୍ ଆର୍ ତାର୍ ଗଃରେ କାମ୍ କଃର୍ତା ଲକ୍ମଃନାର୍ ଗଃର୍ ଉହ୍ରେ ମଃର୍ଡି ଗଃଟାୟ୍ଲା। ଇତାର୍ ଗିନେ ପାର ଅବ୍ରାମକେ କୁଦି କଃରି କୟ୍ଲା, "ତୁୟ୍ ମଃର୍ ସଃଙ୍ଗ୍ କାୟିରି ଇରି କଃଲିସ୍?"
ଅବ୍ରାମାର୍ ଡକୁର୍ସି ସାରିର୍ ହିଲା ନଃରିଲାୟ୍, ଆରେକ୍, ହାଗାର୍ ନାଉଁଆର୍ ତାର୍ ଗଃଟେକ୍ ମିସରାର୍ ଦାସି ରିଲି। ତଃବେ ସାରି ଅବ୍ରାମକେ କୟ୍ଲି, "ଦଃକ୍, ମାପୁର୍ ମକେ ବାଞ୍ଜି କଃରିଆଚେ; ଇତାର୍ଗିନେ ମୁୟ୍ ଗଃଉଆରି କଃରୁଲେ, ତୁୟ୍ ମର୍ ଇ ଦାସିର୍ ସଃଙ୍ଗ୍ ସଃଉଆବଃସା କଃର୍; କେଜାଣ୍ ମୁୟ୍ ଇତାର୍ ଗିନେ ହଃଅ ହାଉଁ ହାରି।" ତଃବେ ଅବ୍ରାହାମ୍ ସାରିର୍ କଃତାୟ୍ ରାଜି ଅୟ୍ଲା। ଅବ୍ରାହାମ୍ କିଣାନ୍ ଦେସେ ଦଃସ୍ ବଃର୍ସ୍ ବାସା କଃଲା ହଃଚେ ତାର୍ ଡକୁର୍ସି ସାରି ଅଃହ୍ଣାର୍ ମିସରାର୍ ଦାସି ହାଗାର୍କେ ନଃୟ୍ ନିଜାର୍ ଡକ୍ରାସି ଅବ୍ରାମାର୍ ସଃଙ୍ଗ୍ ବିବା କଃରାଇଲି।
ତଃବେ ସେମଃନାର୍ ବିତ୍ରେ ଏକ୍ଲା କୟ୍ଲା, " ଅଃମି ଆସ୍ତା ବଃର୍ସାର୍ ଇ ମାସ୍ ଅୟିଲେକ୍ ଆରେକ୍ ଲେଉଟି ଆସୁନ୍ଦ୍; ଜାଣି ରେଏ, ସେ ସଃମୟେ ତର୍ ଡକୁର୍ଦି ସାରାର୍ କଳେ ଗଃଟେକ୍ ଅଃଣ୍ଡ୍ରା ହିଲା ରଃୟ୍ଦ୍। ସାରା ଇ କଃତା ତୁମ୍ ବାଟ୍ ଦୁଆରେ ହୁଣି ସେମଃନ୍କାର୍ ହଃଚ୍ବାଟ୍ୟା ରଃୟ୍ ସୁଣ୍ଲି।" ସେ ସଃମୟେ ଅବ୍ରାହାମ ଆର୍ ସାରା ବୁଡା ବୁଡି ଅୟି ରିଲାୟ୍, ଆରେକ୍, ସାରାର୍ ଗଃର୍ବ୍ବାସ୍ ଜାତା ବଃୟ୍ସ୍ ସଃରିରିଲି। ଇତାର୍ ଗିନେ ସାରା ନିଚଳି ମଃନେ ମଃନେ କଃୟ୍ଲି, "ମର୍ ଇ ସେସ୍ କାଳେ କାୟିରି ଇହର୍ ସଃର୍ଦା ଅୟ୍ଦ୍? ଆରେକ୍ ମର୍ ଅଃଣ୍ଡ୍ରାହେଁ ବୁଡା।"
ମଃତର୍ ସେବଃଉଁସ୍ ତର୍ ନଃହୟ୍, ଇରି ଜାଣି ଅନନ୍ ବାଇସିର୍ ଡକୁର୍ସି ସଃଙ୍ଗ୍ ମିସ୍ତା ବଃଳ୍ ବାଇସିର୍ ବଃଉଁସ୍ ବାଡାଉଁକେ ମଃନ୍ ନଃକେରି ବୁୟେଁ ବିର୍ଜ୍ ହଃକାୟ୍ଲା। ତାର୍ ଇରଃକମ୍ କାମ୍ ଇସ୍ୱରାର୍ ଆକାୟ୍ କଃରାପ୍ ରିଲି; ସେତାକେ ତାକେ ହେଁ ନାସ୍ କଃଲା।
ଏଗା ବାଞ୍ଜି ଜଃଗ୍ରାତ୍ ନୟ୍ଲାର୍ ତୁୟ୍ ଗିତ୍କଃଉ, ଏ ଗା ହିଲାର୍ନି ଦୁକା ନାୟ୍ଲାର୍, ତୁୟ୍ ଉଚ୍ ସଃବଦେ ଗିତ୍ କୟ୍ ସଃର୍ଦାକଃର୍ କାୟିତାକ୍ବଃଲେକ୍ ଇସ୍ୱର୍ କଃଉଁଲା, ବିବା ଅୟ୍ଲା ମାୟ୍ଜିର୍ ହିଲାମଃନାର୍ ତଃୟ୍ ହୁଣି ବାପା ନୟ୍ଲା ହିଲାମଃନ୍ ଅଃଦିକ୍।
ମୁଁୟ୍ ମାପୁର୍ ତଃୟ୍ ସଃର୍ଦା କଃରିନ୍ଦ୍; ମର୍ ଜିବନ୍ ଇସ୍ୱରାର୍ ତଃୟ୍ ସଃର୍ଦା କଃରେଦ୍ କାୟିତାକ୍ବଃଲେକ୍ ବଃର ଜଃନ୍କଃରି ନିଜାର୍ ବଃସ୍ତରେ ଜଃନ୍କଃରି ସଃଜ୍ ଅୟିଦ୍ ସେହର୍ ସେ ମୁକ୍ତିର୍ ବଃସ୍ତରେ ମକେ ସଃଜ୍ କଃରାୟ୍ଦ୍ ଆର୍ ଦଃର୍ମ୍ ରୁହାର୍ ଜାଜକ୍ ବଃସ୍ତରେ ମକେ ଡାହେଦ୍।
ଆର୍ ହାନା ନାଉଁଆର୍ ଗଟେକ୍ ବାବ୍ବାଦିଣି ରିଲି; ସେ ଆସେର୍ ବଃଉଁସାର୍ ପିନୁଏଲାର୍ ଜିସି । ତାର୍ ବୁତେକ୍ ବଃର୍ସ୍ ଅୟ୍ରିଲି; ସେ ବାଳତ୍ ଦଃଙ୍ଗ୍ଳି ରିଲା ହଃଚେ ବିବା ଅୟ୍କଃରି ସାତ୍ ବଃର୍ସ୍ ତାର୍ ଡକ୍ରାସି ସଃଙ୍ଗ୍ ରିଲି ଆର୍ ଡକ୍ରାସି ମଃଲାକ୍ ରାଣ୍ଡି ଅୟ୍ରିଲି, ତାକ୍ ଚାରିକଳି ଚାରି ବଃର୍ସ୍ ଜିବନ୍ କାଟ୍ଲି ।
"ଜଃବେ ତୁମିକେ କୁୟି ଲକ୍ ତାର୍ ବିବା ବଜିକେ କୁଦେଦ୍, ତଃବେ ସଃଡେବଃଳ୍ ତୁମି ସେତି ଜାୟ୍ ବଃଡ୍ ଲକ୍ ବଃସ୍ତା ଟାଣେ ବଃସା ନାୟ୍, କଃଡେବଃଳ୍ ସିନା ତୁମାର୍ ତଃୟ୍ହୁଣି ଅଃଦିକ୍ ମାନ୍ତି ହାଉତା ଲକ୍କେ ସେ କୁଦି ରଃୟ୍ଦ୍,
"ଜୁୟ୍ଲକ୍ ଅଃହ୍ଣାର୍ ଡକୁର୍ସିକେ ଚାଡିକଃରି ବିନ୍ରି ବିବା ଅୟ୍ଦ୍ ସେ ଦାରିକାମ୍ କଃରେଦ୍; ଆରେକ୍ ଜୁୟି ଲକ୍ ସେ ଚାଡେଳି ମାୟ୍ଜିକେ ବିବା ଅୟ୍ଦ୍ ସେ ହେଁ ଦାରି କଃରେଦ୍ ।"
ଜାଜେ ନହ ହୁର୍ତା ହଃତେକ୍ ଲକ୍ମଃନ୍ କାତାର୍ ହିଉତାର୍ ଆର୍ ବିବା କଃରୁକ୍ ଆର୍ ବିବା ଦେଉଁକ୍ ମାତି ରିଲାୟ୍, ଆରେକ୍ ହୁର୍ହାଣି ଆସି ରାଜିବୁଡାୟ୍ ସଃବ୍କେ ନାସ୍ କଃଲି ।
ଆରେକ୍ ଜିସୁ ମୁଣ୍ଡ୍ ଟେକି ମାୟ୍ଜିକେ ହଃଚାର୍ଲା, "ସେମଃନ୍ କଃୟ୍ ? ତକ୍ ଦସି କଃରି ଡଃଣ୍ଡ୍ ଦେଉଁକ୍ କାୟି ଗଟେକ୍ ଲକ୍ହେଁ ନଃରିଲାୟ୍ ?"
ସେ କୟ୍ଲି, "ନାୟ୍ ମାପୁର୍, କେଏ ହେଁ ନାୟ୍ ।"
ସେତାକ୍ ଜିସୁ କୟ୍ଲା, "ମୁୟ୍ ହେଁ ତକ୍ ଦସି ବଃଲି ନଃକୟ୍ଁ । ଜାଆ, ମଃତର୍ ଆରେକ୍ ହାହ୍ କଃର୍ ନାୟ୍ ।"
ଆରେକ୍ ଜୁୟି ଲକ୍ ମର୍ ନାଉ ଗିନେ ଗଃର୍, ବାୟ୍, ବେଣି, ଉବା, ଆୟା, ହିଲା, କି ବୁୟ୍ଁ ଚାଡେଦ୍ ସେ ସଏ ଗୁଣ୍ ଅଃଦିକ୍ ଆସିର୍ବାଦ୍, ଆର୍ ଅଃମ୍ବର୍ ଜିବନ୍ ହାୟ୍ଦ୍ ।
ସେମଃନ୍ ଜିସୁକେ କୟ୍ଲାୟ୍, "ଏ ଗୁରୁ, ମସା କୟ୍ଆଚେ ଜେ, କେଏ ଜଦି ବିବା ଅୟି ହିଲାମଃନ୍ ନଃଉତ୍ ମଃରେଦ୍, ତଃବେ ତାର୍ ବାୟ୍ସି, ମଃରୁ ବାୟ୍ସିର୍ ଡକୁର୍ସିକେ ବିବା ଅୟି ସେ ତାର୍ ବାୟ୍ସିର୍ ଗିନେ ହିଲା ଜଃଲମ୍ କଃରେଦ୍ ଆର୍ ସେ ହିଲା ସେ ମଃଲା ବାୟ୍ସିର୍ ବଃଉଁସ୍ ବାଡାୟ୍ଦ୍ ।
ବଃଲେକ୍ ମଃଲା ଲକ୍ମଃନ୍ ଉଟ୍ତି ସଃଡେବଃଳ୍ ସେମଃନ୍ ବିବା ନଃକେର୍ତି କି ବିବା ନଃଉତି । ମଃତର୍ ସେମଃନ୍ ସଃର୍ଗାର୍ ଦୁତ୍ମଃନାର୍ ହର୍ ଅୟି ରେତି ।
ବଃଲେକ୍ ଗଃର୍ବ୍ ବିତ୍ରେ ହୁଣି କଃରାପ୍ ବାବ୍ନା, ନଃର୍ଅଃତ୍ୟା, ଦାରି କଃର୍ତାର୍, ଦାରି ମାୟ୍ଜି ଟାଣେ ଜାତାର୍, ଚର୍ କାମ୍, ମିଚ୍ ସାକି ଆର୍ ଲିନ୍ଦା କଃର୍ତାର୍ ବାରାୟ୍ଦ୍ ।
ଗଃଗାଳାର୍ କାମ୍ ସଃବୁତ ନିକକଃରି ଜାଣାସ୍ ଦାରି, ବିଟାଳ୍, ମୁର୍ତିହୁଜା, ଗୁଣ୍ୟାକାମ୍, ବିରଦ୍, ଡାରା, ରିସା, ଲାଗାଲାଗି, ଅଃକାର୍, ଗିଣ୍, ରିସା, ଅଃହାତାଣ୍, ଦଃଳ୍ବାଗ୍, ଡାରା, ମାତ୍ଉଆଳି, ରଃଙ୍ଗ୍ ରଃସିଆ, ଅଃନ୍କାର୍ କାମ୍ମଃନ୍ ମୁୟ୍ଁ ହୁର୍ବେ ଜଃନ୍କଃରି ତୁମିମଃନ୍କେ କୟ୍ରିଲେ, ଅଃବେ ହେଁ କଃଉଁଲେ, ଜୁୟି ଲକ୍ମଃନ୍ ଇ ସଃବୁ ହଃର୍କାର୍ କାମ୍ କଃର୍ତି, ସେମଃନ୍ ଇସ୍ୱରାର୍ ରାଇଜାର୍ ଅଃଦିକାରି ନଃଉଁତି ।
ଅଃଣ୍ଡ୍ରା ଜିବନ୍ ରେତା ହଃତେକ୍ ତାର୍ ଡକୁର୍ସି ତାର୍ ସଃଙ୍ଗ୍ ବିବା ବାନ୍ଦୁଣେ ବାନ୍ଦି ଅୟି ରଃୟ୍ଦ୍, ମଃତର୍ ଅଃଣ୍ଡ୍ରା ମଃରି ଗଃଲେକ୍ ମାୟ୍ଜି ଇ ବିଦି ତଃୟ୍ହୁଣି ମୁକ୍ଳେଦ୍ । ଅଃଣ୍ଡ୍ରା ଜିବନ୍ ରେଉଁ ରେଉଁ, ଡକୁର୍ସି ଜଦି ବିନ୍ ଅଃଣ୍ଡ୍ରାକେ ବିବା ଅୟ୍ଦ୍, ତାକେ ଦାରିଆଣି ବଃଲି କଃଉଆ ଅୟ୍ଦ୍; ମଃତର୍ ଅଃଣ୍ଡ୍ରା ଜଦି ମଃରେଦ୍, ତଃବେ ମାୟ୍ଜି ମସାର୍ ବିଦି ତଃୟ୍ହୁଣି ମୁକ୍ତି ଅୟ୍ଦ୍, ଆର୍ ସେ ବିନ୍ ଅଃଣ୍ଡ୍ରାକେ ବିବା ଅୟିଲେକ୍, ସେ ଦାରିଆଣି ନୟ୍ ।
ଅୟିଲେକ୍ ହେଁ ତୁମାର୍ ବିରୁଦେ ମର୍ ଇ କଃତା ଆଚେ, ଜିଜିବଲ୍ ନାଉଁଆର୍ ଜୁୟି ମାୟ୍ଜି ଅଃହ୍ଣାକ୍ ବାବ୍ବାଦିଣି ବଃଲି କୟ୍ ମର୍ ଗତି ଦଃଙ୍ଗ୍ଳାମଃନ୍କେ ଦାରିକାମ୍ କଃରାଉଁଲି ଆର୍ ମୁର୍ତିହୁଜା କଃଲାର୍ ବଗ୍ କାଉଁକେ ସିକ୍ୟା ଦଃୟି ବିନ୍ବାଟେ ନେଉଁଲି, ତୁମି ତାର୍ କଃରାପ୍ କାମ୍କେ ସଃମ୍ବାଳୁଲାସ୍ ।
ଆର୍ ସେମଃନ୍ ଅଃହ୍ଣାମଃନାର୍ ନଃର୍ ଅଃତ୍ୟା, ମନ୍ତର୍, ଦାରିକାମ୍ ଆର୍ ଚର୍ କାମେ ହୁଣି ମଃନ୍ ନଃବାଦ୍ଲାୟ୍ଲାୟ୍ ।
ତାର୍ ବିଚାର୍ ସଃତ୍ ଆର୍ ନ୍ୟାୟ୍ କଃରାପ୍ କାମେ ହୁର୍ତିବିକ୍ ବିଟାଳ୍ କଃର୍ତା ବେସ୍ୟାଣିକ୍ ସେ ଟିକ୍ ଡଃଣ୍ଡ୍ ଦଃୟ୍ଆଚେ । ଇସ୍ୱରାର୍ ସେବାକାରିମଃନ୍କେ ମଃର୍ନେ ମାରି ରିଲାକ୍ ସେ ତାକ୍ ଡଃଣ୍ଡ୍ ଦଃୟ୍ଆଚେ ।"