Compaixão
A compaixão é o coração de Deus em ação. Ele é compassivo e misericordioso, tardio em irar-se e grande em amor. Somos chamados a refletir essa compaixão no mundo.
ମାୟ୍ଜି ଟକି ନିଜାର୍ ଗଃର୍ବ୍ ଜାତ୍ ହିଲାକେ ଲାଡ୍ ନଃକେରି କି ନିଜାର୍ ଦୁଦ୍ କାତା ହିଲାକେ ହାସ୍ରି ଜଃଉଁ ହାରେ? ହେଁ ଏମଃନ୍ ହାସ୍ରି ଜଃଉଁ ହାର୍ତି, ଅୟ୍ଲେକ୍ହେଁ ତୁମିକେ ହାସ୍ରି ନାହାରି। ଦଃକା, ମୁଁୟ୍ ନିଜାର୍ ଆତେ ତୁମାର୍ ରୁହ୍ ଲେକି ଆଚି; ତୁମିକେ କଃବେ ହାସ୍ରି ନଃଜାୟ୍।
ଆର୍ ସେତାର୍ଗିନେ ଇସ୍ୱର୍ ଇମଃନାର୍ ଗିନେ ଦଃୟା କଃରୁକେ ଜାଗେଦ୍, ଆର୍ ସେତାର୍ଗିନେ ତୁମିମଃନ୍କେ ଦଃୟାକଃରୁକେ ଉହ୍ରି ଅୟ୍ଦ୍, କାୟିତାକ୍ ବଃଲେକ୍ ଇସ୍ୱର୍ ନ୍ୟାୟ୍ବିଚାର୍କାରି ଇସ୍ୱର୍ସେ; ଜୁୟ୍ମଃନ୍ ତାକେ ଜାଗ୍ତି ସେମଃନ୍ ଦନ୍ୟ।
ତୁମି ଇସ୍ୱରାର୍ ଲକ୍, ସେ ତୁମିକେ ଲାଡ୍ କଃରି ସେ ନିଜାର୍ ଗିନେ ବାଚ୍ଲା, ସେତାର୍ ଗିନେ, କଃଉଁଣା ମଃନ୍, ଦଃୟା, ସୁସ୍ତା, ଦିର୍, ସଃମ୍ବାଳ୍ତାର୍ ହୁଙ୍ଗ୍ରା ।
ଆର୍ ସଃବୁର୍ ହାଁୟ୍ ଦଃୟାକାରି ଅଃଉଆ, ଆର୍ କଃଉଁଣା ମଃନ୍ ଅଃଉଅ ଆର୍ କ୍ରିସ୍ଟର୍ ଗିନେ ଇସ୍ୱର୍ ତୁମିମଃନ୍କେ ଜଃନ୍କଃରି ଅଃଡେକ୍ ନିକ କେମା କଃରି ଆଚେ ତୁମିମଃନ୍ହେଁ ସେନ୍କଃରି ସଃବ୍କେ କେମା କଃରା ।
ସଃରାସଃରି କଃତା ଇରି, ତୁମିମଃନ୍ ସଃବୁଲକ୍ ଗଟେକ୍ମଃନ୍ ଅୟି, ସଃବୁଲକାର୍ ଦୁକେ ସୁକେ ଉହ୍କାର୍ ଅଃଉଆ, ବାୟ୍ଲାଡେ ଲାଡ୍ କଃରା, କଃଉଁଣା ମଃନ୍, ଆର୍ ଦିର୍ମଃନାର୍ ଅଃଉଆ ।
ମଃତର୍ ଜେ ଜଃଗତାର୍ ଦଃନେ ଦଃନି ଅୟି ଅଃହ୍ଣାର୍ ବାୟ୍ବେଣିର୍ ଅକେଟ୍ ଦଃକ୍ଲେକ୍ ହେଁ ତାକେ ଦଃୟା ନଃକେରେ ତାର୍ ତଃୟ୍ ଇସ୍ୱରାର୍ ଲାଡ୍ କଃନ୍କଃରି ରେଉଁ ହାରେ ?
ଆସା, ଅଃମାର୍ ଇସ୍ୱର୍ ଆର୍ ମାପୁର୍ ଜିସୁ କ୍ରିସ୍ଟର୍ ଉବାକେ ଦନ୍ୟବାଦ୍ ଜାଣାଉଁଆ, ସେ ଦଃୟା କଃର୍ତା ଉବା ଆର୍ ଜାର୍ ତଃୟ୍ହୁଣି ସଃବୁ ସୁସ୍ତା ଆସେଦ୍ । ସେ ଅଃମାର୍ ସଃବୁ ଦୁକ୍କଃସ୍ଟେ ସୁସ୍ତା ଦଃୟ୍ଦ୍, ସେ ସୁସ୍ତା ତଃୟ୍ ଅଃମି କଃସ୍ଟ ବୟଃଗ୍ କଃର୍ତା ଦିନ୍ ଲକ୍ମଃନ୍କେ ସୁସ୍ତା ଦେଉଁ ହାରୁ, ଜୁୟି ସୁସ୍ତା ଅଃମି ନିଜେ ଇସ୍ୱର୍ ତଃୟ୍ହୁଣି ହାୟ୍ଆଚୁ ।
କାୟିତାକ୍ବଃଲେକ୍ ଜେ ଅଃମିମଃନାର୍ ନିଗାଳ୍ତଃୟ୍ ଅଃମିମଃନ୍କେ ଦଃୟା ଦଃକାଉଁକ୍ ଜୟ୍ଗ୍, ଅଃମିମଃନାର୍ ଇବାନ୍ୟା ମୁଳ୍ ଜାଜକ୍ ନାୟ୍, ମଃତର୍ ସେ ହାହ୍ ନୟ୍ଲା ଲକ୍ ଅୟି ଅଃମିମଃନାର୍ ହର୍ ସଃବୁ ରଃକମେ ପରିକ୍ୟା କଃରାୟ୍ ଅୟ୍ଲା ।
ଜୁୟି ଲକ୍ମଃନ୍ ସଃର୍ଦା କଃର୍ତି ସେମଃନାର୍ ସଃଙ୍ଗ୍ ମିସି ସଃର୍ଦା କଃରା; ଜୁୟି ଲକ୍ମଃନ୍ ଦୁକ୍ କଃର୍ତି ସେମଃନାର୍ ସଃଙ୍ଗ୍ ମିସି ଦୁକ୍ କଃରା ।
ସଃରାସଃରି ବଃଳ୍, ଏ ବାୟ୍ବେଣିମଃନ୍, ସଃର୍ଦା କଃରା, ସଃବୁ ବିସୟେ ଜୟଃଗ୍ ଅଃଉଆ, ଗ୍ୟାନ୍ ଦଃରା, ଗଟେକ୍ ମଃନ୍ ଅଃଉଆ, ସୁସ୍ତାୟ୍ ବାସା କଃରା, ଆର୍ ଲାଡ୍ ଆର୍ ସୁସ୍ତାର୍ ଇସ୍ୱର୍ ତୁମିମଃନାର୍ ସଃଙ୍ଗେ ରଃୟ୍ଦ୍ ।