Corpo de Cristo
A Igreja é o Corpo de Cristo — organismo vivo onde cada membro tem função única e indispensável. Cristo é a cabeça; nós somos seus membros.
Um corpo, muitos membros
Assim como o corpo é um e tem muitos membros, assim é Cristo. Nós somos o corpo de Cristo e individualmente seus membros.
ଗଟେକ୍ ଗଃଗାଳେ ଗାଦା ଅଃଙ୍ଗ୍
ଜଃନ୍କଃରି ଗଃଗାଳ୍ ଗଟେକ୍, ଆର୍ ସେତିର୍ ଅଃଙ୍ଗ୍ମଃନ୍ ଗାଦା, ମଃତର୍ ଗଃଗାଳାର୍ ସଃବୁ ଅଃଙ୍ଗ୍ମଃନ୍ ଗାଦା ଅୟିଲେକ୍ ହେଁ, ଗଟେକ୍ ଗଃଗାଳ୍, ସେରଃକମ୍ କ୍ରିସ୍ଟ ହେଁ ଗଟେକ୍ ।
ତୁମିମଃନ୍କେ କ୍ରିସ୍ଟର୍ ଗଃଗାଳ୍, ଆର୍ ହଃତିଲକ୍ ସେ ଗଃଗାଳାର୍ ଅଃଙ୍ଗ୍ ।
ତୁମିମଃନାର୍ ଗଃଗାଳ୍ ଜେ କ୍ରିସ୍ଟର୍ ଗଃଗାଳ୍ ହର୍, ଇତି ନଃଜାଣାସ୍ କି ? ତଃବେ ମୁଁୟ୍ କ୍ରିସ୍ଟର୍ ଗଃଗାଳ୍କେ ନଃୟ୍କଃରି ବେସୁଆ ଗଃଗାଳ୍ କଃରିନ୍ଦ୍ କି ? ସେରି କଃବେହେଁ ନଃଉଅ ।
ବଃଲେକ୍ ଜଃନ୍କଃରି ଅଃମାର୍ ଗଟେକ୍ ଗଃଗାଳେ ଗାଦେକ୍ ଅଃଙ୍ଗ୍ମଃନ୍ ଆଚେ, ମଃତର୍ ସଃବୁ ଅଃଙ୍ଗ୍ମଃନାର୍ କାମ୍ ଗଟେ ରଃକମ୍ ନାୟ୍ । ସେ ହର୍ ଅଃମି ଅଃନେକ୍ ମଃତର୍ କ୍ରିସ୍ଟର୍ ତଃୟ୍ ଗଟେକ୍ ଅୟି ଜଳି ଅୟି ଆଚୁ, ଅଃମି ଗଟେକ୍ ଗଃଗାଳ୍ ଆର୍ ଗଃଗାଳାର୍ ଅଃଙ୍ଗ୍ମଃନ୍ ହର୍ ଅଃମିମଃନ୍ ଏକ୍ ଆରେକ୍ ସଃଙ୍ଗ୍ ଜଳିଅୟ୍ ଆଚୁ ।
ଅଃମାର୍ ଗଟେକ୍ ଗଃଗାଳ୍, ଆତ୍ମା ହେଁ ଗଟେକ୍; ଆରେକ୍ ଗଟେକ୍ ବଃର୍ସା ଦଃୟି ଇସ୍ୱର୍ ଅଃମିମଃନ୍କେ କୁଦିଆଚେ ।
ତାର୍ ଆୟ୍ତେ ଗଃଗାଳାର୍ ବିନ୍ ବିନ୍ ଅଃଙ୍ଗ୍ମଃନ୍ ଗଟେକ୍ ତଃୟ୍ ଜଳିଅଃଉତି ଆର୍ ସେତି ରେତା ସଃନ୍ଦିମଃନାର୍ ଲାଗି ସଃଜାୟ୍ ଅୟି ସଃବୁ ଗଃଗାଳ୍ ହାଜି ଅୟ୍ଦ୍ । ସେତାକ୍ ସଃବୁ ଅଃଙ୍ଗ୍ମଃନ୍ ନିଜାର୍ କାମ୍ ଟିକ୍ ବାବେ କଃରୁଲାକେ ସଃବୁ ଗଃଗାଳ୍ ନିଜେ ଲାଡେ ବାଡେଦ୍ ।
Cristo, a cabeça
Ele é a cabeça do corpo, que é a igreja. O corpo cresce e se edifica em amor quando cada parte faz o seu trabalho.
ଆର୍ ସେ ମଣ୍ଡ୍ଳି ରୁହାର୍ ଗଃଗାଳାର୍ ମୁଣ୍ଡ୍ହର୍, ସେ ମୁଳେହଃଣି, ମଃଲାମଃନ୍କାର୍ ବିତ୍ରେ ହଃର୍ତୁ ଉଟିରିଲା ହଃର୍ତୁଜାତ୍ ହିଲା, ଜୁୟ୍ତାର୍ ଗିନେ ସେ ସଃବୁ ବିସୟେ ହଃର୍ତୁ ଟାଣ୍ ହାଉତାର୍ ଜୟ୍ଗ୍ ।
ମଣ୍ଡ୍ଳି ତଃୟ୍ ପାଉଲାର୍ ସେବା କାମ୍
ମୁୟ୍ଁ ତୁମିମଃନାର୍ ଗିନେ ଜୁୟି ସଃବୁ ଦୁକ୍ ବୟ୍ଗ୍ ତଃୟ୍, ଅଃବେ ସଃର୍ଦା କଃରୁଲେ, ଆର୍ କ୍ରିସ୍ଟର୍ ଜୁୟି ଦୁକ୍ବୟଗ୍ ବାକିଆଚେ, ସେରି ମୁୟ୍ଁ ତାର୍ ଗଃଗାଳ୍ ହର୍ ମଣ୍ଡ୍ଳିର୍ ହାଁୟ୍ ମର୍ ଗଃଗାଳେ ହୁରୁଣ୍ କଃରୁଲେ ।
ଆର୍, କ୍ରିସ୍ଟର୍ ଦିଲା ଜୁୟି ସୁସ୍ତା ବଗ୍ କଃରୁକେ ତୁମିମଃନ୍କେ ଗଟେକ୍ ଗଃଗାଳ୍ ହର୍ କୁଦାୟ୍ ଅୟି ଆଚାସ୍, ସେରି ତୁମିମଃନାର୍ ମଃନେ ରାୟ୍ଜ୍କଃର; ଆରେକ୍ ତୁମିମଃନ୍ ସଃବୁବଃଳ୍ ଦନ୍ୟବାଦ୍ ଦିଆସ୍ ।
କେଏ ହେଁ ନିଜାର୍ ଗଃଗାଳ୍କେ ଗିଣ୍ ନଃକେର୍ ମଃତର୍ ଗଃଗାଳାର୍ ହସ୍ହାଳ୍ କଃରେଦ୍ ଆର୍ ତାର୍ ଜଃତୁନ୍ କଃରେଦ୍, ସେନ୍କଃରି କ୍ରିସ୍ଟ ମଣ୍ଡ୍ଳିର୍ ଜଃତୁନ୍ ନେଉଁଲା । କାୟିତାକ୍ବଃଲେକ୍ ଅଃମିମଃନ୍ ତାର୍ ଗଃଗାଳାର୍ ଅଃଙ୍ଗ୍ମଃନ୍ ।