Cura
A cura é promessa e poder de Deus. Jesus curou toda enfermidade e todo mal. As Escrituras declaram que pelas suas pisaduras fomos sarados — cura do corpo, da alma e do espírito.
Pelas suas pisaduras
Ele foi ferido pelas nossas transgressões e moído pelas nossas iniquidades. Pelas suas pisaduras fomos sarados.
ମାତର୍ ସେ ଆମର୍ ଅଦରମ୍ ପାଇଁ କଣ୍ଡିଆ କାବ୍ରା ଅଇଲା ଆରି ଆମର୍ ପାପ୍ର୍ ପାଇଁ ଚୁନ୍ଚୁନା ଅଇଲା; ଆମ ସାନ୍ତିର୍ ବାଦୁଲେ ସାସ୍ତି ତାର୍ ଉପ୍ରେ ପଡ୍ଲା ଆରି ସେ ମାଡର୍ ଲାଗି ଆମେ ନିମାନ୍ ଅଇଲୁ ।
ମାତର୍ ସେ ଆମର୍ ଅଦରମ୍ ପାଇଁ କଣ୍ଡିଆ କାବ୍ରା ଅଇଲା ଆରି ଆମର୍ ପାପ୍ର୍ ପାଇଁ ଚୁନ୍ଚୁନା ଅଇଲା; ଆମ ସାନ୍ତିର୍ ବାଦୁଲେ ସାସ୍ତି ତାର୍ ଉପ୍ରେ ପଡ୍ଲା ଆରି ସେ ମାଡର୍ ଲାଗି ଆମେ ନିମାନ୍ ଅଇଲୁ ।
ସତୟ୍ ସେ ଆମର୍ କସ୍ଟକେ ସବୁ ନେଇଗାଲା ଆଚେ ଆରି ଆମର୍ ଦୁକାସବୁ ବଇଆଚେ । ଅଇଲେ ମିସା ଆମେମନ୍ ତାକେ ମାଡ୍ ଅଇଆଚେ ଆରି ପର୍ମେସରର୍ ଲାଗି ମାଡ୍ କାଇ ଆଚେ ଆରି ଦୁକ୍ ପାଇ ଆଚେ ବଲି ବାବ୍ଲୁ । ମାତର୍ ସେ ଆମର୍ ଅଦରମ୍ ପାଇଁ କଣ୍ଡିଆ କାବ୍ରା ଅଇଲା ଆରି ଆମର୍ ପାପ୍ର୍ ପାଇଁ ଚୁନ୍ଚୁନା ଅଇଲା; ଆମ ସାନ୍ତିର୍ ବାଦୁଲେ ସାସ୍ତି ତାର୍ ଉପ୍ରେ ପଡ୍ଲା ଆରି ସେ ମାଡର୍ ଲାଗି ଆମେ ନିମାନ୍ ଅଇଲୁ ।
ଆମେ ପାପ୍ କଲାର୍ପାଇ ପାଇବା ଡଣ୍ଡ୍ କୁରୁସ୍କାଟେ ମରିକରି କିରିସ୍ଟ ନିଜେ ବଇନେଲା । ପାପ୍ କର୍ବାଟା ଚାଡିକରି ଦରମ୍ ଚଲାଚଲ୍ତି କର୍ବାକେ ସେ ଏନ୍ତାରି କଲା । ତାର୍ ଗାଗ୍ଡେ ମାରି ରଇବା ଗାଉର୍ ଲାଗି ଆମେ ନିକ ଅଇଆଚୁ ।
ଆମେ ପାପ୍ କଲାର୍ପାଇ ପାଇବା ଡଣ୍ଡ୍ କୁରୁସ୍କାଟେ ମରିକରି କିରିସ୍ଟ ନିଜେ ବଇନେଲା । ପାପ୍ କର୍ବାଟା ଚାଡିକରି ଦରମ୍ ଚଲାଚଲ୍ତି କର୍ବାକେ ସେ ଏନ୍ତାରି କଲା । ତାର୍ ଗାଗ୍ଡେ ମାରି ରଇବା ଗାଉର୍ ଲାଗି ଆମେ ନିକ ଅଇଆଚୁ ।
Jesus, o curador
Jesus percorreu cidades e aldeias curando toda doença. Ele deu autoridade aos discípulos para curar enfermos.
ଜିସୁ ଗାଉଁ ଗାଉଁ ବୁଲି ବୁଲି ଜିଉଦିମନର୍ ପାର୍ତନା ଗର୍ମନ୍କେ ଜାଇ ସିକାଇ ଦେଇତେ ରଇଲା । ଆରି ପର୍ମେସରର୍ ରାଇଜର୍ ନିମାନ୍ କାତା କଇତେରଇଲା । ବିନ୍ ବିନ୍ ଜର୍ ଆରି ରଗ୍ ଦାର୍ଲା ଲକ୍ମନ୍କେ ସବୁ ନିକ କରିଦେଲା ଆରି ପାର୍ତନା ଗରେ ସିକିଆ ଦେଲା ।
ଜରର୍ ଲକ୍ମନ୍କେ ନିମାନ୍ କରା, ମଲା ଲକ୍ମନ୍କେ ଉଟାଆ, ବଡ୍ ରଗିମନ୍କେ ନିମାନ୍ କରା, ଡୁମାମନ୍କେ କେଦିଦିଆସ୍ । ଏ ସବୁ ସରଗର୍ ମାପ୍ରୁର୍ ତେଇଅନି ତିନ୍ପଲିଆରେ ମିଲାଇ ଆଚାସ୍ । ସେନ୍ତି ବିନ୍ ଲକ୍ମନ୍କେ କାଇଟା ନ ମାଙ୍ଗ୍ତେ ଦିଆସ୍ ।
ଜରର୍ ଲକ୍ମନ୍କେ ନିମାନ୍ କରା, ମଲା ଲକ୍ମନ୍କେ ଉଟାଆ, ବଡ୍ ରଗିମନ୍କେ ନିମାନ୍ କରା, ଡୁମାମନ୍କେ କେଦିଦିଆସ୍ । ଏ ସବୁ ସରଗର୍ ମାପ୍ରୁର୍ ତେଇଅନି ତିନ୍ପଲିଆରେ ମିଲାଇ ଆଚାସ୍ । ସେନ୍ତି ବିନ୍ ଲକ୍ମନ୍କେ କାଇଟା ନ ମାଙ୍ଗ୍ତେ ଦିଆସ୍ ।
ଜିସୁ ତାର୍ ବାର୍ଟା ପେରିତ୍ମନ୍କେ ଲଗେ ଡାକି ଡୁମା କେଦ୍ବାକେ, ସବୁ ରକାମର୍ ରଗ୍ ଆରି ଜର୍ଦୁକା ନିମାନ୍ କର୍ବାକେ ଅଦିକାର୍ ଦେଲା ।
ଜିସୁ କଇଲା, "ନିକ ରଇଲା ଲକର୍ ପାଇ ଡାକ୍ଦର୍ ଲଡା ନାଇ । ମାତର୍ ଜର୍ଦୁକାର୍ ଲକ୍ମନର୍ ପାଇ ଡାକ୍ଦର୍ ଲଡା ଆଚେ ।
ଜିସୁ ଗାଲିଲିର୍ ଗୁଲାଇବାଟେ ବୁଲି ବୁଲି ଜିଉଦିମନର୍ ସବୁ ପାର୍ତନା ଗର୍ମନ୍କେ ସିକିଆ ଦେଇ, ପର୍ମେସରର୍ ରାଇଜର୍ ବିସଇ ଜାନାଇଲା । ଆରି ବିନ୍ ବିନ୍ ରଗେ ରଇବା ଲକ୍ମନ୍କେ ସବୁ ରକାମର୍ ରଗ୍ ଆରି ସବୁ ଦୁକ୍ କସ୍ଟ, ନିମାନ୍ କଲା ।
ସେ ଜାଗାଇ ଜର୍ ଦୁକା ଅଇରଇଲା ଲକ୍ମନ୍କେ ନିକ କରା, ଆରି ସେମନ୍କେ କୁଆ ପର୍ମେସରର୍ ରାଇଜ୍ ତମର୍ଲଗେ ସେ ।
"ମାପ୍ରୁର୍ ଆତ୍ମା ମର୍ ସଙ୍ଗ୍ ଆଚେ,
ତେବର୍ପାଇ ନଇଲା ମଇଲା ଲକ୍ମନର୍ଟାନେ ସୁବ୍ କବର୍ ଜାନାଇବାକେ, ପର୍ମେସର୍ ମକେ ବାଚିକରି ପାଟାଇଲା,
ବନ୍ଦି ଗରେ ରଇବା ଲକ୍ମନ୍କେ ମୁକ୍ଲାଇବାକେ,
କାଣା ଲକ୍ମନ୍କେ ଦେକାଇବା ବିସଇ ଜାନାଇବାକେ ଆରି
ଦୁକର୍ ଲକ୍ମନ୍କେ ମୁକ୍ଲାଇବାକେ,
ଜିସୁ ସେମନ୍କେ ଦେକି କରି କଇଲା, "ତମେ ଜାଇକରି ପର୍ମେସରର୍ ପୁଜାରିମନ୍କେ ତମର୍ ଗାଗଡ୍ ଦେକାଆ । ତମେ ନିମାନ୍ ଅଇଲାସ୍ କି ନାଇ ବଲି ସେମନ୍ ଦେକତ୍ ।" ପଚେ ସେ ଦସ୍ ଲକ୍ ପର୍ମେସରର୍ ପୁଜାରିମନର୍ ଲଗେ ଜିବା ବେଲେ, ବାଟେ ନିମାନ୍ ଅଇଗାଲାଇ ।
ତରେକ୍ ଜିସୁ ବିସ୍ରାମ୍ବାରେ ଗଟେକ୍ ପାର୍ତନା ଗରେ ସିକିଆ ଦେଇତେରଇଲା । ତେଇ ଗଟେକ୍ ମାଇଜି ରଇଲା । ତାକେ ଡୁମା ଦାରି ଅଟ୍ର ବରସ୍ ଜାକ କୁବ୍ଡି ଅଇରଇଲା । ସେ ବିଲ୍କୁଲ୍ ସିଦା ଅଇ ଇଣ୍ଡି ନାପାର୍ତେ ରଇଲା । ଜିସୁ ତାକେ ଦେକି ଲଗେ ଡାକି କଇଲା, "ଏ ନିନି ତକେ ମୁଇ, ଏ କୁବ୍ଡି ରଗେଅନି ନିକ କଲିନି ।" ଜିସୁ ସେ ମାଇଜିର୍ ଉପ୍ରେ ଆତ୍ ସଙ୍ଗଇଲା । ସେ ମାଇଜି ସେ ଦାପ୍ରେସେ ସଲକ୍ ଅଇ ପର୍ମେସର୍କେ ମଇମା କର୍ବାର୍ ଲାଗ୍ଲା । ଜିସୁ ବିସ୍ରାମ୍ଦିନେ ସେ ମାଇଜିକେ ନିକ କଲାଟା ଦେକି ଜିଉଦିମନର୍ ପାର୍ତନା ଗରର୍ ମୁକିଆ ବେସି ରିସା ଅଇଗାଲାଇ । କାଇକେ ବଇଲେ ଲକ୍ମନ୍କେ ନିକ କର୍ବାଟା ଗଟେକ୍ କାମ୍ ବଲି ଜିଉଦି ଲକ୍ମନ୍ ବାବ୍ତେ ରଇଲାଇ । ସେଟାର୍ ପାଇ ପାର୍ତନା ଗରର୍ ମୁକିଅ କଇଲା, "ଗଟେକ୍ ଆଟେ କାମ୍ କର୍ବାକେ ଚଅ ଦିନ୍ ଆଚେ, ସେ ଦିନ୍ ମନ୍କେ ତମେ ନିକ ଅଇବାକେ ଆସା । ମାତର୍ ବିସ୍ରାମ୍ବାରେ ନିକ ଅଇବାକେ କେବେ ମିସା ଆସାନାଇ ।"
ମାତର୍ ଜିସୁ ତାକେ ଆରି ତେଇ ରଇଲା ଲକ୍ମନ୍କେ କଇଲା, "ଏ କୁଟିଆଲ୍ମନ୍ ! ତମେ ତମର୍ ଗରୁମନ୍କେ ମେଲି ପାନି କୁଆଇବାକେ ନିଆସ୍ ନାଇ କି ? ସେଟା ମିସା ଗଟେକ୍ କାମ୍ସେ ।"
"ମୁଇ ତାକେ ନିକ କଲି ଆଚି । ଏ ମାଇଜି ଅବ୍ରାଆମର୍ କୁଟୁମର୍ ଲକ୍ । ସଇତାନ୍ ତାକେ ଅଟ୍ର ବରସ୍ ଜାକ ଦାରି ରଇଲା । ସେ ମାଇଜି ବିସ୍ରାମ୍ ବାରେ ନିକ ଅଇବାଟା ଟିକ୍ ନଏଁ କି ?" ଜିସୁ କଇଲା କାତା ସୁନି ତାର୍ ବିରଦି ଲକ୍ମନ୍ ଲାଜ୍ ଅଇଲାଇ । ମାତର୍ ବିନ୍ ଲକ୍ମନ୍ ସେ କର୍ବା ସବୁ କାବାଅଇଜିବା କାମ୍ ଦେକି ସାର୍ଦା ଅଇଗାଲାଇ ।
ମାତର୍ ଜିସୁ ଏଟା ସୁନି ଜାଇରସ୍କେ କଇଲା, "ଡରାନାଇ ଅବ୍କା ବିସ୍ବାସ୍ କରା, ସେ ବଁଚ୍ସି ।"
ଜିସୁ ତାକେ କଇଲା, "ନୁନି, ମର୍ଟାନେ ବିସ୍ବାସ୍ କଲାକେ ତୁଇ ନିମାନ୍ ଅଇ ଆଚୁସ୍, ସାନ୍ତିଅଇ ଜା ଆରି ତର୍ ରଗେଅନି ନିମାନ୍ ଅଇ ର ।"
ଜିସୁ ତାକେ କଇଲା, "କାଇକେ ଜଦି ପାରୁସ୍ ବଇଲେ ନିମାନ୍ କର୍ ବଲିକରି କଇଲୁସ୍ନି ? କାଇକେବଇଲେ ପର୍ମେସର୍କେ ବିସ୍ବାସ୍ କର୍ବା ଲକ୍ମନର୍ ତେଇ ସବୁ ଅଇସି ।"
ଜିସୁ ତାକେ କଇଲା, "ଜା, ତୁଇ ନିମାନ୍ ଅଇଜାଇ ଆଚୁସ୍ । କାଇକେବଇଲେ ତୁଇ ମକେ ବିସ୍ବାସ୍ କରି ଆଁକି ଦେକି ପାର୍ଲୁସ୍ନି ।" ସେଦାପ୍ରେସେ କାଣା ଆଁକି ଦେକି ବାଟେ ବାଟେ ଜିସୁର୍ ପଚେ ଜିବାର୍ ଦାର୍ଲା ।
ଆରି ବିସ୍ବାସି ଲକ୍ମନ୍ ମର୍ ନାଉଁ ଦାରି ଡୁମାମନ୍କେ ବାର୍କରାଇ କେଦିଦେବାଇ ଆରି ନାଜାନିରଇବା ବାସାଇ କାତା ଅଇବାଇ । ଏନ୍ତି ବିସ୍ବାସ୍ କର୍ବା ଲକ୍ମନର୍ଟାନେ ଗଟେକ୍ ଚିନ୍ ପାରା ଅଇସି । ସେମନ୍ ନାଜାନିକରି ସାଁପ୍ ଆତେ ଦାର୍ଲେ କି ବିସ୍ କାଇଲେ ନ ମରତ୍ । ଜର୍ଦୁକାର୍ ଲକ୍ମନ୍କେ ଆତ୍ ଚିଇ କରି ପାର୍ତନା କଲେ, ସେଲକ୍ମନ୍ ନିମାନ୍ ଅଇଜିବାଇ" ବଲି କଇଲା ।
ପିତର୍ ତାକେ କଇଲା, "ଏନିୟ ଜିସୁ ମାପ୍ରୁ ତକେ ନିକ କରିଆଚେ । ଉଟ୍ ଆରି ତର୍ ଅଚ୍ନା ସାଜାଡ୍ ।"
Eu sou o Senhor que te sara
Eu sou o Senhor que te sara. Ele perdoa todas as iniquidades e sara todas as enfermidades — com bondade e misericórdia.
ତମେ ଜଦି ସବୁବେଲର୍ ମାପ୍ରୁ ପର୍ମେସରର୍ ବାକିଅକେ ମନ୍ଦେଲେ, ଆରି ତାର୍ ବାକିଅକେ ଜାଇଟା ବଲ୍ ସେଟା କଲେ, ଆରି ତାର୍ କାତା ସୁନ୍ଲାଇ ଆରି ତାର୍ ବିଦି ପାଲନ୍ କଲେ, ତେବେ ମିସରିଅ ଲକ୍ମନ୍କେ ଜନ୍ରକାମର୍ ରଗ୍ କରାଇଲୁ, ସେନ୍ତାରି ରଗ୍ ତମ୍କେ ନ ଆସେ, କାଇକେବଇଲେ ମୁଇ ସବୁବେଲର୍ ମାପ୍ରୁ ରଗ୍ ବଲ୍ କର୍ବା ଲକ୍ ।

ତମେ ଆମର୍ ସବୁବେଲର୍ ମାପ୍ରୁ ପର୍ମେସରର୍ ସେବା କର୍ସା, ତେବେ ସେ ତମ୍କେ କାଇବା ପିଇବାକେ ଆସିର୍ବାଦ୍ କର୍ସି, ଆରି ତମର୍ ରଗ୍ ଦୁର୍ କର୍ସି ।
Cura e restauração
Eu te restaurarei e sararei as tuas feridas, diz o Senhor. A oração da fé salvará o enfermo e o Senhor o levantará.
କେ ଜଦି ଜର୍ଦୁକା ଅଇ ରଇଲେ ସେ ମଣ୍ଡଲିର୍ ପାର୍ଚିନ୍ମନ୍କେ ଡାକାଆ, ସେମନ୍ ମାପ୍ରୁର୍ ନାଉଁଦାରି ଚିକନ୍ ରକଇ କରି ତାକେ ଲାଗାଇ, ପାର୍ତନା କର୍ବାଇ । ବିସ୍ବାସ୍ ସଙ୍ଗ୍ ସରପ୍ଲା ପାର୍ତନା ଜରର୍ ଲକ୍କେ ନିମାନ୍ କରି ଉଟାଇସି । ଜଦିସେ ପାପ୍କରି ରଇସି ବଇଲେ ମାପ୍ରୁ ତାକେ କେମା କର୍ସି । ନିଜର୍ ନିଜର୍ ଲଗେ ପାପ୍ କଲାଟା ଜାନାଆ ଆରି ନିଜର୍ ନିଜର୍ ପାଇ ପାର୍ତନା କରା । ସେନ୍ତାର୍ କଲେ, ତମେ ନିକ ଅଇସା ।

କେ ଜଦି ଜର୍ଦୁକା ଅଇ ରଇଲେ ସେ ମଣ୍ଡଲିର୍ ପାର୍ଚିନ୍ମନ୍କେ ଡାକାଆ, ସେମନ୍ ମାପ୍ରୁର୍ ନାଉଁଦାରି ଚିକନ୍ ରକଇ କରି ତାକେ ଲାଗାଇ, ପାର୍ତନା କର୍ବାଇ । ବିସ୍ବାସ୍ ସଙ୍ଗ୍ ସରପ୍ଲା ପାର୍ତନା ଜରର୍ ଲକ୍କେ ନିମାନ୍ କରି ଉଟାଇସି । ଜଦିସେ ପାପ୍କରି ରଇସି ବଇଲେ ମାପ୍ରୁ ତାକେ କେମା କର୍ସି । ନିଜର୍ ନିଜର୍ ଲଗେ ପାପ୍ କଲାଟା ଜାନାଆ ଆରି ନିଜର୍ ନିଜର୍ ପାଇ ପାର୍ତନା କରା । ସେନ୍ତାର୍ କଲେ, ତମେ ନିକ ଅଇସା । ଗଟେକ୍ ଦରମ୍ ଲକ୍ ପାର୍ତନା କଲାଟା ବେସି ବପୁ ରଇସି ଆରି ସେ ପାର୍ତନାର୍ ଉତର୍ ଦେକିଅଇସି ।
ଗଟେକ୍ ଦରମ୍ ଲକ୍ ପାର୍ତନା କଲାଟା ବେସି ବପୁ ରଇସି ଆରି ସେ ପାର୍ତନାର୍ ଉତର୍ ଦେକିଅଇସି ।
ମୁଇ ପର୍ମେସର୍ ଟାନେଅନି ବେସି ବଡିଆ ଦର୍ସନ୍ ପାଇଲିଆଚି ବଲିକରି ବଡ୍ପନ୍ ନ ଅଇବାକେ ପର୍ମେସର୍ ମକେ ଦୁକାଇବା ଗଟେକ୍ ରଗ୍ ଦେଲା । ଏ ରଗ୍ ସଇତାନର୍ ଦୁତ୍ପାରା ମାର୍ବାକେ ମର୍ ଗାଗଡେ ଆଚେ । ଜେନ୍ତି କି ମୁଇ ଆରି ବଡ୍ପନ୍ ନ ଅଇ । ଏ ରଗ୍ ମର୍ଟାନେଅନି ଦାରିଜାଅ ବଲି ମୁଇ ତିନ୍ତର୍ ମାପ୍ରୁକେ ଗୁଆରି କଲି । ମାତର୍ ସେ ଏନ୍ତାରି କଇଲା, "ତମ୍କେ ଜେତ୍କି ସବୁ ଲଡା ଆଚେ, ମର୍ ଜିବନ୍ ଦୁକାଇଲାଟା, ସେଟା ପୁରାପୁରୁନ୍ କର୍ବାକେ ଅଇସି । କାଇକେବଇଲେ ଜେଡେବେଲେ ତୁଇ ଦୁର୍ବଲ୍ ରଇସୁ, ସେବେଲେ ମର୍ ବପୁ ନିକକରି ଡିସ୍ସି ।" ତେବେ ମର୍ ଦୁର୍ବଲ୍ ବିସଇନେଇ ବଡ୍ପନ୍ ଅଇକରି କଇବାକେ ମକେ ବେସି ସାର୍ଦା ଲାଗ୍ସି । କାଇକେବଇଲେ ମୁଇ ଦୁର୍ବଲ୍ ରଇଲାବେଲେ କିରିସ୍ଟର୍ ବପୁ ମକେ ସାଇଜ କର୍ବାଟା ଜାନ୍ଲିନି ।
Promessas e esperança
O Senhor dá forças aos cansados. O sol da justiça se levantará com salvação nas suas asas.
ସେ ତାକ୍ଲା ଲକ୍ମନ୍କେ ବପୁ ଦେଇସି ଆରି ବପୁ ନଇଲା ଲକ୍ମନ୍କେ ବପୁ ଦେଇସି ।
ସାର୍ଦାର୍ ରଇଲା ମନ୍ ନିମାନ୍ ଅସ; ମାତର୍ ବାଙ୍ଗି ଜାଇ ରଇବା ଆତ୍ମା ଆଡ୍ମନ୍କେ ସବୁ ସୁକାଇ ପାକାଇସି ।
ସଲକ୍ ବାଟେ ଇଣ୍ଡିଜା । ସେନ୍ତାର୍କଲେ ତମର୍ ନ ଆଇବା ପାଦ୍ ନିକଅଇ ଡାଁଟ୍ ଅଇସି ।