Dependência
A dependência de Deus é o caminho da verdadeira liberdade. Sem Cristo, nada podemos fazer. Mas em Deus encontramos sustento, direção e força para todo desafio.
Sem Ele nada podemos
Sem mim nada podeis fazer. O cristão que se desconecta da videira seca — mas o que permanece dá muito fruto.
ମୁୟ୍ ଅଙ୍ଗୁର୍ ମାଳ୍, ଆର୍ ତୁମିମଃନ୍ କଃନ୍ଦା, ଜେ ମର୍ତଃୟ୍ ରଃୟ୍ଦ୍ ଆର୍ ମୁୟ୍ ଜାର୍ତଃୟ୍ ରଃୟ୍ନ୍ଦ୍, ସେ ଜଃବର୍ ହଃଳ୍ ହଃଳେଦ୍; ବଃଲେକ୍ ମୁୟ୍ ନୟ୍ଲେକ୍ ତୁମିମଃନ୍ କାୟିରି କଃରୁ ନଃହାରାସ୍ ।
ମାପୁର୍ ତୁମାର୍ ହାଁୟ୍ ଜୁଜ୍ କଃରେଦ୍, ତୁମିମଃନ୍ ତୁନ୍ହଃଳି ରିଆସ୍।
Depender do Senhor
Confia no Senhor de todo o coração e não te estribes no teu próprio entendimento. Em todos os caminhos o reconhece.
ତୁମି ହୁରାହୁରି ଇସ୍ୱର୍ ତଃୟି ଆସ୍ର କଃରା ଆର୍ ତୁମିମଃନ୍ ନିଜାର୍ ନିଜାର୍ ବିଚାରେ ଚାଲାନାୟି। ନିଜାର୍ ସଃବୁ ତାର୍ ନାଉଦଃରି କଃରା; ସେତି ସେ ତୁମାର୍ ସଃବୁ କାମ୍ ସଃଳ୍କ୍ କଃରେଦ୍।
ମାନାୟିର୍ ମଃନ୍ ନିଜାର୍ ରଃସ୍ତା ବାଚେଦ୍; ମଃତର୍ ଇସ୍ୱର୍ ତାକେ ଜାତାବାଟ୍ ଦଃକାୟିଦ୍।
ମାନାୟିର୍ ମଃନେ ନାନା ଜଃଜ୍ନା ରଃୟିଦ୍ , ମଃତର୍ ଇସ୍ୱରାର୍ ଜଜ୍ନା ତିର୍ ଅୟିଦ୍।
ଇସ୍ୱରାର୍ ଆସିର୍ବାଦ୍ ମାଜନ୍ କଃରେଦ୍ , ଆରେକ୍ ସେ ତାର୍ ସଃଙ୍ଗ୍ ଦୁକ୍ ନଃମିସାୟି।
Contentamento e confiança
Aprendi a viver contente em toda situação. A dependência de Deus nos livra da ansiedade e nos firma na paz.
ଅକେଟାର୍ ଗିନେ ମୁୟ୍ଁ ଇରି କଃଉଁଲେ, ସେରି ନାୟ୍, କାୟିତାକ୍ବଃଲେକ୍ ମୁୟ୍ଁ ଜୁୟି ଅବୁସ୍ତାୟ୍ ରିଲେକ୍ ହେଁ ସଃଲ୍ମତେ ରେଉଁକେ ସିକି ଆଚି ।
କାୟିତାକ୍ ବଃଲେକ୍ ମୁଁୟ୍ ତର୍ ଜୁଗ୍ଜୁଗାର୍ ମାପୁର୍, ତର୍ କାତା ଆତ୍ ଦରି କୟ୍ନ୍ଦ୍, ଡିର୍ନାୟ୍; ମୁଁୟ୍ ତକେ ଉହ୍କାର୍ କଃରିନ୍ଦ୍।
ସେ ତାକ୍ଲା ଲକେ ସଃକ୍ତି ଦଃୟ୍ଦ୍ ଆର୍ ବଃଳ୍ନୟ୍ଲା ଲକେ ବଃଳ୍ ଜାଗାୟ୍ଦ୍।
ସଃବ୍କେ ସଃମାନ୍ ଆକାୟ୍ ଦଃକା, ବଃଡ୍ହାଣ୍ୟା ନଃଉଆଁ, ବାଙ୍ଗିହଃଳ୍ଲା ଲକ୍ମଃନାର୍ ସଃଙ୍ଗ୍ ଅଃଉଆ । ନିଜଃକେ ଗିଆନି ବଃଲି ବାବାନାଁୟ୍ ।
ବଃଲେକ୍ ଜଃନ୍କଃରି ଅଃମାର୍ ଗଟେକ୍ ଗଃଗାଳେ ଗାଦେକ୍ ଅଃଙ୍ଗ୍ମଃନ୍ ଆଚେ, ମଃତର୍ ସଃବୁ ଅଃଙ୍ଗ୍ମଃନାର୍ କାମ୍ ଗଟେ ରଃକମ୍ ନାୟ୍ । ସେ ହର୍ ଅଃମି ଅଃନେକ୍ ମଃତର୍ କ୍ରିସ୍ଟର୍ ତଃୟ୍ ଗଟେକ୍ ଅୟି ଜଳି ଅୟି ଆଚୁ, ଅଃମି ଗଟେକ୍ ଗଃଗାଳ୍ ଆର୍ ଗଃଗାଳାର୍ ଅଃଙ୍ଗ୍ମଃନ୍ ହର୍ ଅଃମିମଃନ୍ ଏକ୍ ଆରେକ୍ ସଃଙ୍ଗ୍ ଜଳିଅୟ୍ ଆଚୁ ।
ଜୁୟି ଲକ୍ମଃନ୍ ଗଃଗାଳାର୍ ତଃଳେ ଆଚ୍ତି, ସେମଃନ୍ ଇସ୍ୱରାର୍ ସଃନ୍ମତ୍ ଅଃଉଁକେ ନଃହାର୍ତି ।
ବଃଲେକ୍ କାଲିର୍ ଗିନେ ଚିତା କଃରାନାୟ୍, କାୟିତାକ୍ବଃଲେକ୍ କାଲି ନିଜେ ନିଜାର୍ ଗିନେ ଚିତା କଃରାସ୍ । ଆଜିର୍ କଃସ୍ଟ ଆଜିର୍ ଗିନେ ସଃରି ।"