Simplicidade do Evangelho
A simplicidade do evangelho é sua força. Deus escolheu as coisas loucas do mundo para confundir os sábios. O poder está na mensagem da cruz, não na eloquência humana.
ମଃତର୍ ଜଃନ୍କଃରି କୁୟି ଜଃଗତ୍ ଇସ୍ୱରାର୍ ମୁଏଁ ଗର୍ବ୍ ନଃକେରେ, ଇତାକ୍ ମୁର୍କ୍ ବିସୟ୍ ବାଚି ଆଚେ । ଇତାର୍ ଗିନେ ଇସ୍ୱର୍ ଗିଆନି ମଃନ୍କେ ଲାଜ୍ କଃରାଉଁକ୍ ଜଃଗତାର୍ ଅଗ୍ୟାନିମଃନ୍କେ ବାଚିଆଚେ, ଆରେକ୍ ବଃଳ୍ବାନ୍ମଃନ୍କ୍ ଲାଜ୍ କଃରାଉଁକ୍ ଇସ୍ୱର୍ ଜଃଗତାର୍ ବଃଳ୍ ନଃୟ୍ଲା ଲକ୍କେ ବାଚ୍ଲା । ଆର୍ ଜାୟ୍ରି ଜଃଗତାର୍ ଆକାୟ୍ ମାୟ୍ନ୍କାରି, ସେ ସଃବୁ ତିନିହଲ୍ୟା କଃରୁକେ ଇସ୍ୱର୍ ଜଃଗତାର୍ ମଲ୍ ନୟ୍ଲାର୍ ଆର୍ ନଃହେଚାର୍ଲା କଃତାକ୍ ହେଁ, ଗଣିତା ନାୟ୍ଲାରିମଃନ୍ ବାଚ୍ଲା ଆଚେ ।
କାୟିତାକ୍ବଃଲେକ୍ କ୍ରିସ୍ଟ ମକେ ବାପ୍ତିସମ୍ ଦେଉଁକେ ହଃଟାୟ୍ ନଃକେରେ, ନିକ କବୁର୍ ପର୍ଚାର୍ କଃରୁକେ ହଃଟାୟ୍ଲା, ସେରି ହେଁ କଃତାର୍ ବଃଡ୍ହାଣ୍ ଗିଆନେ ନାୟ୍, ଚଃନେମଃନେ କ୍ରୁସ୍ ଉହ୍ରେ କ୍ରିସ୍ଟର୍ ମଃର୍ନ୍ ହଲ୍ୟା ଅୟ୍ଦ୍ ।
ଇତାର୍ ଗିନେ ମର୍ ସିକ୍ୟା ଆର୍ ମର୍ ପର୍ଚାର୍ ଗିଆନାର୍ ସୁନ୍ଦୁର୍ କଃତା ମିସ୍ଲାର୍ ନଃୟ୍କଃରି ଇସ୍ୱରାର୍ ଆତ୍ମାର୍ ସଃକାତ୍ ଆର୍ ସଃତ୍ ହଃର୍ମାଣ୍ରିଲାର୍ ଅୟ୍ରିଲି ।
ଆର୍ ମକ୍ ଜଃଡେବଃଳ୍ ହୁର୍ତିବି ହୁଣି ଉହ୍ରେ ଉଟା ଅୟ୍ଦ୍, ସଃଡେବଃଳ୍ ସଃବ୍କେ ନିଜାର୍ ହାକ୍ ନଃୟ୍ନ୍ଦ୍ ।"