Sinais do fim dos tempos
A Bíblia descreve sinais que precederão a volta de Jesus. Guerras, falsos mestres, sinais cósmicos e a pregação do evangelho a todas as nações — tudo aponta para o fim dos tempos.
Sinais proféticos
Este evangelho do Reino será pregado em todo o mundo e então virá o fim. Os sinais dos últimos tempos já se manifestam.
ଆର୍ ସଃବୁ ବାସାର୍ ଲକ୍ମଃନାର୍ ତଃୟ୍ ସାକି ଦେଉଁକେ ସଃର୍ଗ୍ ରାଇଜାର୍ ଇ ନିକ କବୁର୍ ହୁର୍ତି ସଃରା ପର୍ଚାର୍ କଃରା ଅୟ୍ଦ୍, ତାର୍ହଃଚେ ଜୁଗ୍ ସେସ୍ ଅୟ୍ଦ୍ ।"
"ମଃତର୍ ସେ ଦିନାର୍ ଡଃଣ୍ଡ୍ ହଃଚେ, ସେଦାହ୍ରେ ବେଳ୍ ଅଃନ୍ଦାର୍ ଅୟ୍ଦ୍ ଆର୍ ଜଃନ୍ ଉଜାଳ୍ ନଃଦେୟ୍, ତାରାମଃନ୍ ସଃର୍ଗେ ହୁଣି ଅଦୁର୍ତି ଆର୍ ଅଃଗାସାର୍ ସଃବୁ ସଃକ୍ତିମଃନ୍ ଏଣେ ତେଣେ ଅଃଉତି । ସଃଡେବଃଳ୍ ଅଃଗାସ୍ ଉହ୍ରେ ନଃରାର୍ ହୟ୍ସିର୍ ଚିନ୍ମଃନ୍ ଡିସେଦ୍ ଆର୍ ସଃଡେବଃଳ୍ ହୁର୍ତିବିର୍ ସଃବୁ ବାସାର୍ ଲକ୍ମଃନ୍ କାନ୍ଦ୍ତି ଆର୍ ନଃରାର୍ ହୟ୍ସିକେ ସଃକ୍ତି ଆର୍ ବଃଡେ ଜଃଜ୍ମାନ୍ ସଃଙ୍ଗ୍ ଅଃଗାସାର୍ ମେଗେ ଆସ୍ତାର୍ ଦଃକ୍ତି । ଆର୍ ତୁରି ହୁକି ଅଃହ୍ଣାର୍ ସଃର୍ଗ୍ ଦୁତ୍ମଃନ୍କେ ହଃଟାୟ୍ଦ୍ ଆର୍ ଦୁତ୍ମଃନ୍ ହୁର୍ତିବିର୍ ଗଟ୍ କନେହୁଣି ଆରେକ୍ ଗଟ୍ କଃନ୍ ହଃତେକ୍ ଚାରିହଃକାର୍ ତାର୍ ବାଚ୍ଲା ଲକ୍ମଃନ୍କେ ରୁଣ୍ଡାଉତି ।"
"ଇତାର୍ ଗିନେ ତୁମିମଃନ୍ ଜଃଗ୍ରାତ୍ ଅୟ୍ରିଆ, ବଃଲେକ୍ ତୁମାର୍ ମାପୁର୍ କୁୟି ଦିନ୍ ଆସେଦ୍ ସେରି ତୁମିମଃନ୍ ନଃଜାଣାସ୍ । ମଃତର୍ ତୁମିମଃନ୍ ଇରି ଜାଣିରିଆ ଜେ, କୁୟି ବେଳାୟ୍ ଚର୍ ଆସେଦ୍ ଇରି ଗଃରାର୍ ମୁଳିକା ଜାଣି ରିଲେକ୍, ସେ ଜଃଗ୍ରାତ୍ ଅୟ୍ରିଲା ହୁଣି ଆର୍ ଗଃରେ ସିନ୍ଦ୍ ମାରୁକ୍ ନଃଦିଲା ହୁଣି । ତଃବାର୍ଗିନେ ତୁମିମଃନ୍ ହେଁ ଜଃଗ୍ରାତ୍ ଅୟ୍ରିଆ ବଃଲେକ୍ ଜୁୟି ବେଳାୟ୍ ତୁମିମଃନ୍ ମଃନେ ବାବି ନଃରିଆସ୍ ସେ ବେଳାୟ୍ ନଃରାର୍ ହୟିସି ଆସେଦ୍ ।"
ଆର୍ ମୁଁୟ୍ ତୁମିମଃନ୍କେ ଜୁୟି ଜୁୟି ଆଡର୍ ଦଃୟି ଆଚି ସେରି ସଃବୁ ମାନୁକ୍ ସିକାଉଆ, ଆରେକ୍ ମଃନେ ରଃକା ଜୁଗ୍ ସେସ୍ ଅଃଉତା ହଃତେକ୍ ସଃବୁବଃଳ୍ ମୁଁୟ୍ ତୁମିମଃନାର୍ ସଃଙ୍ଗେ ସଃଙ୍ଗେ ଆଚି ।"
"ମଃତର୍ ସେ ଦିନ୍ କି ବେଳା କଃବେ ଆସେଦ୍ ସେରି କେଏ ହେଁ ନଃଜାଣ୍ତି; ସଃର୍ଗାର୍ ଦୁତ୍ମଃନ୍ କି ନଃରାର୍ ହୟିସି ହେଁ ନଃଜାଣେ, ମଃତର୍ ମର୍ ସଃର୍ଗାର୍ ଉବା ଏକ୍ଲା ହଃକା ଜାଣି ଆଚେ ।
Os últimos dias
Nos últimos dias virão tempos difíceis, homens amantes de si mesmos. Mas derramarei o meu Espírito sobre toda a carne.
ମଃତର୍ ଇରି ଜାଣିରିଆ ଜେ, ସେସ୍ କାଳେ ବୟଃଙ୍କାର୍ ବେଳା ଆସେଦ୍ କାୟିତାକ୍ବଃଲେକ୍ ଲକ୍ମଃନ୍ ନିଜ୍କେ ଲଃବଦ୍ କଃର୍ତି, ଦଃନ୍ଲଃବି, ଆହ୍ଣାକେ ଗଃର୍ବ, ଆକାରିଆ, ଲିନ୍ଦାକଃରୁ, ଆୟ୍ସି ଉବାସିର୍ ଅଃମାନ୍ୟା, ଉହ୍କାର୍ ହାସୁର୍ତାର୍, ବିଟାଳ୍ ଦଃୟା ନଃକେର୍ତି, କାର୍ ସଃଙ୍ଗ୍ ନଃମିସ୍ତାର୍, ଲିନ୍ଦା କଃର୍ତାର୍, ନଃସେମ୍ୱାଳ୍ତାର୍, କଃର୍ନିଆ, ନିକରିକେ ଲାଡ୍ନଃକେର୍ତାର୍, ବିସ୍ୱାସେ ବିସ୍ ଦେତି, କଃରାପ୍ କାମ୍ କଃରୁକେ ବଃଡେସାସି, ବଃଡ୍ହାଣ୍ୟା ଅଃଉତି ଆର୍ ଲାଡ୍କାରି ଇସ୍ୱର୍କେ ଲାଡ୍ ନଃକେରି ସଃର୍ଦାକଃରୁକ୍ ବଃଲ୍ହାଉତି । ସେମଃନ୍ ଦଃର୍ମାର୍ ହଃଦାବାଟାର୍ ବେସ୍ ଦଃର୍ତି, ମଃତର୍ ଇତାର୍ ସଃକ୍ତିକେ ଚାଡିଦେତି, ଅଃନ୍କା ଲକାର୍ ତଃୟ୍ହୁଣି ଦୁରିରିଆ ।
"ଇସ୍ୱର୍ କୟ୍ଆଚେ ସେସ୍ କାଳେ ଅଃନ୍କାର୍ ଇରି ମୁୟ୍ଁ କଃରିନ୍ଦ୍ ।
ମୁୟ୍ଁ ସଃବୁ ଲକାର୍ ଉହ୍ରେ ନିଜାର୍ ଆତ୍ମା ବଃର୍ସାଇନ୍ଦ୍
ସେତାକ୍ ମର୍ କବୁର୍ କଃଉତି ହୟ୍ଦି ଜିଦିମଃନ୍ ବାବ୍ବାଣି କଃଉତି;
ଆର୍ ତୁମିମଃନାର୍ ବେଣ୍ଡ୍ୟାମଃନ୍ ନିକ କଃତାମଃନ୍ ଦଃକ୍ତି,
ଆରେକ୍ ତୁମାର୍ ପାରାଚିନ୍ମଃନ୍ ଚଃହୁନ୍ ଦଃକ୍ତି ।
ହେଁ ସେ କାଳେ ମୁୟ୍ଁ ମର୍ ଗତିଦଃଙ୍ଗ୍ଳାମଃନାର୍ ଉହ୍ରେ ମର୍ ଆତ୍ମା ହଃଟାୟ୍ନ୍ଦ୍,
ସେତାକ୍ ସେମଃନ୍ ବାବ୍ବାଣି କଃଉତି ।
ମୁୟ୍ଁ ଅଃଗାସ୍ ଉହ୍ରେ କାବା ଅଃଉତା କାମ୍
ଆରେକ୍ ଅଃଗାସ୍ ତଃଳାର୍ ହୁର୍ତିବି ତଃୟ୍ ବିନ୍ ବିନ୍ ଚିନା, ବଃନି, ଜୟ୍,
ଆର୍ କଃଳିଆ ଦୁଆଁ ଦଃକାୟ୍ନ୍ଦ୍ ।
ମାପୁରାର୍ ବଃଡ୍ ଆର୍
ଜଃଜ୍ମାନାର୍ ଦିନ୍ ଆସ୍ତା ଆଗ୍ତୁ ବେଳ୍ ଅଃନ୍ଦାର୍,
ଆର୍ ଜଃନ୍ ବଃନି ହର୍ ଅୟ୍ଦ୍ ।
ଆର୍ ଅଃନ୍କାର୍ ଗଃଟେଦ୍ ଜେ, ଜଃଡେବଃଳ୍ ମାପୁରାର୍ ନାଉଁଏ ପାର୍ତ୍ନା କଃରେଦ୍, ସେ ମୁକ୍ତି ହାୟ୍ଦ୍ ।"
ସେ ସଃମୟେ ତର୍ ଲକମଃନ୍କାର୍ ହିଲାମଃନକାର୍ ଉହ୍କାର୍ କାରି ମିକାୟେଲ୍ ମୁଳ୍ ଦୁତ୍ ଟିଆ ଅୟିଦ୍ ଆର୍ ମାନାୟ୍ ଗଃସ୍ଟିର୍ ଜାତ୍ ଅୟ୍ଲା ଦିନେ ହୁଣି କଃବେ ଇ ରଃକମାର୍ ଦଃଣ୍ଡ୍ ଅୟ୍ନଃକେର, ଇହର୍ ଦଣ୍ଡ୍ ହାଉତା ସଃମୟ୍ ହଚେଦ୍, ଆର୍, ତୁମାର୍ ଗଃସ୍ଟିର୍ ଜଃତେକ୍ ଲକାର୍ ନାଉ ପୁସ୍ତକେ ଲେକା ଅୟିଆଚେ, ସେମଃନ୍ ସଃବୁଲକ୍ ସେଦିନ୍ ଉଦାର୍ ହାଉତି। ଆରେକ୍, ଜୁଣ୍ ଲକମଃନ୍ ମଃରିଆଚ୍ତି ସେମଃନ୍କାର୍ ବିତ୍ରେ ଅଃନେକ୍ ଲକ୍ ଜିବନ୍ ହାୟ୍ଁ ଉଟ୍ତି; କଃତେକ୍ ଅମର୍ ଜିବନ୍ ଆର୍ କଃତେକ୍ ଲାଜ୍ ହାଉଁକ୍ ଆର୍ କଃତେକ୍ ଜୁଗ୍ଜୁଗ୍ ଲାଜ୍ ହାଉଁକ୍ ଉଟ୍ତି। ଆରେକ୍, ଜୁଣ୍ମଃନ୍ ଗିଆନି, ସେମଃନ୍ ଅଃଗାସାର୍ ଉଜାଳ୍ ହର୍ ଆର୍ ଜୁଣ୍ମଃନ୍ ଅଃନେକ୍ ଲକେ ଦଃର୍ମ ବାଟ୍ୟା ଆଣି ଆଚ୍ତି, ସେମଃନ୍ ତାରା ମଃନାର୍ ହର୍ ଅଃମର୍ ଜିବନ୍ ହଃତେକ୍ ଉଜାଳ୍ ଅୟି ଜଃଳ୍କ୍ତି ରେତି।
Esperança e prontidão
O dia do Senhor virá como ladrão. Mas nós não somos das trevas — estejamos sóbrios, vigiliando e esperando.
ଅଃମିମଃନ୍ ମାପୁରାର୍ କଃତା ହଃର୍କାରେ ତୁମିମଃନ୍କେ ଇରି କଃଉଁଲୁ, ଅଃମିମଃନ୍ ଜଃତେକ୍ ଲକ୍ ମାପୁର୍ ଆସ୍ତା ଦିନ୍ ହଃତେକ୍ ଜିବନ୍ ରଃୟ୍ ଉବ୍ରି ରେଉଁନ୍ଦ୍, ଅଃମିମଃନ୍ କଃନ୍କଃରି ହେଁ ମଃଲା ଲକ୍ମଃନାର୍ ତଃୟ୍ହୁଣି ଆଗ୍ତୁ ଜଃଉଁ ନଃହାରୁ । କାୟିତାକ୍ବଃଲେକ୍ ମାପୁର୍ ନିଜେ ଆଦେସ୍ ଦଃୟି ବଃଡ୍ ଦୁତାର୍ କଃଟ୍ ଆର୍ ଇସ୍ୱରାର୍ ତୁରିବାଜା ସଃଙ୍ଗ୍ ସଃର୍ଗେ ହୁଣି ଉତ୍ରି ଆସେଦ୍, ସେତାକ୍ ଜୁୟି ଲକ୍ମଃନ୍ କ୍ରିସ୍ଟକେ ବିସ୍ୱାସ୍ କଃରି ମଃରି ଆଚ୍ତି, ସେମଃନ୍ ଆଗ୍ତୁ ଉଟ୍ତି । ହଃଚେ ଅଃମିମଃନ୍ ଜଃତେକ୍ ଲକ୍ ଜିବନ୍ ରଃୟ୍ ଉବ୍ରି ରେଉଁନ୍ଦ୍, ମାପୁରାର୍ ସଃଙ୍ଗ୍ ବେଟ୍ ଅଃଉଁକେ ଅଃମିମଃନ୍ ସେମଃନାର୍ ସଃଙ୍ଗ୍ ମଃଜି ଅଃଗାସେ ଜିସୁର୍ ବେଟ୍ ଅଃଉଁକେ ମେଗ୍ମାଳେ ଜଃଉନ୍ଦ୍; ଆର୍ ଇରଃକମ୍ ଅଃମିମଃନ୍ ସଃବୁବଃଳ୍ ମାପୁରାର୍ ସଃଙ୍ଗ୍ ରେଉଁନ୍ଦ୍ । ତଃବାର୍ଗିନେ ଇ ସଃବୁ କଃତା କୟ୍ ତୁମିମଃନ୍କେ ନିଜାର୍ ନିଜାର୍ ବିତ୍ରେ ଦୁକ୍ ହାସ୍ରାଉଆ ।
ତଃବାର୍ଗିନେ ଆସା, ଅଃମିମଃନ୍ ବିନ୍ ଲକାର୍ ହର୍ ନିଦୟ୍ ନଃକେରି, ଜଃଗ୍ରାତ୍ ରଃୟ୍ ଚେତ୍ନା ରେଉଁଆଁ । ତଃବେ ଜୁୟି ଲକ୍ମଃନ୍ ନିଦଉତି, ସେମଃନ୍ ରାତିୟା ନିଦଉତି, ଆର୍ ଜୁୟି ଲକ୍ମଃନ୍ ମଃଦ୍ କାୟି ମାତ୍ତି, ସେମଃନ୍ ରାତିୟା ମଃଦ୍ କାୟି ମାତ୍ତି । ମଃତର୍ ଆସା, ଅଃମିମଃନ୍ ଦିନାର୍ ହିଲାମଃନ୍, ତଃବାର୍ଗିନେ ବିସ୍ୱାସ୍ ଆର୍ ଲାଡାର୍ ବୁକ୍ହାଟା ହିନ୍ଦୁଆଁ, ଆର୍ ହାହେ ହୁଣି ମୁକ୍ତି ହାଉତା ବଃର୍ସାର୍ ଟହ୍ରି ମୁଣ୍ଡେ ହିନ୍ଦି ଚେତ୍ନା ରେଉଁଆ । କାୟିତାକ୍ବଃଲେକ୍ ଇସ୍ୱର୍ ଅଃମିମଃନ୍କେ ତାର୍ କହାର୍ ଲକ୍ ଅଃଉଁକେ ନଃବାଚି, ଅଃମିମଃନ୍ ଅଃମାର୍ ମାପୁର୍ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ହାହେହୁଣି ମୁକ୍ଳୁକ୍ ବାଚି ଆଚେ ।
"ତୁମିମଃନ୍ ନିଜାର୍ ନିଜାର୍ ବିସୟେ ଜଃଗ୍ରାତ୍ ଅୟ୍ରିଆ, ଚଃନେମଃନେ ତୁମାର୍ ମଃନ୍ ମାତୁଆଳି ଆର୍ ମଃଦ୍ କାଉଁକେ ଆରେକ୍ ଜିବ୍କାର୍ ଗିନେ ଚିତାୟ୍ ବୁଡି ରେତା ବଃଳ୍ ସେ ଦିନ୍ ଲୁକ୍ଣେ ତୁମାର୍ ଉହ୍ରେ ଆସେଦ୍; କାୟିତାକ୍ବଃଲେକ୍ ସେରି ହାନ୍ଦା ହର୍ ସଃରା ହୁର୍ତିବି ସଃବୁଲକାର୍ ଉହ୍ରେ ଆସେଦ୍ । ମଃତର୍ ଜଃନ୍କଃରି ଇ ସଃବୁ ଆଗ୍ତୁ ଗଃଟ୍ଣା ତଃୟ୍ହୁଣି ବଚୁକେ ଆର୍ ନଃରାର୍ ହୟିସି ଚଃମେ ଟିଆ ଅଃଉଁକେ ହାରାସ୍ ଇତାକ୍ ସଃବୁ ବଃଳ୍ ଗଃଉଆରି କଃରି ଜାଗି ରିଆ ।"
ଏ ଲାଡାର୍ମଃନ୍, ମାପୁରାର୍ ତଃୟ୍ ଗଟେକ୍ ଦିନ୍ ଜେ ଅଃଜାର୍ ବଃର୍ସ୍ ହର୍ ଆର୍ ଅଃଜାର୍ ବଃର୍ସ୍ ଜେ ଗଟେକ୍ ଦିନ୍ ହର୍, ମୁଳ୍କଃରି ଇ କଃତା ତୁମିମଃନ୍ ହାସ୍ରା ନାୟ୍ । ବିଲମ୍ ବଃଲି ଜଃନ୍କଃରି କଃତେକ୍ ଲକ୍ ବାବୁଲାୟ୍, ମାପୁର୍ ଅଃହ୍ଣାର୍ ସଃୟ୍ତ୍ କଃଲାର୍ ସେ ରଃକମ୍ ବିଲମ୍ ନଃକେରେ; ମଃତର୍ କେଏ ହେଁ ଜଃନ୍କଃରି ନାସ୍ ନଃଉତି, ସଃବୁଲକ୍ ମଃନ୍ ବାଦ୍ଲାଉତି, ଇରି ଇଚା କଃରି ସେ ତୁମିମଃନାର୍ ଗିନେ ବୁତେକ୍ ବିନ୍ ହଃତେକ୍ ଜାଗିକଃରି ଆଚେ ।
ମାପୁରାର୍ ଦିନ୍ ଚର୍ ହର୍ ହଚେଦ୍ । ସେ ଦିନ୍ ଅଃଗାସ୍ ମଃଣ୍ଡଳ୍ ବଃଡେ ସଃବଦ୍ ସଃଙ୍ଗ୍ ନାସ୍ ଅୟ୍ଦ୍, ଆର୍ ଉବୁଜ୍ଲାର୍ ବଃଡେ ତାହାତାର୍ ଗିନେ ତଃର୍ଲି ଜାୟ୍ଦ୍ ଆର୍ ହୁର୍ତି ଆର୍ ସେତିର୍ ଆସ୍ତି ସଃବୁ ହଡି ଜାୟ୍ଦ୍ । ସେ ଦିନାର୍ ଆସ୍ତାର୍ ଜାଗିକଃରି, ସେରି ଜଃନ୍କଃରି ବେଗି ଆସେଦ୍, ଇତାର୍ ଗିନେ ତୁମିମଃନ୍ କଃନ୍କଃରି ସଃବୁବଃଳ୍ ନିକ ଗୁଣାର୍ ଆର୍ ଦଃର୍ମି ଅଃଉତା ଲଳା । ଇ ସଃବୁ ବିସୟ୍ ଇରଃକମ୍ ନାସ୍ ଅଃଉତାର୍ ଗିନେ, ଇସ୍ୱରାର୍ ଜୁୟି ଦିନ୍ ଅଃଗାସ୍ ମଃଣ୍ଡଳ୍ ଜୟ୍ଲାଗି ଆଜିଜାୟ୍ଦ୍ ଆର୍ ଉବ୍ଜାଣ୍ ଅଇଲାର୍ ସଃବୁ ବଃଡେ ତଃହାତେ ତଃର୍ଲି ଜାୟ୍ଦ୍, ଅଃମିମଃନ୍ ତାର୍ ସଃୟ୍ତ୍ ହଃର୍କାରେ ଗଟ୍ ନଃଉଆଁ ଅଃଗାସ୍ ଆର୍ ନଃଉଆଁ ହୁର୍ତିବିକେ ଜାଗିଆଚୁ, ଜୁୟ୍ରି ଦଃର୍ମିଲକାର୍ ବାସ୍ କଃର୍ତା ଟାଣ୍ ଅୟ୍ଦ୍ ।
ଦଃକା, ମୁୟ୍ଁ ତୁମିମଃନ୍କେ ଗଟ୍ ଗୁପ୍ତ କଃତା କଃଉଁଲେ, ଅଃମିମଃନାର୍ ବିତ୍ରେ ସଃବୁ ଲକ୍ ମଃରି ନଃକେରୁ । ମଃତର୍ ଅଃମିମଃନ୍ ବାଦ୍ଲି ଜଃଉଁନ୍ଦ୍ । ଇତି ଅଃକା ସଃଙ୍ଗ୍ ଗଟେକ୍ ଆକି ମିଟ୍କାୟ୍, ସଃରାସଃରି କମ୍ ସଃବଦେ ଅଃମିମଃନ୍ ସଃବୁଲକ୍ ବାଦ୍ଲୁନ୍ଦ୍ । କାୟିତାକ୍ ବଃଲେକ୍ ତୁରି ବାଜେଦ୍, ଆର୍ ମଃଲା ଲକ୍ମଃନ୍ ନଃସ୍ଟ୍ ନଃୟ୍କଃରି ଉଟ୍ତି ଆର୍ ଅଃମିମଃନ୍ ବାଦ୍ଲୁନ୍ଦ୍ ।
କାୟିତାକ୍ବଃଲେକ୍ ଦଃକା ମୁଁୟ୍ ନଃଉଆ ଅଃଗାସ୍ ମଃଣ୍ଡଳ୍ ଆର୍ ନଃଉଆ ହୁର୍ତିବି ଉବ୍ଜାଣ୍ କଃରିନ୍ଦ୍ ଆର୍ ହୁର୍ବ୍ କାଳାର୍ ବିସୟ୍ମଃନ୍ ଆରେକ୍ ଏତାଉଁ ନଃଚୁଆଁ କି ମଃନେ ଦଃରୁ ନଃଚୁଆଁ।
ମଃତର୍ ମୁଁୟ୍ ଜୁୟ୍ରି ଉବ୍ଜାଣ୍କଃରିନ୍ଦ୍, ତୁମିମଃନ୍ ସେତି ଉଲାସେ ରଃୟ୍ ସଃର୍ଦା କଃରା; କାୟତାକ୍ବଃଲେକ୍ ମୁଁୟ୍ ଜିରୁସାଲେମ୍କେ ଉଲାସ୍ ଆର୍ ସେତିର୍ ଲକ୍ମଃନ୍କେ ସଃର୍ଦାର୍ ଲକ୍ କଃରି ଉବ୍ଜାଣ୍ କଃରିଆଚି। ମୁଁୟ୍ ଜିରୁସାଲେମ୍ ଉଲାସ୍ କଃରିନ୍ଦ୍; ଆର୍ ସେତି କାନ୍ଦ୍ଣାର୍ ସଃବଦ୍ ସୁଣା ଜାୟି ନଃକେରେ।
ସଃରାସଃରି ହଃଚେ ମୁୟ୍ ଗଟେକ୍ ନଃଉଆଁ ଅଃଗାସ୍ ଆର୍ ନଃଉଆଁ ହୁର୍ତି ଦଃକ୍ଲେ । ହଃର୍ନା ଅଃଗାସ୍, ହଃର୍ନା ହୁର୍ତି ନଃସ୍ଟ୍ ଅୟ୍ରିଲି, ଆର୍ ସଃମ୍ନ୍ଦ୍ ନଃରିଲି । ଆର୍ ଗଟେକ୍ ପବିତ୍ର ଗଃଳ୍, ନଃଉଆଁ ଜିରୁସାଲମ୍, କଃନ୍ୟା ବେସେ ତିଆର୍ ଅୟି ସଃର୍ଗାର୍ ଇସ୍ୱରାର୍ ତଃୟ୍ହୁଣି ହୁର୍ତି ଉହ୍ରେ ଉତୁର୍ତାର୍ ଦଃକ୍ଲେ । ଆରେକ୍ ସଃର୍ଗାର୍ ସିଙ୍ଗାସଣେ ହୁଣି ଗଟେକ୍ ସଃବ୍ଦ୍ ଆୟ୍ଲି, "ଅଃବେ ଇସ୍ୱରାର୍ ବାସା କଃର୍ତା ଟାଣ୍ ମାନାୟ୍ମଃନାର୍ ତଃୟ୍ ଆଚେ, ସେ ସେମଃନାର୍ ସଃଙ୍ଗ୍ ବାସା କଃରେଦ୍ ଆର୍ ସେମଃନ୍ ତାର୍ ନିଜାର୍ ଲକ୍ ଅଃଉତି । ଇସ୍ୱର୍ ନିଜେ ସେମଃନାର୍ ସଃଙ୍ଗ୍ ବାସା କଃରେଦ୍ ଆର୍ ସେ ସେମଃନାର୍ ଇସ୍ୱର୍ ଅୟ୍ଦ୍ । ଇସ୍ୱର୍ ସେମଃନାର୍ ଆକିର୍ ସଃବୁ ଆସୁ ହୁଚି ଦଃୟ୍ଦ୍ । ମଃର୍ନ୍, ଦୁକ୍, କାନ୍ଦ୍ତାର୍ କି ଦୁକା ଆରେକ୍ ନଃରେୟ୍ । ସଃବୁ ହଃର୍ନା ବିସୟ୍ ନାସ୍ ଅୟିଆଚେ ।"