Homem de Deus
O homem de Deus é aquele que busca a justiça, a piedade, a fé e o amor. A Bíblia apresenta modelos de homens íntegros que andaram com Deus e marcaram a história.
Características do homem de Deus
O homem de Deus foge das paixões e segue a justiça, a piedade, a fé, o amor, a perseverança e a mansidão.
ପାଉଲାର୍ ସଃରାସଃରି ସିକ୍ୟା
ମଃତର୍ ଏ ତିମତି, ତୁୟ୍ ଗଟ୍ ଇସ୍ୱରାର୍ ଲକ୍, ତୁୟ୍ ଇ ସଃବୁ ଚାଡି କଃରି ଦଃର୍ମକଃତା, ଇସ୍ୱରାର୍ ମାୟ୍ନ୍, ବିସ୍ୱାସ୍, ଲାଡ୍, ସାସ୍ଦଃର୍ତାର୍ ଆର୍ ସମ୍ବାଳିକଃରି ରେଉଁକେ ଚେସ୍ଟା କଃର୍ ।
ତର୍ ଦଃଙ୍ଗ୍ଳା ବଃଇଁସାର୍ ଗିନେ ତକେ କେହେଁ ଇନ୍ମାନ୍ ନଃକେରତ୍, ମଃତର୍ କଃତାୟ୍, ଚାଲାଚାଲ୍ତି ତଃୟ୍, ଲାଡେ, ବିସ୍ୱାସେ, ଆର୍ ନିର୍ମୁଲ୍ ସଃଙ୍ଗ୍ ବିସ୍ୱାସିମଃନାର୍ ଗଟେକ୍ ନିକ ଲକାର୍ ହର୍ ଅଃଉ ।
ସଃରାସଃରି କଃତା
ତୁମିମଃନ୍କେ ଜଃଗ୍ରାତ୍ ରଃୟ୍ ବିସ୍ୱାସେ ତିର୍ ଅୟ୍ରିଆ, ସାସ୍ ଦଃରି ବଃଳ୍ ହାଉଆ । ସଃବୁ କାମ୍ ଲାଡେ କଃରା ଅଃଉଅ ।
Exemplos bíblicos
Noé era justo e íntegro entre seus contemporâneos. Jó era homem reto que temia a Deus e se desviava do mal.
ନହ ଆର୍ ହୁର୍ତିବି ବାସ୍ତାର୍
ନହର୍ ବଃଉଁସ୍ ଇରି। ନହ ଅଃହ୍ଣାର୍ ସେକାଳାର୍ ଲକ୍ ମଃନାର୍ ବିତ୍ରେ ଦଃର୍ମି ଆର୍ ସାଦୁ ରିଲା।
ଇସ୍ୱର୍ ତଃୟ୍ହୁଣି ହଃଟାୟ୍ଲା ଗଟ୍ଲକ୍ ଆୟ୍ଲା, ତାର୍ ନାଉ ଜହନ୍ । ସେ ଜଃନ୍କଃରି ଉଜାଳାର୍ କଃତା କୟ୍ଦ୍, ଆରେକ୍ ତାର୍ ତଃୟ୍ହୁଣି ସଃବୁଲକ୍ ସଃତ୍ କଃର୍ତି, ଇତାକ୍ ସେ ସାକି ଦେଉଁକ୍ ଆୟ୍ଲା ।
ବୁଦିଆ ଲକାର୍ ମୁୟେଁ ଗିଆନ୍ ରଃୟିଦ୍ , ମଃତର୍ ମୁର୍କ୍ଲକାର୍ ଆକି ହୁର୍ତିବିର୍ ସେସେ ରଃୟିଦ୍।
Viver como filho de Deus
Quem faz a vontade de Deus é eleito. Medite na Palavra e ande nos caminhos do Senhor como verdadeiro discípulo.
ମଃତର୍ ଜଃତେକ୍ ଲକ୍ ତାକ୍ ଦଃର୍ଲାୟ୍, ବଃଲେକ୍ ତାର୍ ନାଉଁଏ ସଃତ୍ କଃଲାୟି ସେମଃନ୍କେ ସେ ଇସ୍ୱରାର୍ ହିଲା ଅଃଉଁକେ ଅଃଦିକାର୍ ଦିଲା । ସେମଃନ୍ ବଃନିତଃୟ୍, ଗଃଗାଳାର୍ ଇଚାୟ୍ କି ମାନାୟ୍ର୍ ଇଚାୟ୍ ଜଃଲମ୍ ନଃଉତି, ମଃତର୍ ଇସ୍ୱରାର୍ ଇଚାୟ୍ ଜଃଲମ୍ ଅୟ୍ଲାୟ୍ ।
ଅଃମି ଜାଣୁ ଇସ୍ୱର୍ ହାହିମଃନାର୍ କଃତା ନଃସୁଣେ, ମଃତର୍ ଜଦି କେଏ ଇସ୍ୱର୍କେ ସେବା କଃରେଦ୍ ଆର୍ ତାର୍ ଇଚା ସାଦୁନ୍ କଃରେଦ୍, ତାର୍ କଃତା ହଃକା ଇସ୍ୱର୍ ସୁଣେଦ୍ ।
ତଃବେ ଜୁୟି ହଃର୍ନା ଚାଲ୍ଚାଲ୍ତି ଦଃରି ତୁମିମଃନ୍ ଜିବନ୍ ଜିଉତି ରିଲାସ୍, ସେରି ଚାଡିଦିଆସ୍, ବଃଲେକ୍ ତାର୍ ଟକ୍ତାର୍ ଲାଳ୍ସା ଗିନେ ତୁମାର୍ ଆତ୍ମା ନଃସ୍ଟ୍ ଅଃଉତି ରିଲି । ତୁମାର୍ ମଃନ୍ ଆର୍ ଜିବନ୍ ହୁରାହୁରି ନଃଉଆଁ ଅଃଉତା ଦଃର୍କାର୍ । ଇସ୍ୱରାର୍ ହର୍ ତିଆର୍ ଅୟ୍ଲାର୍ ନଃଉଆଁ ଆତ୍ମା ହାଉଆ । ସେରି ତୁମାର୍ ଦଃର୍ମ୍ ଆର୍ ସଃତ୍ ପବିତ୍ର ବିସୟ୍ ଜିବନେ ଦକାଜଃଉଅ ।