Homem
A Bíblia fala sobre o homem como criação de Deus — feito à sua imagem e semelhança, mas também frágil, mortal e necessitado de redenção.
Criado à imagem de Deus
Deus criou o homem à sua imagem. Mas pelo pecado, o homem caiu e passou a depender da graça para ser restaurado.
ଇତାର୍ ହଃଚେ ଇସ୍ୱର୍ କୟ୍ଲା, "ମୁୟି ମର୍ ନିଜାର୍ ରୁହେ ଆର୍ ନିଜାର୍ ମୁର୍ତିୟେ ମାନାୟ୍ ତିଆର୍ କଃରିନ୍ଦ୍। ସେମଃନ୍ ହାଣିୟେ ରେତା ମାଚ୍ମଃନ୍ ଆର୍ ଉହ୍ରେ ଉଡ୍ତା ଚେଳେମଃନ୍କେ ଆର୍ ହସୁ ମଃନ୍କେ ଆର୍ ହୁର୍ତିବିର୍ ବୁୟେଁ ବୁଲ୍ତା ସଃବୁ ଜିବ୍ଜଃତୁ ଉହ୍ରେ ଅଃଦିକାର୍ କଃର୍ତି" ଇତାର୍ ହଃଚେ ଇସ୍ୱର୍ ଅଃହ୍ଣାର୍ ମୁର୍ତିୟେ ମାନାୟ୍କେ ଉବ୍ଜାଣ୍ କଃଲା; ଇସ୍ୱର୍ ନିଜାର୍ ମୁର୍ତିୟେ ସେ ମାନାୟ୍ ତିଆର୍ କଃଲା; ଅଃଣ୍ଡ୍ରା ଆର୍ ମାୟିଜି କଃରି ସେ ସେମଃନ୍କେ ତିଆର୍ କଃଲା।
ବେଳ୍ ବୁଡି ଆସ୍ତାବଃଳ୍ ବାଳେ ବୁଲାବୁଲି କଃର୍ତା ମାପୁରାର୍ ଡାକ୍ ସୁଣି ଆଦମ୍ ଆର୍ ତାର୍ ଡକୁର୍ସି ମାପୁର୍କେ ଦଃକାୟ୍ ନୟ୍ ବାଳେରିଲା ଗଃଚେ ଆଡୁକା ଅୟି ଲୁକ୍ଲାୟ୍।
ଜଃଡେବଃଳ୍ ଆଦମ୍ ହାହ୍ କଃଲା, ଜଃଗତେ ହାହ୍ ଆୟ୍ଲି, ଆର୍ ହାହାର୍ ଗିନେ ମଃର୍ନ୍ ଆୟ୍ଲି । ସଃବୁଲକ୍ ହାହ୍ କଃଲାକ୍ ମଃର୍ନ୍ ସଃବୁ ଲକ୍ମଃନାର୍ ଉହ୍ରେ ଆୟ୍ଲି ।
ଇ ରଃକମ୍ ଲେକା ହେଁ ଆଚେ, ହଃର୍ତୁ ମାନାୟ୍ ଆଦମ୍ ଜିବନ୍ ରିଲାର୍ ଅୟ୍ଲା ସଃରାସଃରି ଆଦମ୍ ଜିବନ୍ ଦେତାର୍ ଆତ୍ମା ଅୟ୍ଲା । ମଃତର୍ ଜାୟ୍ରି ଜିବନାର୍ ସେରି ହଃର୍ତୁ ନାୟ୍, ମଃତର୍ ଜୁୟ୍ରି ଜିବନାର୍ ନୟ୍ ଜଃଗତାର୍, ସେରି ହଃର୍ତୁ ତାର୍ହଃଚେ ଜିବନାର୍ । ହଃର୍ତୁ ମାନାୟ୍ ଆଦମ୍ ହୁର୍ତିବିର୍, ମାଟିଏ ତିଆର୍ ଅୟ୍ରିଲା, ହଃଚେ ଆୟ୍ଲି ଆଦମ୍ ସଃର୍ଗେହୁଣି ଆୟ୍ଲାର୍ । ଜୁୟମଃନ୍ ମାଟାୟ୍ ଗଃଳ୍ଲାର୍, ସେମଃନ୍ ମାଟାୟ୍ ହାଜ୍ଲାର୍ ସେ ମାନାୟ୍ହର୍, ଆରେକ୍ ଜୁୟି ଲକ୍ମଃନ୍ ସଃର୍ଗ୍ହୁରେ ହୁଣି ଆୟ୍ଲାର୍, ସେମଃନ୍ ସଃର୍ଗେ ହୁଣି ଆୟ୍ଲା ସେମାନାୟ୍ ହର୍ । ଆର୍ ଅଃମିମଃନ୍ ହେଁ ମାଟାୟ୍ ହାଜ୍ଲାର୍ ସେ ମାନାୟ୍ର୍ ରୁହ୍ ଦଃରି ଆଚୁ, ସେରଃକମ୍ ସେ ସଃର୍ଗ୍ହୁରାର୍ ମାନାୟ୍ ହର୍ ଅଃଉଁଆ ।
Fragilidade humana
O homem nascido de mulher é de poucos dias e cheio de inquietação. Deus conhece nossa fragilidade e cuida de nós.
ବଃଲେକ୍ ଦଃର୍ମ୍ ସାସ୍ତରେ ଇ ସାକି ଲେକା ଆଚେ,
"ମାନାୟ୍ କେଏ, ଜ ତୁୟ୍ ତାକେ ଏତାଉତି ରେସି ?
ମାନାୟ୍ ହୟିସି କେଏ ଜ, ତୁୟ୍ ତାର୍ ଜଃତୁନ୍ ନେଉଁଲିସ୍ ?
ଇସ୍ୱରାର୍ ତଃୟିହୁଣି ମାନାୟିର୍ ହାଦ୍ ଚାଲେଦ୍;ସେତାକ୍ ମାନାୟି ନିଜାର୍ ବାଟ୍ କଃନ୍କଃରି ବୁଜେଦ୍ ?
Renovação e chamado
Despojados do velho homem e revestidos do novo, somos chamados a buscar a justiça, a piedade e o amor.
ତଃବେ ଜୁୟି ହଃର୍ନା ଚାଲ୍ଚାଲ୍ତି ଦଃରି ତୁମିମଃନ୍ ଜିବନ୍ ଜିଉତି ରିଲାସ୍, ସେରି ଚାଡିଦିଆସ୍, ବଃଲେକ୍ ତାର୍ ଟକ୍ତାର୍ ଲାଳ୍ସା ଗିନେ ତୁମାର୍ ଆତ୍ମା ନଃସ୍ଟ୍ ଅଃଉତି ରିଲି । ତୁମାର୍ ମଃନ୍ ଆର୍ ଜିବନ୍ ହୁରାହୁରି ନଃଉଆଁ ଅଃଉତା ଦଃର୍କାର୍ । ଇସ୍ୱରାର୍ ହର୍ ତିଆର୍ ଅୟ୍ଲାର୍ ନଃଉଆଁ ଆତ୍ମା ହାଉଆ । ସେରି ତୁମାର୍ ଦଃର୍ମ୍ ଆର୍ ସଃତ୍ ପବିତ୍ର ବିସୟ୍ ଜିବନେ ଦକାଜଃଉଅ ।
ଜିଉଦି ମଃନାର୍ ବିଦିକେ ଇତିର୍ ବଲ୍ ଆର୍ ନିୟମେ ଲିବାୟ୍ ଦଃୟ୍ଆଚେ, ଜଃନ୍କଃରି ସୁସ୍ତା ଆଣିକଃରି ଜିଉଦି ଆର୍ ଅଜିଉଦିମଃନ୍କେ ହେଁ ଅଃହ୍ଣାର୍ ତଃୟ୍ ଗଟେକ୍ ନଃଉଆଁ ଲକ୍ ହର୍ ଉବ୍ଜାଣ୍ କଃରେଦ୍ ।
ମଃତର୍ ଏ ତିମତି, ତୁୟ୍ ଗଟ୍ ଇସ୍ୱରାର୍ ଲକ୍, ତୁୟ୍ ଇ ସଃବୁ ଚାଡି କଃରି ଦଃର୍ମକଃତା, ଇସ୍ୱରାର୍ ମାୟ୍ନ୍, ବିସ୍ୱାସ୍, ଲାଡ୍, ସାସ୍ଦଃର୍ତାର୍ ଆର୍ ସମ୍ବାଳିକଃରି ରେଉଁକେ ଚେସ୍ଟା କଃର୍ ।
ମୁୟ୍ଁ ସାନ୍ ରିଲାବଃଳ୍ ସାନ୍ ହିଲା ହର୍ କଃତା କଃଉତିରିଲେ, ହିଲାହର୍ ବାବ୍ତି ରିଲେ, ହିଲା ହର୍ ବିଚାର୍ କଃର୍ତିରିଲେ; ବଃଡ୍ ଅୟ୍ଲାକ୍ ମୁଁୟ୍ ହିଲା ବଃଳାର୍ କଃତା ସଃବୁ ଚାଡ୍ଲେ ।
ତଃବେ ମାନାୟିର୍ ସଃବୁ ଚାଲ୍ଚାଲ୍ତି ଇସ୍ୱର୍ ଦଃକୁଲା ଆର୍ ସେ ସଃବୁ ରଃସ୍ତା ସଃମାନ୍ କଃରେଦ୍।
ମାନାୟ୍ ମଃନେ ବାବେଦ୍ ;ମଃତର୍ ଜିବାର୍ ଉତୁର୍ ଇସ୍ୱରାର୍ ତଃୟ୍ହୁଣି ଆସେଦ୍।
A confiança errada
Maldito o homem que confia no homem. O homem de duplo ânimo é instável em todos os seus caminhos.
ସେରଃକମ୍ ଲକ୍ ମାପୁରାର୍ ତଃୟ୍ହୁଣି କାୟିରି ହାୟ୍ନ୍ଦ୍ ବଃଲି ମଃନେ କଃର ନାୟ୍ । ସେ ତ ଦୁୟ୍ମଃନ୍ୟା ଲକ୍, ଅଃହ୍ଣାର୍ ସଃବୁ ରଃକମାର୍ ବିସୟେ ତିର୍ ଅୟି ନଃରେୟ୍ ।
ତୁଇ ବୁଡାବୁଡିମଃନ୍କ୍ ଇନସ୍ତା କଃର୍ ନାୟ୍, ମଃତର୍ ଉବା ହର୍ ମାନ୍ତି କଃରା, ଆର୍ ଦଃଙ୍ଗ୍ଳାମଃନ୍କେ ବାୟ୍ ହର୍,